Home Left

୧୨ ଘରୋଇ ଲାବ୍‌ ଚେନ୍‌ରେ ହେବ କରୋନା ପରୀକ୍ଷା

ନୂଆଦିଲ୍ଲୀ,୨୪ା୩(ଆଇଏଏନ୍‌ଏସ୍‌): କରୋନା ପରୀକ୍ଷା ଲାଗି ସରକାର ୧୨ଟି ଘରୋଇ ଲାବ୍‌ ଚେନ୍‌କୁ ଦାୟିତ୍ୱ ଦେଇଛନ୍ତି। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ…

6 years ago

ସୁପ୍ରିମକୋର୍ଟରେ କରୋନା କଟକଣା

ନୂଆଦିଲ୍ଲୀ,୨୪ା୩(ପି.ଟି.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିରାପତ୍ତା ପଦକ୍ଷେପ ସ୍ବରୂପ ସର୍ବୋଚ୍ଚ ଅଦାଲତ ଓକିଲାମାନଙ୍କ ଚାମ୍ବରଗୁଡ଼ିକୁ ବନ୍ଦ କରିବା ଲାଗି ସୋମବାର ନିଷ୍ପତ୍ତି ନେଇଛନ୍ତି। କେବଳ ଗୋଟିଏ…

6 years ago

‘ଖବରକାଗଜ ଦ୍ୱାରା କରୋନା ବ୍ୟାପେନି’

ଜେନିଭା, ୨୪ା୩: ଖବରକାଗଜ ଦ୍ୱାରା ଜଣେ ବ୍ୟକ୍ତିଠାରୁ ଅନ୍ୟ ଜଣକୁ କରୋନା ଭାଇରସ୍‌ ବ୍ୟାପେ ନାହିଁ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି।…

6 years ago

ଏମ୍‌ଏଲ୍‌ଏ ଲ୍ୟାଡ୍‌ ଫଣ୍ଡରେ ସାମିଲ ହେଲା କରୋନା ପ୍ରତିକାର ପ୍ରକଳ୍ପ

ଭୁବନେଶ୍ୱର,୨୪।୩(ବ୍ୟୁରୋ): କରୋନାର ଭୟାବହତାକୁ ଦେଖି ଏମ୍‌ଏଲ୍‌ଏ ଲ୍ୟାଡ ଫଣ୍ଡରେ କରୋନା ପ୍ରତିକାର ପ୍ରକଳ୍ପକୁ ସାମିଲ କରାଯାଇଛି। କୋଭିଡ-୧୯ର ପ୍ରତିକାର ପାଇଁ ଆବଶ୍ୟକ କର୍ମଚାରୀ, ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର…

6 years ago

ବିନା ପାସ୍‌ରେ ଗଡ଼ିବନି ଗାଡ଼ି: ପାସ୍‌ ପାଇଁ ଥାନାରେ ଅସମ୍ଭାଳ ଭିଡ଼

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଜନତା କର୍ଫ୍ୟୁର ଗୋଟିଏ ଦିନ ପରେ ରାଜଧାନୀର ରାଜପଥରେ ଅନେକ ଯାନବାହନର ଭିଡ଼ ଦେଖିବାକୁ ମିଳିଥିଲା। ଯାଞ୍ଚ ସମୟରେ ପୋଲିସ ପାଇଁ ଏହା ସମସ୍ୟା ସୃଷ୍ଟି ହୋଇଥିଲା।…

6 years ago

ହାତ ବାନ୍ଧି ବସିଛନ୍ତି ଦିନ ମଜୁରିଆ

ଭୁବନେଶ୍ୱର,୨୪।୩ (ବ୍ୟୁରୋ): କରୋନା ପାଇଁ ଏବେ ଦିନମଜୁରିଆଙ୍କ ଘରେ ଚୁଲି ଜଳୁନି। ପରିବାର ଲୋକେ ଉପାସ ରହୁଛନ୍ତି। ସହର ଲକ୍‌ ଡାଉନ୍‌ ଯୋଗୁ ଦିନମଜୁରିଆମାନେ କାମ କରିବାକୁ…

6 years ago

୧୪୪ ଧାରା ଉଲ୍ଲଂଘନ: ୭ ଗିରଫ

ଖୋର୍ଦ୍ଧା ଅଫିସ,୨୪।୩: କରୋନା ପାଇଁ ଲାଗୁ ହୋଇଥିବା ୧୪୪ ଧାରା ଉଲ୍ଲଂଘନ ଅଭିଯୋଗରେ ଖୋର୍ଦ୍ଧା ସଦର ଥାନା ପୋଲିସ ସୋମବାର ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…

6 years ago

ଏସ୍‌ସିବିରେ ନାହିଁ ସାନିଟାଇଜର, ପିପି କିଟ୍‌

କଟକ ଅଫିସ,୨୪।୩: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ହେଲେ ଏସ୍‌ସିବି ମେଡିକାଲରେ କରୋନା ମୁକାବିଲା ଲାଗି ନିୟୋଜିତ ଥିବା ଡାକ୍ତର,…

6 years ago

ହୋଟେଲ, ପାନ୍ଥନିବାସରେ କ୍ବାରାଣ୍ଟାଇନ ବ୍ୟବସ୍ଥା

ପୁରୀ ଅଫିସ,୨୪।୩: କରୋନା ମୁକାବିଲା ପାଇଁ ପୁରୀ ଜିଲା ପ୍ରଶାସନ ପକ୍ଷରୁ ସହରସ୍ଥ ୨ଟି ଘରୋଇ ହୋଟେଲ ଏବଂ ପାନ୍ଥନିବାସରେ ପେଡ୍‌ କ୍ବାରାଣ୍ଟାଇନ ବ୍ୟବସ୍ଥା କରାଯାଇଛି। ଏହି…

6 years ago

ଶ୍ରୀମନ୍ଦିର ହୁଣ୍ଡିରୁ ୪୬୭ ଟଙ୍କା

ପୁରୀ ଅଫିସ,୨୪।୩: କରୋନା ସଂକ୍ରମଣକୁ ରୋକିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି। ଗତ ୨୦ ତାରିଖରୁ ଶ୍ରୀମନ୍ଦିର ବନ୍ଦ ରହିଥିବାବେଳେୁ ପ୍ରତିଦିନ ମନ୍ଦିର…

6 years ago