Home Left

ମାଛର ଦାମ୍‌ ୭୨ ଲକ୍ଷ: ରାତାରାତି ଲକ୍ଷପତି ପାଲଟିଲେ ଧୀବର …

କରାଚି,୩୧।୫: ଗୋଟିଏ ମାଛ ବିକ୍ରି କରି ଜଣେ ଧୀବର ରାତାରାତି ଲକ୍ଷପତି ପାଲଟି ଯାଇଛନ୍ତି। ପାକିସ୍ତାନର ଧୀବର ସାଜିଦ୍‌ ହାଜି ଅବାବକର ୪୮ କିଲୋଗ୍ରାମ୍‌ର ବୃହତକାୟ କ୍ରୋକେର…

5 years ago

ଭାରତୀୟ ଦଳକୁ ଚେତାବନୀ ଦେଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ,୩୧।୫: ଜୁନ୍‌ ୨ରୁ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯିବ। ସେଠାରେ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ବ୍ୟତୀତ ଇଂଲଣ୍ଡ ସହ ପାଞ୍ଚ ମ୍ୟାଚ ବିଶିଷ୍ଟ…

5 years ago

‘ସାଇକେଲ ଗର୍ଲ’ ଜ୍ୟୋତିଙ୍କ ପିତାଙ୍କର ହୃଦ୍‌ଘାତରେ ମୃତ୍ୟୁ

ପାଟନା,୩୧।୫: ବିହାର ଦରଭଙ୍ଗାର ଚର୍ଚ୍ଚିତ ‘ସାଇକେଲ ଗର୍ଲ’ ଜ୍ୟୋତି ପାସଓ୍ବାନଙ୍କ ପିତା ମୋହନ ପାସଓ୍ବାନଙ୍କ ପରଲୋକ ଘଟିଛି। ସୋମବାର ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।…

5 years ago

ଏକ ଘରୁ ଯୁବକଙ୍କ ମୃତଦେହ ଜବତ: ହତ୍ୟା ସନ୍ଦେହ, ରାସ୍ତାରୋକୋ କଲେ ଲୋକେ

ନୟାଗଡ଼ ଅଫିସ,୩୧ା୫: ନୟାଗଡ଼ ଟାଉନ ଥାନା ଘଡୁଆଳ ଛକରୁ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତକ ଜଣକ ହେଲେ କଇଥଗାଡ଼ିଆ ଗାଁ ସଭାପତି ବିଜୟ ନାୟକ…

5 years ago

ଗତ ୨୪ ଘଣ୍ଟାରେ ୪ ଶିଶୁଙ୍କ ମୃତ୍ୟୁ: ସେଥିରୁ ଜଣେ କରୋନା ପଜିଟିଭ୍‌

ପାଟନା,୩୧।୫: ଦେଶରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଛି। ଇତିମଧ୍ୟରେ ବିହାର ଦରଭଙ୍ଗାରୁ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଦରଭଙ୍ଗା ମେଡିକାଲ କଲେଜରେ…

5 years ago

ବାଲକୋନିରେ ସ୍ତ୍ରୀ-ସ୍ବାମୀ ଲାଗୁଥିଲେ ଝଗଡ଼ା, ପରେ ଯାହା ଘଟିଲା ଜାଣିଲେ…

ସେଣ୍ଟ୍‌ ପିଟର୍ସବର୍ଗ,୩୧ା୫: ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ହେବା ସାଧାରଣ କଥା। ମାତ୍ର ଋଷିଆର ପରିଚିତ ସହର ସେଣ୍ଟ ପିଟର୍ସବର୍ଗରେ ଘଟିଛି ଏକ ଅଜବ ଘଟଣା। ରିପୋର୍ଟ ଅନୁଯାୟୀ,…

5 years ago

ଭୀମସାରରେ ବ୍ଲାକ ଫଙ୍ଗସ ସନ୍ଦିଗ୍ଧଙ୍କ ମୃତ୍ୟୁ

ସମ୍ବଲପୁର,୩୧।୫(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା (ଭୀମସାର)ରେ ଜଣେ ବ୍ଲାକ ଫଙ୍ଗସ ସନ୍ଦିଗ୍ଧଙ୍କର ମୃତ୍ୟୁ ଘଟିଛି। ଭୀମସାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମିଳିଥିବା ସୂଚନାନୁଯାୟୀ, ମୃତ…

5 years ago

ପିଇବା ପାଣି ପାଇପ୍‌ରୁ ବାହାରୁଛି ସାପ…

ଭୋପାଳ,୩୧।୫: ପିଇବା ପାଣି ପାଇପ୍‌ରୁ ଛୋଟ ଛୋଟ ସାପ ଛୁଆ ବାହାରୁଛି। ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶ ଟିକମ୍‌ଗଡ଼ରେ ସରକାରୀ ସପ୍ଲାଏ ପାଣି…

5 years ago

ଏହି ତାରିଖରୁ ଆରମ୍ଭ ହୋଇପାରେ ଆଇପିଏଲ୍‌: ଅକ୍ଟୋବର ୧୦ରେ ଫାଇନାଲ୍‌!

ନୂଆଦିଲ୍ଲୀ,୩୧।୫: କରୋନା କାରଣରୁ ସ୍ଥଗିତ ରଖାଯାଇଥିବା ଆଇପିଏଲ ୨୦୨୧ର ୧୪ ତମ ସିଜନର ବାକି ମ୍ୟାଚ୍‌ ୟୁଏଇରେ ଖେଳାଯିବ। ନିକଟରେ ବିସିସିଆଇର ସ୍ବତନ୍ତ୍ର ସାଧାରଣ ସଭାରେ ଅବଶିଷ୍ଟ…

5 years ago

କରୋନା ଟିକା ନେଲେ ମିଳିବ ୧୦ କୋଟି ଟଙ୍କା

ଓ୍ବାଶିଂଟନ,୩୧ା୫: ସମଗ୍ର ବିଶ୍ୱକୁ ମହାମାରୀ କରୋନା କବଳିତ କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି। ଏପରି ଘଟଣା ସତ୍ତ୍ୱେ କିଛି ଲୋକ କରୋନା ଟିକା ନେବାକୁ…

5 years ago