Home Left

ଦେଶର ବିକାଶରେ ଇଞ୍ଜିନିୟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଦେଶର ଅଭିବୃଦ୍ଧି ଓ ବିକାଶରେ ଇଞ୍ଜିନିୟରଙ୍କର ଭୂମିକା ଅନସ୍ବୀକାର୍ଯ୍ୟ। ରାସ୍ତା, କୋଠା, ବନ୍ଧଗୁଡ଼ିକଠାରୁ ଆରମ୍ଭକରି କଳକାରଖାନା, ଯାନବାହନ, ବିଦ୍ୟୁତ ଉତ୍ପାଦନ, ଜଳସେଚନ ଆଦି ଦ୍ୱାରା ଦେଶର ପ୍ରଗତି…

4 months ago

ଏଇ ଭାରତରେ

କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଚାଳିତ ରୋବୋ ନିର୍ମାଣ କରିଛନ୍ତି ୨୨ ବର୍ଷୀୟ ରାହୁଲ ଆର୍‌ପାକା। ସେ ଏହାର ନାମ ରଖିଛନ୍ତି ରକ୍ଷକ। କାରଣ ଏହା ଫସଲକୁ ଘାସ…

4 months ago

ମିଠା ସ୍ବର

ଆମମାନଙ୍କ ଭିତରେ ଅନେକଙ୍କ ଧାରଣା ଯେ ଅଭିନେତା ବା କଣ୍ଠଶିଳ୍ପୀମାନେ କେବଳ ନିଜର ସ୍ବର ଉପରେ ଧ୍ୟାନ ଦେବା ଦରକାର। ମାତ୍ର ସମସ୍ତଙ୍କ ପାଇଁ ସ୍ବରର ମହତ୍ତ୍ୱପୂର୍ଣ୍ଣ…

4 months ago

ନୂତନ ଆର୍ଥତ୍କ ମହାଶକ୍ତି

ବିଶ୍ୱରେ ଆଜି ପର୍ଯ୍ୟନ୍ତ ସୁପରପାଓ୍ବାର ବୋଲାଇ ଆସିଥିବା ଆମେରିକା ତା’ର ପ୍ରତିପତ୍ତି ଏବେ ହରାଇବାକୁ ଯାଉଛି। ‘ବିନାଶ କାଳେ ବିପରୀତ ବୁଦ୍ଧି’ ଗୋଟିଏ ପରେ ଗୋଟିଏ ଟ୍ରମ୍ପ୍‌ଙ୍କ…

4 months ago

ଉପକୂଳ ଅଞ୍ଚଳ ବିପର୍ଯ୍ୟସ୍ତକୁ ରୋକିବ ସବୁଜ ବଳୟ

ମହାକାଳପଡ଼ା,୧୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବିପର୍ଯ୍ୟୟକୁ ରୋକିବା ପାଇଁ ବ୍ୟାପକ ଚାରାରୋପଣ କରି ଆଗେଇ ଆସିଛନ୍ତି ଜମ୍ବୁ ଅଞ୍ଚଳର ବନ୍ଧନ…

4 months ago

ପ୍ରୀତି ସରନ୍‌ ଜାତିସଂଘ ସିଇଏସ୍‌ସିଆର୍‌ ଅଧ୍ୟକ୍ଷ

ନ୍ୟୁୟର୍କ,୧୫ା୯(ପି.ଟି.): ଭାରତର ପୂର୍ବତନ କୂଟନୀତିଜ୍ଞ ପ୍ରୀତି ସରନ୍‌ ଜାତିସଂଘର ସମ୍ମାନଜନକ ଆର୍ଥତ୍କ, ସାମାଜିକ ଓ ସାଂସ୍କୃତି ଅଧିକାର କମିଟି (ସିଇଏସ୍‌ସିଆର୍‌)ର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସଦସ୍ୟ ରାଷ୍ଟ୍ରଗୁଡ଼ିକ…

4 months ago

ଦ୍ରବ୍ୟର ସଂଶୋଧିତ ମୂଲ୍ୟ ତୁରନ୍ତ ଉଲ୍ଲେଖ କର: ମନ୍ତ୍ରୀ

ଭୁବନେଶ୍ୱର,୧୫ା୯ (ରବିନାରାୟଣ ଜେନା): ଦ୍ରବ୍ୟ ଓ ସେବାକର(ଜିଏସ୍‌ଟି) ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଜିଏସ୍‌ଟି ପରିଷଦ ବୈଠକରେ ଯେଉଁ ସଂଶୋଧନ ହୋଇଛି…

4 months ago

ଲିଭରରେ କେମିତି ଜମେ ଫ୍ୟାଟ୍‌, କେବେ ହୋଇଥାଏ ଭୟଙ୍କର ଜାଣନ୍ତୁ…

ଲିଭର ବା ଯକୃତ ଆମ ଶରୀରର ପରିଚାଳନା ବିଭାଗକୁ ସମ୍ଭାଳିଥାଏ। ଶରୀର ନାମକ ମେଶିନକୁ ସଠିକ୍‌ ଭାବରେ ଚାଲୁ ରଖିବା ପାଇଁ ଲିଭରକୁ ସୁସ୍ଥ ରଖିବା ଗୁରୁତ୍ୱପୂର୍ଣ୍ଣ।…

4 months ago

ବିଜୟ ପରେ ମଧ୍ୟ ହାତ ମିଳାଇଲେ ନାହିଁ: ପାକିସ୍ତାନୀ ଖେଳାଳିଙ୍କୁଠାରୁ…

ଦୁବାଇ,୧୪ା୯: ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‌ ଟି୨୦ ଟୁର୍ନାମେଣ୍ଟର ଲିଗ୍‌ ମ୍ୟାଚ୍‌ ଖେଳାଯିବା ପୂର୍ବରୁ ଟସ୍‌ ପଡ଼ିବା ବେଳେ ଦୁଇ ଦଳର ଅଧିନାୟକ…

4 months ago

କଡ଼ା ସୁରକ୍ଷାରେ ଥିବା ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ: ଧରାପଡ଼ିଗଲେ ଅଭିଯୁକ୍ତ

ଲାଞ୍ଜିଗଡ଼,୧୪।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଥିବା ଏଟିଏମ୍‌ କାଉଣ୍ଟର ଭାଙ୍ଗି ଲୁଟ୍‌ ଉଦ୍ୟମ ହୋଇଛି। ପୋଲିସ…

4 months ago