ଲାଉସାନ୍ନେ,୬ା୩: ପ୍ୟାରିସ୍ ୨୦୨୪ ପାଇଁ ବୁଧବାର ପୁରୁଷ ହକି ଦଳର ଡ୍ର ଘୋଷଣା କରାଯାଇଛି। ଭାରତୀୟ ଦଳ ପୁଲ୍ ବି’ରେ ସ୍ଥାନ ପାଇଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ…
କେନ୍ଦୁଝର,୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାରଙ୍କ କଳାକାର ଭତ୍ତାରୁ ବଞ୍ଚିତ ସଦର ବ୍ଲକ କାଳିଆବେଡ଼ା ଗ୍ରାମର ମହିଳା ପାଲା ଗାୟିକା ଯଶୋଦା ବାରିକ ଦୁଃଖ ଦୁର୍ଦ୍ଦଶାରେ ରହୁଛନ୍ତି। ଏଥିପାଇଁ…
ନିରାକାରପୁର,୬ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁରଠାରେ ଥିବା ରେଳବାଇ ଲେବଲ କ୍ରସିଂ ଅଧଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପଡ଼ିଯିବାରୁ ଫାଟକର ଉଭୟପାର୍ଶ୍ୱ ନୂଆ ଜଗନ୍ନାଥ ସଡ଼କରେ ପ୍ରାୟ…
କଟକ,୬ା୩(କାର୍ତ୍ତିକ ସାହୁ): ତାଳଚେର ସହରରେ କୋଇଲା ପରିବହନଜନିତ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଜାତୀୟ ସବୁଜ ପ୍ରାଧିକରଣ (ଏନ୍ଜିଟି) ପକ୍ଷରୁ ବୁଧବାର ମାମଲାର ଶୁଣାଣି କରାଯାଇ ପ୍ରତିପକ୍ଷଙ୍କୁ ଜବାବ…
ନୂଆଦିଲ୍ଲୀ,୬ା୩: ପାକିସ୍ତାନ କ୍ରିକେଟ୍ ଟିମ୍ର ଖେଳାଳିଙ୍କ ଫିଟନେସ୍ ପାଇଁ ଚିନ୍ତାରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)। ନିକଟ ଅତୀତରେ ଅନେକ ମ୍ୟାଚ୍ ସମୟରେ ପାକିସ୍ତାନର ପୂର୍ବତନ ଖେଳାଳିମାନେ…
ଚେନ୍ନାଇ,୬ା୩:ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ମାମଲାରେ ଡିଏମ୍କେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍, ପି.କେ ସେରକାର ଏବଂ ଏମ୍ପି ଏ.ରାଜାଙ୍କ ବିରୋଧରେ ଦାଖଲ ପିଟିଶନକୁ ବୁଧବାର ମାଡ୍ରାସ ହାଇକୋର୍ଟ…
ଇସ୍ଲାମାବାଦ,୬ା୩:୪୪ ବର୍ଷ ପୂର୍ବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲୀ ଭୁଟ୍ଟୋଙ୍କୁ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୧୯୭୯ରେ ଜେନେରଲ ଜିଆ-ଉଲ୍-ହକ୍ଙ୍କ ସାମରିକ ଶାସନ…
କଟକ,୬ା୩(କାର୍ତ୍ତିକ ସାହୁ): ନୟାଗଡ଼ ପରୀ ହତ୍ୟା ମାମଲାର ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ସରୋଜ ସେଠୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନୟାଗଡ଼ ଜିଲା ଚିଲ୍ଡ୍ରେନ ଅତିରିକ୍ତ ସେସନ…
ଭୁବନେଶ୍ୱର,୬।୩: ଡ୍ରାଇଭିଂ ଲାଇସେନ୍ସ ପ୍ରଦାନରେ ସ୍ୱଚ୍ଛତା ଆଣିବା ପାଇଁ ବହୁ ପ୍ରତୀକ୍ଷିତ ସ୍ୱୟଂଚାଳିତ ଡ୍ରାଇଭିଂ ପରୀକ୍ଷଣ ବ୍ୟବସ୍ଥା (ଏଡିଟିଏସ) ଓଡ଼ିଶାରେ ଆରମ୍ଭ ହୋଇଛି। କମ୍ପ୍ୟୁଟର, ସେନ୍ସର ଏବଂ…
ବଡ଼ବିଲ,୬ା୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗନଗରରେ ଭଡ଼ା ଘରେ ରହୁଥିବା ପୂର୍ଣ୍ଣମାସୀ ଦଳେଇ ନାମକ ଅବସରପ୍ରାପ୍ତ ମହିଳା କର୍ମଚାରୀଙ୍କ ଆକାଉଣ୍ଟରୁ ସାଢେ ୪…