ନୂଆଦିଲ୍ଲୀ,୧୬।୫: କରୋନା ସଂକ୍ରମଣ ଭାରତରେ ଥମିବାର ନାଁ ଧରୁନି। ଇତିମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮୬ ହଜାର ପାଖାପାଖି ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୨ ହଜାର ୭୫୨ ଛୁଇଁଛି।…
ନୂଆଦିଲ୍ଲୀ,୧୬।୫: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅପପାତ(ଡିପ୍ରେଶନ)ର ରୂପ ନେଇସାରିଛି। ଶନିବାର ସନ୍ଧ୍ୟା ସୁଦ୍ଧା ଏହି ଅବପାତ ଭୟଙ୍କର ସାମୁଦ୍ରିକ…
ନୂଆଦିଲ୍ଲୀ,୧୬।୫: କୃଷକ ଏବଂ ଶ୍ରମିକମାନେ ହେଉଛନ୍ତି ଦେଶର ମେରୁଦଣ୍ଡ। ସେମାନଙ୍କ ଉପରେ ଆତ୍ମନିର୍ଭର ଭାରତର ମୂଳଦୁଆ ତିଷ୍ଠି ରହିଛି ବୋଲି କେନ୍ଦ୍ରୀୟ ମନ୍ତ୍ରୀ ମୁକ୍ତାର ଅବାସ୍ ନକ୍ଭୀ…
ନୂଆଦିଲ୍ଲୀ,୧୬।୫: କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଝ୍ ବହୁମୁଖୀ ପରିଯୋଜନାର ସଂଶୋଧିତ ଡିପିଆର୍କୁ ମଞ୍ଜୁରୀ ଦିଆଯାଇଛି। ଏହାଦ୍ୱାରା ସିନ୍ଧୁ ଜଳ ଚୁକ୍ତି ଅନୁସାରେ ଭାରତରେ ଏହି ନଦୀ ଜଳର…
ମୁମ୍ବାଇ: ବଲିଉଡ୍ ଦୁନିଆରେ ଲଭ୍, ରିଲେଶନଶିପ ଆଦିକୁ ନେଇ ସବୁବେଳେ ଚାଲିଥାଏ ଗସିପ୍। ଏବେ ଏମିତି ଏକ ଗସିପ୍ ଶୁଣିବାକୁ ମିଳିଛି ଯାହା ସୋସିଆଲ ମିଡିଆରେ ଭାଇରାଲ…
ନୂଆଦିଲ୍ଲୀ,୧୬।୫: ଲକ୍ଡାଉନ ସମୟରେ ନିଜ ରାଜ୍ୟ ବାହାରେ ଥିବା ପ୍ରବାସୀ ଶ୍ରମିକ ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳିଛି। ଘରକୁ ଫେରୁଥିବା ଏହି ଶ୍ରମିକମାନେ କେତେବେଳେ…
ନୂଆଦିଲ୍ଲୀ,୧୬।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍ଡାଉନ୍ ଜାରି ହେବାରୁ ସିବିଏସ୍ଇ ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଅଧାରେ ଅଟକି ରହିଥିଲା। ତେବେ ଅବଶିଷ୍ଟ ପରୀକ୍ଷାଗୁଡ଼ିକ…
ଖୋର୍ଦ୍ଧା ଅଫିସ,୧୬।୫: ରାଜ୍ୟରେ ପୁଣି ୬୫ କରୋନା ଆକ୍ରାନ୍ତ ଶନିବାର ସକାଳେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଖୋର୍ଦ୍ଧା ଜିଲାର ରହିଛନ୍ତି। ଏ ନେଇ…
ଛତ୍ରପୁର, ୧୬।୫(ଡି.ଏନ୍.ଏ.)- ଗଞ୍ଜାମ ଜ଼ିଲାର କ୍ୱାରାଣ୍ଟାଇନ ସେଣ୍ଟର ମାନଙ୍କରେ ଯୋଗ, ବ୍ୟାୟାମଠାରୁ ଆରମ୍ଭ କରି ନୈତିକ ଶିକ୍ଷା, ସ୍ବାସ୍ଥ୍ୟକର୍ମୀ ତାଲିମ ଦିଆଯାଉଛି। ସେଣ୍ଟରରେ ଥିବା ଅନ୍ତେବାସୀମାନେ ମଧ୍ୟ…
ଛତ୍ରପୁର, ୧୬।୫(ଡି.ଏନ୍.ଏ.)- କରୋନା ମୁକାବିଲାକୁ ନେଇ ସାରା ଦେଶରେ ଲକ୍ଡାଉନ୍ କଟକଣା। ଏପରିକି ସଂକ୍ରମଣ ଆଶଙ୍କାରେ ବାହାରୁ ଫେରୁଥିବା ପ୍ରବାସୀମାନଙ୍କୁ ରାଜ୍ୟର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଉଛି।…