Home Left

ଜଣା ପଡିଲା ପୁଟିନ୍‌ଙ୍କ ଚାଲ୍‌! ଭାରତ ସହ କରିବେ…

ନୂଆଦିଲ୍ଲୀ,୩।୧୦: ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଏହି ସମୟରେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ଜ୍ଞାନୀ ନେତା ବୋଲି କହି ପ୍ରଶଂସା କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ…

ଢେଙ୍କାନାଳରେ ଚାଞ୍ଚଲ୍ୟ: ଘରୁ ଡ଼ାକିନେଇ ନାବାଳକ ଛାତ୍ରଙ୍କୁ ହତ୍ୟା

ପରଜଙ୍ଗ୩।୯(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ମାତ୍ର ୧ କି.ମି ଦୁର ଗଣ୍ଡତୈଲା ସାହି ନିକଟ କାଜୁ ବାରିରୁ ଜଣେ ୧୫ ବର୍ଷର ନାବାଳକଙ୍କ ମୃତଦେହ ପୋଲିସ ଶୁକ୍ରବାର ଜବତ କରିଛି । ମିଳିଥିବା ସୂଚନା ମୁତାବକ ଗଣ୍ଡତୈଲା ସାହିର…

ବଡ଼ ଘୋଷଣା କରିଦେଲେ ପୁଟିନ, ଟ୍ରମ୍ପ ଶୁଣିଲେ…

ମସ୍କୋ,୩।୧୦: ଡିସେମ୍ବରରେ ଭାରତ ଗସ୍ତକୁ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉତ୍ସାହିତ। ଗୁରୁବାର ସନ୍ଧ୍ୟାରେ ଦକ୍ଷିଣ ରୁଷିଆ ସହର ସୋଚିରେ ଥିବା ଭାଲଡାଇ ଆଲୋଚନା କ୍ଲବରେ ଭାଷଣ ଦେଇ ସେ କହିଛନ୍ତି ଯେ ଭାରତ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା…

୯ ବର୍ଷ ପରେ ଶତକ ହାସଲ କରି ପଡ଼ିଆରେ ଏମିତି କାର୍ଯ୍ୟ କଲେ କେଏଲ ରାହୁଲ: ଭିଡିଓ ହେଉଛି ଭାଇରାଲ୍‌

ଅହମ୍ମଦାବାଦ,୩।୧୦: ଅହମ୍ମଦାବାଦରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ କେଏଲ ରାହୁଲ ଶତକ ହାସଲ କରିଥିଲେ। ଏହା ପରେ ସେ ସିଟି ବଜାଇ ଏକ ନିଆରା ସେଲିବ୍ରେଶନ କରିଥିଲେ। ଏହା ରାହୁଲଙ୍କ କ୍ୟାରିୟରରେ ୧୧ତମ ଟେଷ୍ଟ ଶତକ ଏବଂ ଭାରତରେ…

ନକଭିଙ୍କୁ ନେଇ ଆସିଲା ବଡ଼ ଖବର, ଭାରତ ନେଲା ଆକ୍ସନ

ନୂଆଦିଲ୍‌ଲୀ,୩।୧୦: ୨୦୨୫ ଏସିଆ କପ ସମୟରେ ଦେଖାଦେଇଥିବା ବିବାଦ ବଢ଼ିବାରେ ଲାଗିଛି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏବେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବଂ ଏସିଆନ କ୍ରିକେଟ ପରିଷଦ (ଏସିସି)ର ସଭାପତି ମୋହସିନ ନକଭିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ…

ବ୍ରିଜ ଉପରେ ବନ୍ୟା ଜଳ: ବୋଡ଼େନ-ଖଡିଆଳ ରାସ୍ତାରେ ଯାତାୟତ ବନ୍ଦ

ଖଡ଼ିଆଳ,୩।୧୦(ସୁଜିତ କୁମାର ପ୍ରଧାନ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ନୂଆପଡ଼ା ଜିଲାରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଛି। ପଲସଦା ବ୍ରିଜ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ…

ପୋଲିସ SI ପରୀକ୍ଷା ମହାଘୋଟାଲାରେ ବଡ଼ ଅପଡେଟ୍‌: ଧରାପଡିଲା ମାଷ୍ଟରମାଇଣ୍ଡ!

ଭୁବନେଶ୍ୱର,୩।୧୦: ପୋଲିସ SI ପରୀକ୍ଷା ମହାଘୋଟାଲାରେ ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌। ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ପରେ ତତ୍ପରତା। ପ୍ରାଥମିକ ତଦନ୍ତ ଅନୁସାରେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର…

କୋରାପୁଟରେ ଦିନକରେ ୧୨୪୭.୧ ମିମି ବର୍ଷା, ଲମତାପୁଟ ବ୍ଲକରେ ସର୍ବାଧିକ

କୋରାପୁଟ,୩।୧୦(ଅମିତାଭ ବେହେରା): ଶୁକ୍ରବାର କୋରାପୁଟ ଜିଲାରେ ଦିନକରେ ୧୨୪୭.୧ବର୍ଷା ହୋଇଥିବା ବେଳେ ଜିଲାର ଲମତାପୁଟ ବ୍ଲକରେ ସର୍ବାଧିକ ୧୪୧.୨ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ଅଧିକାରୀ ନୀଳକଣ୍ଠ ନାଇ ପ୍ରକାଶ କରିଛନ୍ତି। ସେହିଭଳି ଜୟପୁର ବ୍ଲକରେ ୯୭.୪ ମିମି ବର୍ଷା…

ଏହି ଦିନ ଆସିବ ପିଏମ କିଷାନ ଟଙ୍କା, ଲାଭ ପାଇବାକୁ ହେଲେ ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ,୩।୧୦: ଭାରତ ଏକ କୃଷି ପ୍ରଧାନ ଦେଶ। ଚାଷୀମାନେ ଆମ ଦେଶର ଅର୍ଥନୀତିର ମେରୁଦଣ୍ଡ। ତଥାପି, ଆଜି ମଧ୍ୟ ଦେଶର ଲକ୍ଷ ଲକ୍ଷ ଚାଷୀଙ୍କ ଆର୍ଥିକ ଅବସ୍ଥା ଖରାପ। ଚାଷୀଙ୍କ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ, ଭାରତ ସରକାର ପ୍ରଧାନମନ୍ତ୍ରୀ…

ବିପଦପୂର୍ଣ୍ଣ ପ୍ରଖର ନାଳ ଦେଇ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି ଆଣିଲେ ଅଗ୍ନିଶମ କର୍ମଚାରୀ

ଗଜପତି,୩।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ ବ୍ଲକ ପେକଟ ଗ୍ରାମ ନିକଟରେ ଭୁସ୍ଖଳନ ଘଟଣାରେ ବାପା ପୁଅଙ୍କ ନିଖୋଜ ମାମଲାରେ ଅନୁସନ୍ଧାନ କରୁଥିବା ପାରଳାଖେମୁଣ୍ଡି ଅଗ୍ନିଶମ ବିଭାଗ ସାହାସିକତା ଦେଖାଇଛି। ପେକଟ ଗ୍ରାମ ନିକଟ ନାଳ ଆରପାରିରୁ ଜଣେ ଗର୍ଭବତୀ ମହିଳାଙ୍କୁ…

ଆଜି ଗ୍ରହଣ ଯୋଗ ସୃଷ୍ଟି! ଏହି ୪ ରାଶିଙ୍କ ଫିଟିଲା ଭାଗ୍ୟ, ମିଳିବ ବଡ଼ ଡିଲ୍‌…

ମେଷ: ଆଜି ଆପଣଙ୍କ କ୍ୟାରିଅର ଏବଂ ସାମାଜିକ ଜୀବନରେ ନୂତନ ସମ୍ଭାବନା ଆସିବ। ମକର ରାଶିରେ ଚନ୍ଦ୍ର ଆପଣଙ୍କ ଦଶମ ଘରେ ପ୍ରଭାବ ପକାଇଛି, ଯାହା କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରଭାବ ବୃଦ୍ଧି କରିବ। ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାମର ପ୍ରଶଂସା କରିବେ,…

ଦଶହରା ମେଳା ଦେଖି ଫେରୁଥିଲେ ୫ କିଶୋର, ହେଲେ ବାଟରେ ବସିଥିଲା…

କସବା(ପୂର୍ଣ୍ଣିଆ),୩।୧୦: ଶୁକ୍ରବାର ସକାଳ ପ୍ରାୟ ୫ଟାରେ ଦଶହରା ମେଳାରୁ ଫେରୁଥିବା ଚାରି ଜଣ କିଶୋର କଟିହାର-ଜଗବାନୀ ରେଳ ଲାଇନର ଜବାନପୁର ଗୁମଟି ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଧକ୍କା ପାଇଥିଲେ। ଏଥିରେ ୪ କିଶୋରଙ୍କ ମୃତ୍ୟୁ ହୋଇଥିଲା ଏବଂ ଦୁଇଜଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri