ପାଟଣା,୧୪।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡି ଉଚ୍ଚ ବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ପୂରଣ ସହ ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ସୋମବାର ବିଦ୍ୟାଳୟର…
ଚେନ୍ନାଇ,୧୪।୮: ତାମିଲନାଡୁର ଚେନ୍ନାଇରେ ଏକ ଅଭାବନୀୟ ଘଟଣା ଘଟିଛି। ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ନ ହେବାରୁ ଜଣେ ୧୯ ବର୍ଷୀୟ ଯୁବକ ଆତ୍ମହତ୍ୟା କରିବାର ଗୋଟିଏ ଦିନ…
ଦାରିଙ୍ଗବାଡ଼ି,୧୪।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିିରେ ବ୍ଲକସ୍ତରୀୟ ୭୭ତମ ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବ୍ଲକର ବ୍ରାହ୍ମଣୀଗାଁ, ଗଦାପୁର, କାଟିଙ୍ଗିଆ, ସରାମୁଳି,…
ନୂଆଦିଲ୍ଲୀ,୧୪।୮: ଏନସିପି ମୁଖ୍ୟ ଅଜିତ ପାୱାର ଏବଂ ଶରଦ ପାୱାରଙ୍କ ଗୁପ୍ତ ବୈଠକ ପରେ ମହା ବିକାଶ ଅଗାଡିରେ ଅସନ୍ତୋଷ ଦେଖାଦେଇଛି। ଉଭୟ ପାୱାରଙ୍କ ସାକ୍ଷାତ ପରେ…
ଓ୍ବାଶିଂଟନ,୧୪ା୮: ଆଫଗାନିସ୍ତାନରେ ଥିବା ନାଟୋ ସଂଗଠନର ବିପୁଳ ଅସ୍ତ୍ରଶସ୍ତ୍ର ତାଲିବାନ ଏବଂ ଅଲ୍କାଏଦାର ସହଯୋଗୀ ସଂଗଠନ ଜରିଆରେ ଆଇଏସ୍ ସଂଗଠନ(ଖୋରାସାନ) ଆତଙ୍କବାଦୀଙ୍କ ପାଖରେ ପହଞ୍ଚି ଥିବା ଜାତିସଂଘ…
ନୂଆଦିଲ୍ଲୀ,୧୪।୮: ପୁଣେରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ପୁତୁରା ଅଜିତ ପାୱାରଙ୍କ ସହ ସାକ୍ଷାତକୁ ନେଇ ମହା ବିକାଶ ଅଗାଡି (ଏମ୍ଭିଏ)ରେ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ଜାତୀୟତାବାଦୀ…
ୱାର୍ସୋ,୧୪।୮: ୱାଗନର୍ ଗ୍ରୁପ ପାଇଁ ଗୁପ୍ତଚର ତଥା ପ୍ରଚାର ପ୍ରସାର ଅଭିଯୋଗରେ ପୋଲାଣ୍ଡ ଦୁଇ ରୁଷିଆ ନାଗରିକଙ୍କୁ ଗିରଫ କରିଛି। ତାଙ୍କ ଉପରେ ରାଜଧାନୀ ୱାର୍ସୋ ଏବଂ…
ଓ୍ବାଶିଂଟନ୍,୧୪।୮:ଆମେରିକାର ଜଣେ ୨୧ ବର୍ଷ ବୟସ୍କ ଶିଖ ଯୁବକ ନିଜର ଧାର୍ମିକ ବିଶ୍ୱାସ ନ ଛାଡି ଆମେରିକାର ମେରାଇନ କର୍ପସ ତାଲିମ ସମାପ୍ତ କରିଛନ୍ତି। ସାନ ଡିଏଗୋରେ…
ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ତଥା ଏମ୍ପି ଅଧୀର ରଞ୍ଜନ ଚୌଧୁରୀଙ୍କୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ଲୋକ ସଭାରୁ ନିଲମ୍ବିତ କରାଯାଇଛି। ଲୋକ ସଭାର ଏକ କମିଟି ଶୁକ୍ରବାର…
ନୂଆଦିଲ୍ଲୀ,୧୪।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ତଥା ମହାରାଷ୍ଟ୍ର ସରକାରର ପୂର୍ବତନ ମନ୍ତ୍ରୀ ନଓ୍ବାବ ମଲିକଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ନଓ୍ବାବଙ୍କୁ ସୋମବାର…