Home Left

ଅକ୍ଟୋବର ୮ରୁ ଏଜିଆଇଏଫ୍‌

ଭୁବନେଶ୍ୱର, ୩।୧୦: ଦେଶର ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମ ଆମାଜନ.ଇନ୍‌ର ବହୁ ପ୍ରତୀକ୍ଷିତ ଫେଷ୍ଟିଭ୍‌ ଇଭେଣ୍ଟ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌ (ଏଜିଆଇଏଫ୍‌)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।…

3 years ago

ଆତଙ୍କବାଦୀ-ସୁରକ୍ଷା ବାହିନୀ ମୁହାଁମୁହିଁ: ୩ ଯବାନ ଆହତ

ଶ୍ରୀନଗର,୩।୧୦:ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଜମ୍ମୁ କଶ୍ମୀରର ରାଜୌରୀ ଜିଲାର କାଲାକୋଟେ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେଶନ ବେଳେ ଏକ ଏନକାଉଣ୍ଟର ହୋଇଛି। ଏଥିରେ ୯…

3 years ago

ଖେଳନା ଭାବି ବୋମା ସହ ଖେଳିବା ବେଳେ ହେଲା ବିସ୍ଫୋରଣ, ୨ ମୃତ

କାବୁଲ,୩।୧୦: ଆଫଗାନିସ୍ତାନର ଜାଭଜନ ପ୍ରଦେଶରେ ବିସ୍ଫୋରଣ ହେତୁ ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି। ସୋମବାର ଅପରାହ୍ନରେ ଡାରଜାବ ଜିଲାର କରାଚୋନକାଲ ଅଞ୍ଚଳରେ କିଛି ପିଲା ଖେଳୁଥିବା ବେଳେ…

3 years ago

ମଧୁମେହ ଚିକିତ୍ସାରେ ସହାୟକ ହେବ ସୂର୍ଯ୍ୟାଲୋକ

ନୂଆଦିଲ୍ଲୀ,୩ା୧୦: ଟାଇପ୍‌-୨ ମଧୁମେହ ଚିକିତ୍ସା ଓ ପ୍ରତିକାରରେ ପ୍ରାକୃତିକ ସୂର୍ଯ୍ୟାଲୋକ ସହାୟକ ହୋଇପାରିବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଜର୍ମାନୀରେ ଅକ୍ଟୋବର ୨ରୁ ୬ ଅନୁଷ୍ଠିତ ହେଉଥିବା ୟୁରୋପିଆନ୍‌…

3 years ago

ଭାରତୀୟ ହାଇ କମିଶନ ବାହାରେ ଖଲିସ୍ତାନୀଙ୍କ ବିକ୍ଷୋଭ

ଲଣ୍ଡନ,୩ା୧୦: ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋ ଗୁରୁଦ୍ୱାରାରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ପ୍ରବେଶ କରାଇ ଦିଆ ନ ଯିବାର ଦୁଇଦିନ ପରେ ଲଣ୍ଡନସ୍ଥିତ ଭାରତୀୟ ହାଇ କମିଶନଙ୍କ କାର୍ଯ୍ୟାଳୟ ବାହାରେ ଖଲିସ୍ତାନୀ ସମର୍ଥକମାନେ…

3 years ago

ସ୍ବର୍ଣ୍ଣମନ୍ଦିରରେ ବାସନ ଧୋଇଲେ ରାହୁଲ

ଅମୃତସର,୩ା୧୦: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ସୋମବାର ପଞ୍ଜାବର ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିର ଯାଇ ସେଠାରେ ପ୍ରାର୍ଥନା କରିଛନ୍ତି। ସେଠାର ସଚଖଣ୍ଡ ଶ୍ରୀହରମନ୍ଦିର ସାହିବରେ ଥିବା ଲାଙ୍ଗର (ଗୋଷ୍ଠୀ…

3 years ago

ଧ୍ୱଂସ ହେଲା ମାଓବାଦୀ କ୍ୟାମ୍ପ

ମାଲକାନଗିର,୨ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲାରେ ଯବାନମାନେ ମାଓବାଦୀ କ୍ୟାମ୍ପ ଧ୍ୱଂସ କରିବା ସହ ବିପୁଳ ପରିମାଣରେ ସାମଗ୍ରୀ ଜବତ କରିଛନ୍ତି। ମିଳିଥିବା…

3 years ago

ଟ୍ରକରେ ଲାଗିଲା ନିଆଁ

ବଡ଼ବିଲ,୨।୧୦(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ଭଦ୍ରାସାହି ଛକ ନିକଟରେ ସୋମବାର ଏକ ଲୁହାପଥର ବୋଝେଇ ଟ୍ରକ(ନଂ.ଡବ୍ଲ୍ୟୁବି୨୯ସି-୩୬୭୩)ରେ ନିଆଁ ଲାଗି ଯାଇଥିଲା। ଫଳରେ ଟ୍ରକ୍‌ର ସମ୍ମୁଖ ଭାଗ ପୋଡି…

3 years ago

ଘରୋଇ ବସ୍‌ ଧର୍ମଘଟରେ ହନ୍ତସନ୍ତ ହେଲେ ଯାତ୍ରୀ 

ଉମରକୋଟ, ୨।୧୦ (ସନ୍ତୋଷ ଶତପଥୀ): ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍‌ ଚଳାଚଳକୁ ବିରୋଧ କରି ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘ ଓ ଅବିଭକ୍ତ କୋରାପୁଟ ଘରୋଇ…

3 years ago

ଉଦ୍ଧାର ହେଲେ ୧୮ ଦାଦନ ଶ୍ରମିକ

ଲାଠୋର,୨ା୧୦(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ପିପଲବାହାଲର ଜଣେ ଦାଦନ ସର୍ଦ୍ଦାରଙ୍କ ଫାର୍ମ ହାଉସରୁ ପୋଲିସ ବାହାର ରାଜ୍ୟକୁ ଚାଲାଣ ପାଇଁ ରଖାଯାଇଥିବା ୧୮ଜଣ…

3 years ago