Home Left

ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ

ରେଢ଼ାଖୋଲ,୨୮ା୯(ଅଚ୍ୟୁତାନନ୍ଦ ପୁରୋହିତ): ରେଢ଼ାଖୋଲ ବ୍ଲକ ଲୁହାପଙ୍କ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୀନବନ୍ଧୁ ପ୍ରଧାନ (୫୪)ଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ…

3 years ago

ସମାଲୋଚିତ ହେଲେ ରାମସ୍ବାମୀ

ଓ୍ବାଶିଂଟନ,୨୮ା୯: ରିପବ୍ଲିକାନ୍‌ ରାଷ୍ଟ୍ରପତି ପ୍ରାର୍ଥୀ ଆଶାୟୀ ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ବାମୀ ଏକ ପ୍ରାଇମେରିରେ ୟୁକ୍ରେନ୍‌ ସମ୍ପର୍କିତ ମନ୍ତବ୍ୟ ଦେଇ ତାଙ୍କ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଦ୍ୱାରା ସମାଲୋଚିତ ହୋଇଛନ୍ତି।…

3 years ago

ଅଭିନେତା ମିଚେଲ୍‌ ଗାମ୍ବୋନ୍‌ଙ୍କ ପରଲୋକ

ନୂଆଦିଲ୍ଲୀ,୨୮ା୯: ବର୍ଷୀୟାନ ଅଭିନେତା ମିଚେଲ୍‌ ଗାମ୍ବୋନ୍‌ଙ୍କ ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ହେଲା ନିମୋନିଆରେ ଆକ୍ରାନ୍ତ ଥିଲେ…

3 years ago

ବିଧୁରୀଙ୍କୁ ମିଳିଲା ନିର୍ବାଚନ ଦାୟିତ୍ୱ

ନୂଆଦିଲ୍ଲୀ,୨୮ା୯: ଲୋକ ସଭାରେ ବିଏସ୍‌ପି ଏମ୍‌ପି ଡାନିସ୍‌ ଅଲିଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିବା ଏମ୍‌ପି ରମେଶ ବିଧୁରୀଙ୍କୁ ଭାଜପା ରାଜସ୍ଥାନର ଟୋଙ୍କ ଜିଲାରେ ନିର୍ବାଚନ ଦାୟିତ୍ୱ…

3 years ago

ଓ୍ବାର୍ମଅପ୍‌ ମ୍ୟାଚ୍‌ ପୂର୍ବରୁ ସ୍ବଦେଶ ଫେରିଗଲେ ଦକ୍ଷିଣ ଆଫ୍ରିକା ଅଧିନାୟକ

ଥିରୁଭାନନ୍ଥପୁରମ,୨୮ା୯: ଆଇସିସି ଦିନିକିଆ ବିଶ୍ୱକପ୍‌ ଖେଳିବାକୁ ଭାରତ ଆସିଥିବା ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବଭୁମା ବ୍ୟକ୍ତିଗତ କାରଣରୁ ସ୍ବଦେଶ ଫେରିଯାଇଛନ୍ତି। ଦକ୍ଷିଣ ଆଫ୍ରିକା ସେପ୍ଟେମ୍ବର ୨୯…

3 years ago

ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ହିଞ୍ଜିଳିକାଟୁ,୨୮ା୯(ଦ୍ବିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସାରୁ ଗ୍ରାମ ବାଉରୀ ସାହିରେ ୨୦୧୭ ଏପ୍ରିଲ ୩୦ରେ ତାସଖେଳକୁ କେନ୍ଦ୍ର କରି ଶୁକଦେବ ନାଇକଙ୍କୁ ହତ୍ୟା କରାଯାଇଥିଲା। ଏହି…

3 years ago

ଚାଇନା ସହ ତିକ୍ତତା ମଧ୍ୟରେ ପ୍ରଥମ ସ୍ବଦେଶୀ ବୁଡ଼ାଜାହାଜ ନିର୍ମାଣ କଲା ତାଇୱାନ

ତାଇପେଇ,୨୮।୯: ଚାଇନା ସହିତ ତିକ୍ତତା ମଧ୍ୟରେ ତାଇୱାନ ଏହାର ପ୍ରଥମ ସ୍ବଦେଶୀ ବୁଡ଼ାଜାହାଜ ନିର୍ମାଣ କରିଛି। ପରୀକ୍ଷା ପ୍ରକ୍ରିୟା ପରେ ଏହା ୨୦୨୪ରେ ନୈସେନାରେ ସାମିଲ ହେବ।…

3 years ago

ପଶ୍ଚିମ ଏସିଆ ଦେଶର ଜେଲରେ ବନ୍ଦ ଥିବା ଭିକାରୀଙ୍କ ମଧ୍ୟରୁ ୯୦ ପ୍ରତିଶତ ପାକିସ୍ତାନୀ

ଇସଲାମାବାଦ,୨୮।୯: ଆତଙ୍କବାଦ ଏବଂ ଗଧ ରପ୍ତାନି ପାଇଁ ପାକିସ୍ତାନ ଅନେକ ସମୟରେ ହେଡଲାଇନରେ ରହିଆସିଛି। ବର୍ତ୍ତମାନ ଆଉ ଏକ ଖବରକୁ ନେଇ ପାକିସ୍ତାନ ଚର୍ଚ୍ଚାକୁ ଆସିଛି। ଭିକ୍ଷାବୃତ୍ତିକୁ…

3 years ago

ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ପାରଳାଖେମୁଣ୍ଡି,୨୮ା୯ (ଗିରିଧାରୀ ପରିଛା): ଗଜପତି ଜିଲା ଆର.ଉଦୟଗିରି ଥାନା ଅଧୀନ ବାଦପୁର ଗ୍ରାମରେ ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଜିଲା ଦୌରାଜଜ୍‌ ପ୍ରଣବ…

3 years ago

ଆମେରିକା ଫେରିଲେ ଉତ୍ତର କୋରିଆରେ ଅବୈଧ ଭାବେ ପ୍ରବେଶ କରିଥିବା ସୈନିକ

ଓ୍ବାଶିଂଟନ୍‌,୨୮।୯: ଦୁଇ ମାସ ପୂର୍ବେ ଉତ୍ତର କୋରିଆରେ ଅବୈଧ ଭାବେ ପ୍ରବେଶ କରିଥିବା ଜଣେ ଆମେରିକୀୟ ସୈନିକଙ୍କୁ ବର୍ତ୍ତମାନ ମୁକ୍ତ କରାଯାଇଛି। ସେ ଗୁରୁବାର ଆମେରିକାରେ ପହଞ୍ଚିଛନ୍ତି।…

3 years ago