ବଇଣ୍ଡା,୨୪।୨(ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜ ଅଧୀନରେ ଥିବା ବିପ୍ରଡିହ ଜଙ୍ଗଲ କିଛିଦିନ ହେବ ଜଳୁଛି। ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ଉକ୍ତ ଜଙ୍ଗଲ ଏବେ ଅସୁରକ୍ଷିତ…
ମୁମ୍ବାଇ,୨୪।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ୨୩ ଫେବୃଆରୀରେ ମୁମ୍ବାଇରେ ଆୱାସ ଲିଭିଙ୍ଗରେ ୨୦୦୦ ବର୍ଗଫୁଟ୍ର ଘର କିଣିଛନ୍ତି। ମୁମ୍ବାଇର ଆଲିବାଗ ଅଞ୍ଚଳରେ…
ବେଙ୍ଗାଲୁରୁ,୨୪।୨: କୋଲକାତାରେ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ସମାରୋହରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଯୋଗ ଦେଇଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ବୋଧିତ କରି…
ବ୍ରହ୍ମପୁର ଅଫିସ,୨୪ା୨: ଗଞ୍ଜାମ ଜିଲାର ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିନା ଦରମାରେ ଆଶାକର୍ମୀ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ଏଣୁ ଗ୍ରାମାଞ୍ଚଳରେ କାମ କରୁଥିବା ୨୨ ଜଣ…
ଭୁବନେଶ୍ୱର,୨୪।୨(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନର ଆଜି ଚତୁର୍ଥ ଦିନରେ ମଧ୍ୟ ଗୃହ କାର୍ଯ୍ୟ ଚାଲିପାରିନାହିଁ। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ…
କିଭ୍,୨୪।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ଆଜି ବର୍ଷେ ପୂରଣ ହୋଇଛି। ୨୪ ଫେବୃଆରୀ ୨୦୨୨ରେ, ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦେଶ…
ନୂଆଦିଲ୍ଲୀ,୨୪।୨: ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ମାର୍ଚ୍ଚ ୧ରେ ଭାରତ ଗସ୍ତରେ ଆସିବେ। ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ବୈଦେଶିକ ମନ୍ତ୍ରୀ ବୈଠକରେ…
ଗଞ୍ଜାମ,୨୪ା୨(ଡି.ଏନ୍.ଏ.): ଗଞ୍ଜାମ ସହରଠାରୁ କିଛି ଦୂରରେ ଅବସ୍ଥିତ ଐତିହାସିକ ପୋତାଗଡ଼। ୪୦୦ ବର୍ଷ ପୂର୍ବ ତଥା ବ୍ରିଟିଶ ଅମଳରୁ ନିର୍ମିିତ ଏହି ପୋତାଗଡ଼ ବହୁ ବର୍ଷ ଧରି…
ବାରିପଦା ଅଫିସ,୨୪ା୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ବୁଲା କୁକୁରଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଛକ, ବଜାର, ଗଳିକନ୍ଦି ଓ ମୁଖ୍ୟ ରାସ୍ତାରେ ବୁଲାକୁକୁର…
ଯୋଡ଼ା,୨୪ା୨(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ବିରିକଳା ପଞ୍ଚାୟତ କାର୍ଯ୍ୟାଳୟ ପଛ ପାର୍ଶ୍ୱରେ ଥିବା ଚନ୍ଦନ ଗଛ ବଣରେ ନିଆଁ ଲାଗି ଛାରଖାର ହୋଇଯାଇଛି। କେହି…