କାମରେ ଆସୁନି ମାଲିଗୁଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ
ଲାଞ୍ଜିଗଡ଼,୨୧ା୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍ ଲାଞ୍ଜି ପଞ୍ଚାୟତ କାଣ୍ଡମାଠାରେ ମାଲିଗୁଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଚାଷୀଙ୍କ କାମରେ ଆସୁନାହିଁ। ସୂଚନାନୁସାରେ ୨୦୦୩ ମସିହାରେ ପ୍ରକଳ୍ପ କାମ ଆରମ୍ଭ ହୋଇଥିବାବେଳେ ୨୦୦୪ ସୁଦ୍ଧା ପ୍ରାୟ ୭୦ ପ୍ରତିଶତ...
ଦୋକାନରୁ ଜିନିଷ କିଣି ଘରକୁ ଫେରିବାବେଳେ ନାବାଳିକାଙ୍କୁ ଯୌନ ଅସଦାରଣ, ଅଭିଯୁକ୍ତଙ୍କୁ ୪ ବର୍ଷ ଜେଲ
ସମ୍ବଲପୁର/ଜମନକିରା,୨୧ା୬ (ପ୍ରମୋଦ ବହିଦାର/ରବିନ୍ଦ୍ର ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଅନ୍ତର୍ଗତ ମାଧଡିହୀ ଗ୍ରାମରେ ନାବାଳିକାଙ୍କୁ ଯୌନ ଅସଦାଚରଣ ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ସମ୍ବଲପୁର ଅତିରିକ୍ତ ଜିଲା ଜଜ୍ ତଥା ପୋକ୍ସୋ ଅଦାଲତ ସ୍ବତନ୍ତ୍ର ବିଚାରପତି ଅଭିଳାଷ...
ତୁମୁଡିବନ୍ଧରେ ଅନ୍ତର୍ଜାତୀୟ ଯୋଗ ଦିବସ: କ’ଣ ରହିଛି ଯୋଗର ଆବଶ୍ୟକତା
ତୁମୁଡିବନ୍ଧ,୨୧।୬:(ଦୀପକ କୁମାର ପରାସେଠ): ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଯୋଗର ପୂରା ଆବଶ୍ୟକତା ରହିଛି। ଯାହାକି ଉତ୍ତମ ସ୍ବାସ୍ଥ୍ୟ ସହିତ ସୁସ୍ଥ ଜୀବନଯାପନ କାରବାର ଏକ ମାର୍ଗ । ଏହି ବାର୍ତ୍ତା ସାର୍ବଜନୀନ ପାଇଁ ଶନିବାର ପୂର୍ବାହ୍ନରେ...
ସଙ୍ଗୀତ: ମନରେ ଭରିଦିଏ ଆନନ୍ଦ
ସଙ୍ଗୀତ, ମନରେ ଭରିଦିଏ ଆନନ୍ଦ। ଆଉ ଏହି ସଙ୍ଗୀତର ବିବିଧତାର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ବର୍ଷ ଜୁନ ୨୧ରେ ପାଳିତ ହୋଇ ଆସୁଛି ବିଶ୍ବ ସଙ୍ଗୀତ ଦିବସ। ୧୯୮୨ମସିହା ଜୁନ୍ ୨୧ରେ ଫ୍ରାନ୍ସର ପ୍ୟାରିସଠାରେ ପ୍ରଥମଥର ପାଇଁ ବିଶ୍ବ...
ମଣ୍ଡିରେ ନାଁକୁ ସିସି କ୍ୟାମେରା
ସୋନପୁର,୨୧।୬(ମୃତ୍ୟୁଞ୍ଜୟ ଶତପଥୀ): ଧାନ ସଂଗ୍ରହରେ ସ୍ବଚ୍ଛତା ରକ୍ଷା ଲାଗି ସମସ୍ତ ସରକାରୀ ମଣ୍ଡିରେ ସିସି କ୍ୟାମେରା ଲଗାଇବା ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲା। ତଦନୁଯାୟୀ ସୁବର୍ଣ୍ଣପୁର ଜିଲାରେ ୨୦୨୪ ଖରିଫ୍ ଋତୁଠାରୁ ମଣ୍ଡିଗୁଡିକରେ ସିସି...
୯୩ ବର୍ଷ ଭିତରେ ଯାହା ଘଟି ନ ଥିଲା, ତାହା କରିଦେଖାଇଲେ ଯଶସ୍ବୀ ଜୟସ୍ବାଲ: ରଚିଲେ ଇତିହାସ
ଲିଡ୍ସ,୨୧।୬: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଯଶସ୍ବୀ ଜୟସ୍ବାଲ ଏକ ଚମତ୍କାର ଶତକ ମାରିଛନ୍ତି। ଜୟସ୍ବାଲ ଶତକ ମାରିବା ମାତ୍ରେ ଇତିହାସ ପୃଷ୍ଠାରେ ନିଜ ନାମ ସାମିଲ କରିଛନ୍ତି। ଜୟସ୍ବାଲ ଏପରି ଏକ କୃତିତ୍ୱ କରିଛନ୍ତି, ଯାହା ଅନ୍ୟ କୌଣସି...
ଆଜି ୫ରାଶିଙ୍କ ବାଜିବ ବଡ ଡିଲ୍! ଦିନର ଏହି ସମୟରୁ ଆପଣ ପାଲଟିବେ ଧନୀ
ଜୁନ ୨୦୨୫ ମାସ କିଛି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ଏବଂ ସୌଭାଗ୍ୟଶାଳୀ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହ ଓ ନକ୍ଷତ୍ରଙ୍କ ସ୍ଥାନ ପରିବର୍ତ୍ତନ ଏହି ମାସରେ ୫ଟି ରାଶିଙ୍କୁ ବିଶେଷ ଲାଭ ପ୍ରଦାନ କରିବ। ଏହି...
ଡାଇରିଆ ସ୍ଥିତିରେ ପରିବର୍ତ୍ତନ: ରାତିରୁ ସକାଳ ଭିତରେ…
ଧର୍ମଶାଳା,୨୧।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ଡାଇରିଆ ସ୍ଥିତି ଧିରେଧିରେ ସୁଧୁରିଛି। ଧର୍ମଶାଳାରେ ମଧ୍ୟ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଶୁକ୍ରବାର ରାତି ୧୨ରୁ ଶନିବାର ସକାଳ ୮ଟା ମଧ୍ୟରେ ଜଣେ ରୋଗୀ ଭର୍ତ୍ତି ହୋଇଥିବା ବେଳେ ଗୋଷ୍ଠୀ ସ୍ବାସ୍ତ୍ୟକେନ୍ଦ୍ରରେ...
ନିଶାରେ ଚୂର ବ୍ୟକ୍ତି, ଏକ୍ସପ୍ରେସୱେ ଫ୍ଲାଏଓଭରରେ ଚଢ଼ିଗଲେ ଓଟ ଉପରେ, ପରେ ଯାହା ହେଲା…
ପ୍ରତ୍ୟୋକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥିାଏ। କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରି ପକାଏ ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଜଣେ ମଦ୍ୟପ...
ପରମାଣୁଠୁ ବି ଭୟଙ୍କର କ୍ଲଷ୍ଟର ବୋମା! ଜାଣନ୍ତୁ ଭାରତ ପାଖରେ ଅଛି କି?
ନୂଆଦିଲ୍ଲୀ,୨୧।୬: ଇସ୍ରାଏଲ ଏବଂ ଇରାନ ପରସ୍ପରକୁ ସର୍ବାଧିକ କ୍ଷତି ପହଞ୍ଚାଇବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଏହି ସମୟରେ, ଇସ୍ରାଏଲ ଇରାନ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛି, ଇସ୍ରାଏଲ କହିଛି ଯେ ଇରାନ ଆକ୍ରମଣ କରିବା ପାଇଁ କ୍ଲଷ୍ଟର ବୋମା...
‘ଯୋଗ ଦ୍ୱାରା ମାନସିକ-ଶାରୀରିକ ବିକାଶ ହୋଇଥାଏ’
କେସିଙ୍ଗା,୨୧ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଖେଳ ଭବନଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ଶନିବାର ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳ ୬ାରେ ନାମ...
ଘରୁ ରାତିରେ ସୁନା ଅଳଙ୍କାର ଚୋରି କରି ଖସି ଯାଇଥିଲେ ୨ ନାବାଳକ, ସକାଳୁ ପୋଲିସ ଜିମା ଦେଲେ ଗ୍ରାମବାସୀ
ଧର୍ମଶାଳା,୨୧ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମରୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଘରେ ପଶି ଚୋରି କରି ନେଇ ଚାଲି ଯାଇଥିବା ପରେ ଭୋର୍ ସମୟରେ ସ୍ଥାନୀୟ ଅଞ୍ଚଳରୁ ଚୋରି କରିଥିବା...
Archives


