Home Left

କରୋନା ସଂକ୍ରମଣରେ ବ୍ୟବସାୟୀଙ୍କ ମୃତ୍ୟୁ: ଆଜାଦ୍‌ପୁର ମଣ୍ଡି ବନ୍ଦ ପାଇଁ ଦାବି; ଆଖପାଖ ଦୋକାନ ସିଲ୍‌

ନୂଆଦିଲ୍ଲୀ,୨୨।୪: ଭାରତରେ କରୋନା ସଂକ୍ରମଣ ନେଇ ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀର ଆଜାଦ୍‌ପୁର ମଣ୍ଡିରେ କରୋନା ସଂକ୍ରମଣରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ଫଳରେ ସ୍ଥାନୀୟ…

6 years ago

ଖସିଲା ପାରଦ, ରାଜଧାନୀରେ ତୁହାକୁ ତୁହା ବର୍ଷା

ଭୁବନେଶ୍ୱର,୨୨ା୪(ବ୍ୟୁରୋ): ଗତ କିଛି ଦିନ ହେବ ରାଜ୍ୟକୁ ଉତ୍ତପ୍ତ କରିଥିବା ପ୍ରଚଣ୍ଡ ଗ୍ରୀଷ୍ମରୁ ଆଶ୍ୱସ୍ତି ମିଳିଛି। ଝଡବର୍ଷା ଯୋଗୁ ମଙ୍ଗଳବାର ଅଧିକାଂଶ ଜିଲାରେ ପାରଦ ୪୦ ଡିଗ୍ରୀ…

6 years ago

ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତିଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅପିଲ: ଲକ୍ଷଣ ଦେଖା ଦେଉ ନ ଥିଲେ ବି ପରୀକ୍ଷା କରାଇ ନିଅନ୍ତୁ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ରାଜ୍ୟ ତଥା ଦେଶ ବାହାରୁ ଫେରୁଥିବା ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅପିଲ।ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତି ସଂକ୍ରମିତ ହୋଇଥାଇ ପାରନ୍ତି।…

6 years ago

କରୋନା ମୁକାବିଲା: ୮ ଘଣ୍ଟାରେ ସର୍ଜିକାଲ ମାସ୍କ୍‌;୨୪ ଘଣ୍ଟାରେ ଏନ୍‌-୯୫ ମାସ୍କ୍‌ ବଦଳାଇବା ଜରୁରୀ

ନୂଆଦିଲ୍ଲୀ,୨୨।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ…

6 years ago

ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ଟେଷ୍ଟ: ମଙ୍ଗଳବାର ହେଲା ୨୦୨୭ ନମୂନା ପରୀକ୍ଷା

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ନମୂନା ପରୀକ୍ଷା କରାଯାଇଛି। ମଙ୍ଗଳବାର ୨୦୨୭ଟି ଆର୍‌ଟିପିସି ନମୂନା ପରୀକ୍ଷା ହୋଇଛି। ଆର୍‌ଏମସିରେ ୧୨୩୪ ନମୂନା ପରୀକ୍ଷା…

6 years ago

ଭଦ୍ରକର ୩ ଆକ୍ରାନ୍ତ ବାସୁଦେବପୁର ଅଞ୍ଚଳର: ସମସ୍ତ ପଜିଟିଭ୍‌ଙ୍କର ରହିଛି କୋଲକାତା ଲିଙ୍କ୍‌

ଭୁବନେଶ୍ୱର/ବାସୁଦେବପୁର ୨୨।୪(ବ୍ୟୁରୋ/ଡି.ଏନ୍‌.ଏ.): ରାଜ୍ୟରେ ମଙ୍ଗଳବାର ପୁଣି ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନେ…

6 years ago

କରୋନା ବଦଳାଇବ ଖାଦ୍ୟ ଅଭ୍ୟାସ

ନୂଆଦିଲ୍ଲୀ,୨୨ା୪: କରୋନା ଭାଇରସ୍‌ର ପ୍ରଭାବ ଆମ ଜୀବନଶୈଳୀକୁ ବହୁଳ ଭାବରେ ବଦଳାଇ ଦେଇଛି। ଘରେ ରହିବାଠାରୁ ଆରମ୍ଭ କରି ଲକ୍‌ଡାଉନ ସହିତ ମୁକାବିଲା କରିବା ପର୍ଯ୍ୟନ୍ତ, ଗତ…

6 years ago

ଆଣିପାରିଲେନି ଦାଦନଙ୍କ ମୃତଦେହ

ଗୋରଖପୁର,୨୨ା୪(ପି.ଟି.): ଦାଦନ ଶ୍ରମିକଙ୍କ ମୃତଦେହ ଶତାଧିକ କିଲୋମିଟର ଦୂରରେ ଥିବାବେଳେ ତାଙ୍କ ପୁତ୍ତଳିକାରେ ବର୍ଷକର ଶିଶୁପୁତ୍ର ମୁଖାଗ୍ନି ଦେଇ ନକଲି ଶେଷକୃତ୍ୟ ସମ୍ପନ୍ନ କରିବାର ହୃଦୟବିଦାରକ ଦୃଶ୍ୟ…

6 years ago

ଚାଇନା ମାନଚିତ୍ରରେ ଅରୁଣାଚଳପ୍ରଦେଶ

ନୂଆଦିଲ୍ଲୀ,୨୨ା୪(ଆଇଏଏନ୍‌ଏସ୍‌): ଚାଇନା ଏହାର ଅନ୍ତର୍ଜାତୀୟ ସୀମା ମଧ୍ୟରେ ଅରୁଣାଚଳପ୍ରଦେଶର କେତେକ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିଛି। ସ୍କାଏ ମ୍ୟାପ୍‌ ପକ୍ଷରୁ ଜାରି ଚାଇନା ମାନଚିତ୍ରର ସଂଶୋଧିତ ସଂସ୍କରଣରେ ଏହା…

6 years ago

ସ୍ବିଡେନରେ ନାହିଁ ଲକ୍‌ଡାଉନ

ଷ୍ଟକ୍‌ହୋମ,୨୨।୪: ସ୍ବିଡେନ୍‌ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୭୭୭ରେ ପହଞ୍ଚି ଥିବାବେଳେ ୧,୫୮୦ ଜଣଙ୍କ ଜୀବନ ଯାଇଛି। ତେବେ ଏହାର ମୁକାବିଲା ପାଇଁ ସ୍ବିଡେନରେ ଲକ୍‌ଡାଉନ କଟକଣା ସେଭଳି…

6 years ago