Home Left

୫ ଦିନ ପରେ ମିଳିଲା ନିଖୋଜ ଅଶୋକଙ୍କ ମୃତଦେହ

ରାୟଗଡ଼ା,୨୫ା୯(ଆଶିଷ ରଞ୍ଜନ ପଣ୍ଡା): ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ସହର ଉପକଣ୍ଠ ନାଗାବଳୀ ନଦୀରେ ଭାସି ନିଖୋଜ ହୋଇଯାଇଥିଲେ ମାଙ୍କ ବସ୍ତିର ଶ୍ରୀନିବାସ ଦିଲେଶ୍ୱର ରାଓଙ୍କ…

3 years ago

ଜେଲରେ ଇମ୍ରାନ୍‌ଙ୍କୁ ମିଳିବ ଉଚ୍ଚସ୍ତରୀୟ ସୁରକ୍ଷା

ଇସଲାମାବାଦ,୨୫।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ପଞ୍ଜାବ ପ୍ରଦେଶର ଅଟକ ଜେଲରୁ ରାୱଲପିଣ୍ଡିର ଗୈରିଶନ ସହରର ଉଚ୍ଚ-ସୁରକ୍ଷା ଆଦିଆଲା ଜେଲକୁ ସ୍ଥାନାନ୍ତର କରିବାକୁ ସର୍ବୋଚ୍ଚ ଅଦାଲତ…

3 years ago

ଆକାଶ ମାର୍ଗରୁ ସୂର୍ଯ୍ୟାସ୍ତ, ମେଘ ଭିତରେ ଯେମିତି ଜଳେ ନିଆଁ, ଭିଡିଓ ଦେଖିଲେ…

ଆପଣ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିଥିବେ ନିଶ୍ଚିତ। ବେଳେବେଳେ ଏହି ଭିଡିଓଗୁଡିକ କେବଳ ମଜା ପାଇଁ ହୋଇଥାଏ ଏବଂ ବେଳେବେଳେ ଆମେ ଏପରି କିଛି…

3 years ago

ନିର୍ଦ୍ଧାରିତ ସମୟରେ ସରୁନି ରାସ୍ତା କାମ, ବଢୁଛି ଲୋକଙ୍କ ଦୁର୍ଦ୍ଦଶା

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ଦୁଇଟି ରାସ୍ତା ନିର୍ମାଣ କାମକୁ ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କେସିଙ୍ଗା…

3 years ago

ବିକ୍ରମ, ପ୍ରଜ୍ଞାନକୁ ଉଠାଇବା ପାଇଁ ୧୪ ଦିନ ଅପେକ୍ଷା କରିବ ଇସ୍ରୋ

ବେଙ୍ଗାଲୁରୁ,୨୫ା୯: ଚନ୍ଦ୍ରର ଦକ୍ଷିଣ ମେରୁରେ ସୂର୍ଯ୍ୟୋଦୟ ହୋଇଥିଲେ ମଧ୍ୟ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ସୁପ୍ତ ଅବସ୍ଥାରୁ ଜାଗ୍ରତ ହୋଇପାରୁ ନାହିଁ। ଇସ୍ରୋ ଉଠାଇବା…

3 years ago

ମେଘାଳୟ, ପୁଡୁଚେରୀ, ନାଗାଲାଣ୍ଡ ପାଇଁ ନୂତନ ଅଧ୍ୟକ୍ଷ ନିଯୁକ୍ତ କଲା ଭାଜପା

ନୂଆଦିଲ୍ଲୀ,୨୫।୯: ସୋମବାର ଭାଜପା ତିନୋଟି ରାଜ୍ୟ ପାଇଁ ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛି। ରିକମ୍ୟାନ ମୋମିନଙ୍କୁ ମେଘାଳୟ ଭାଜପାର ପ୍ରଦେଶ ଅଧ୍ୟକ୍ଷ ଏବଂ ଏସ ସେଲଭାଗନାବାଥୀଙ୍କୁ ପୁଡୁଚେରୀ…

3 years ago

ସତ୍ୟେନ୍ଦ୍ରଙ୍କୁ ଆଶ୍ୱସ୍ତି, ଅକ୍ଟୋବର ୮ ଯାଏ ଜାମିନ ଅବଧି ବୃଦ୍ଧି

ନୂଆଦିଲ୍ଲୀ,୨୫।୯: ମନି ଲଣ୍ଡରିଂ ମାମଲାରେ ସୋମବାର ସୁପ୍ରିମକୋର୍ଟ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ବସ୍ତି ଦେଇଛନ୍ତି। ଚିକିତ୍ସା ଆଧାରରେ ସତ୍ୟେନ୍ଦ୍ରଙ୍କୁ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ଜାମିନକୁ…

3 years ago

ସ୍ବତନ୍ତ୍ର ରେକର୍ଡ ହାସଲ କଲେ ଅଶ୍ୱିନ

ଇନ୍ଦୋର,୨୫।୯: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଚମତ୍କାର ପ୍ରଦର୍ଶନ କରି ସିରିଜ୍‌ ହାତେଇଛି। ବ୍ୟାଟ୍ସମ୍ୟାନଙ୍କ ସହ ଟିମ ଇଣ୍ଡିଆର ଏହି ବିଜୟରେ ବୋଲରମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ।…

3 years ago

ଏହି କାରଣରୁ ପରିଣୀତିଙ୍କ ବିବାହରେ ସାମିଲ ହୋଇ ନ ଥିଲେ ପ୍ରିୟଙ୍କା

ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢା ଉଦୟପୁରରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଦମ୍ପତିଙ୍କ…

3 years ago

ଓଓ୍ବାଇସିଙ୍କୁ ସଞ୍ଜୟ ରାଉତଙ୍କ ଉପଦେଶ: ରାହୁଲ ନୁହେଁ ମୋଦିଙ୍କୁ ଚ୍ୟାଲେଞ୍ଜ୍‌ ଦିଅ

ନୂଆଦିଲ୍ଲୀ,୨୫।୯: ଆସନ୍ତା ଲୋକ ସଭା ନିର୍ବାଚନରେ ହାଇଦ୍ରାବାଦରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ…

3 years ago