Home Left

ଆର୍‌ଏସ୍‌ଏସ୍‌ର ଶତାବ୍ଦୀ ବର୍ଷ ପାଳିତ

ଦାରିଙ୍ଗବାଡ଼ି,୨୫ା୯ (ଅରୁଣ ସାହୁ): ଦାରିଙ୍ଗବାଡ଼ିର ରାଶିପଦା ପଡିଆଠାରେ ଆର୍‌ଏସ୍‌ଏସ୍‌ର ଶହେ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ପଥ ସଞ୍ଚଳନ କାର୍ଯ୍ୟକ୍ରମ ପେଟ୍ରୋଲ ଟାଙ୍କି ଛକ ନିକଟରୁ ବାହାରି ବଜାର ଦେଇ ଘୋଷ ବାଦ୍ୟ ତାଳେତାଳେ ରାଶିପଦା ପଡ଼ିଆରେ…

ପ୍ରେମରେ ମିଳିଲା ଧୋକା, ବିଏସ୍‌ସି ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା

ମାଲକାନଗିରି,୨୫।୯: ମାଲକାନଗିରି ଜିଲାର ଏମ୍‌ଭି-୧୩ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ପ୍ରେମରେ ପ୍ରତାରଣାର ଶିକାର ହୋଇ ଜଣେ ୨୧ ବର୍ଷୀୟ ବିଏସ୍‌ସି ନର୍ସିଂ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀ ଜଣଙ୍କ ମାଲକାନଗିରି ଥାନା ଅନ୍ତର୍ଗତ ଏମ୍‌ଭି-୩୬ ଗ୍ରାମର ବାସିନ୍ଦା…

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ହିନ୍ଦୁ ଭୋଟ ବ୍ୟାଙ୍କ ଉପରେ ଭାଜପାର ନଜର

କୋଲକାତା,୨୫।୯: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ, ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ପଶ୍ଚିମବଙ୍ଗରେ ଦୁର୍ଗାପୂଜାର ସମୟ ଆସିଛି, ଏବଂ ସେଠାରେ ଦୁର୍ଗାପୂଜା ମଣ୍ଡପଗୁଡ଼ିକୁ ରାଜନୈତିକ ବାହନ ଭାବରେ ବିବେଚନା କରାଯାଏ। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ…

ପରିତ୍ୟକ୍ତ ଝାଟି ମାଟି ଘରେ ୧୭୬ ରାଶନ କାର୍ଡ, କିଏ -କାହିଁକି ଫିଙ୍ଗିଛି ତାହା ଏବେ ବଡ଼ ପ୍ରଶ୍ନବାଚୀ

ତୁମୁଡିବନ୍ଧ,୨୫।୯,(ଦୀପକ କୁମାର ପରାସେଠ): ପରିତ୍ୟକ୍ତ ଝାଟି ମାଟି ଘରୁ ରାଶନ କାର୍ଡ ମିଳିବା ପରେ ଏବେ ଅନେକ ପ୍ରଶ୍ନ ଉଠିଛି। କିଏ ଆଉ କେଉଁ ଉଦ୍ଦେଶ୍ୟରେ ଏହାକୁ ଫିଙ୍ଗିଛି ତାହା ପ୍ରଶ୍ନବାଚୀ ହୋଇଥିବା ବେଳେ ବିଭାଗୀୟ ଅଧିକାରୀ ପଡିରହିଥିବା କାର୍ଡ଼କୁ ଉଦ୍ଧାର…

ସାର ପାଇଁ ତେଜିଲା ଚାଷୀ ଆନ୍ଦୋଳନ

ଦିଗପହଣ୍ଡି,୨୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ୟୁରିଆ ସାରର ଅଭାବ ଦେଖାଦେଇଛି। ଏନେଇ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚାଷୀମାନେ ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟ ରଘୁନନ୍ଦନ ଟ୍ରେଡ଼ର୍ସ ଘରୋଇ ଡିଲରଙ୍କ ଗୋଦାମ ସମ୍ମୁଖରେ ତୁରନ୍ତ ୟୁରିଆ ସାର…

ଆଇପିଏଲ ନାଁରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ରେ ଅଭିଯୋଗ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗରେ ଅବସ୍ଥାପିତ ଥିବା ଆଇପିଏଲ (ଇଣ୍ଡିଆନ ପଟାସ ଲିମିଟେଡ) କମ୍ପାନୀ ଇଥାନଲ ଉତ୍ପାଦନ କରୁଥିବା ସମୟରେ, ସ୍ଥାନୀୟ ଖମାର ନାଳରେ ଦୂଷିତ କେମିକାଲ ପାଣି ଛାଡୁଥିବା ଓ ନିଷ୍କାସିତ ହେଉଥିବା ଗ୍ୟାସ ପୋଚକା…

ଯୁବକଙ୍କ ପେଟରୁ ବାହାରିଲା ୨୯ ଚାମଚ,୧୯ ଟୁଥବ୍ରଶ, ହେଲେ ଏହା ପେଟକୁ ଗଲା କେମିତି? କାରଣ ଜାଣିଲେ…

ହାପୁଡ,୨୫।୯: ଉତ୍ତର ପ୍ରଦେଶର ହାପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାରେ ଏକ ଅସ୍ତ୍ରୋପଚାର ସମୟରେ ଜଣେ ରୋଗୀଙ୍କ ପେଟରୁ ୨୯ ଚାମଚ ବାହାର କରାଯାଇଥିଲା। କେବଳ ଏତିକି ନୁହେଁ, ୧୯ ଟି ଟୁଥବ୍ରସ ଏବଂ ଦୁଇଟି କଲମ ମଧ୍ୟ…

ସୁନ୍ଦରଗଡ଼ ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼,୨୫।୯: ସୁନ୍ଦରଗଡ଼ ଜିଲାର କେ. ବଲାଙ୍ଗରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଘଟଣାରେ ମୃତକମାନେ ହେଲେ କରମପାଲ ସିଂ (ପିତା: ସମର ସିଂ), ଶବର ବଳ (ପିତା: ବଂଶୀଧର ବଳ), ପୁଷ୍ପା…

କୋର୍ଟ ଶୁଣାଇଲେ ବଡ଼ ରାୟ, ପୂର୍ବତନ ରାଷ୍ଟ୍ରପତିଙ୍କୁ ୫ ବର୍ଷ ଜେଲ, ଗଦ୍ଦାଫିଙ୍କ ସହ କ’ଣ ରହିଛି କନେକ୍ସନ ଜାଣନ୍ତୁ

ପ୍ୟାରିସ,୨୫।୯: ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ ସାର୍କୋଜିଙ୍କୁ ୫ ବର୍ଷ ଜେଲ ଦଣ୍ଡ ଦିଆଯାଇଛି। କୋର୍ଟ ରାୟ ଦେଇଛନ୍ତି ଯେ ସାର୍କୋଜି ୨୦୦୭ ରାଷ୍ଟ୍ରପତି ନିର୍ବାଚନ ପାଇଁ ଲିବିୟାର ଏକଛତ୍ରବାଦୀ ମୁଅମ୍ମର ଗଦ୍ଦାଫିଙ୍କଠାରୁ ବେଆଇନ ପାଣ୍ଠି ପାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ।…

ହାଇୱା ଟ୍ରକ ମାଡ଼ିଯିବାରୁ ଚାଲିଗଲା ୩ ଜୀବନ: କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ଦିଗପହଣ୍ଡି,୨୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ୩୨୬ ନମ୍ବର ଜାତୀୟ ରାଜପଥର ମହାନଳା ଗ୍ରାମ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରେ ଏକ ହାଇୱା ଟ୍ରକ(ନଂ.ଓଡି୦୫ଏଫ-୯୦୦୧) ମାଡ଼ି ଯିବାରୁ ଦିଗପହଣ୍ଡିର ୩ଜଣ ବାଇକ୍‌ ଆରୋହୀ ଏମ୍‌. ଅଶ୍ୱିନୀ କୁମାର ଦୋରା,…

ଲଦ୍ଦାଖ୍ ହିଂସାର ଗୋଟିଏ ଦିନ ପରେ ସୋନାମ୍ ୱାଙ୍ଗଚୁକଙ୍କ NGO’ର ବିଦେଶ ଫଣ୍ଡିଂ ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ, ୨୫।୯: ଗୃହ ମନ୍ତ୍ରଣାଳୟ ଜଳବାୟୁ କାର୍ଯ୍ୟକର୍ତ୍ତା ସୋନାମ୍ ୱାଙ୍ଗଚୁକଙ୍କ ପ୍ରତିଷ୍ଠିତ ଏନ୍‌ଜିଓର ବିଦେଶ ଫଣ୍ଡିଂ (FCRA) ଲାଇସେନ୍ସ ରଦ୍ଦ କରିଛନ୍ତି। ଏହା ଲଦ୍ଦାଖକୁ ରାଜ୍ୟ ମାନ୍ୟତା ଦାବିରେ ବୁଧବାର ଲେହରେ ହୋଇଥିବା ହିଂସାର ଗୋଟିଏ ଦିନ ପରେ ଘଟିଛି, ଯେଉଁଥିରେ…

The Taj Story: ସତରେ କ’ଣ ଶାହଜାହାନ ତିଆରି କରିଥିଲେ ତାଜମହଲ? ନା ଆଉ…, ପୋଲ୍‌ ଖୋଲିବେ…

ମୁମ୍ବାଇ: ସ୍ବର୍ଣ୍ଣିମ ଗ୍ଲୋବାଲ ସର୍ଭିସେସ ପ୍ରାଇଭେଟ ଲିମିଟେଡ ଏବଂ ସିଏ ସୁରେଶ ଝାଙ୍କ ଚଳଚ୍ଚିତ୍ର ‘ଦି ତାଜ ଷ୍ଟୋରି’, ଏହାର ପ୍ରଥମ ଟିଜର ସହିତ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବଂ ଗୁଞ୍ଜରଣ ସୃଷ୍ଟି କରିଛି। ଏବେ, ଏହି କୌତୁହଳକୁ ଆହୁରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri