Home Left

ୟୁପିରେ କାଉଡିଆ ଯାତ୍ରା ବନ୍ଦ

ଲକ୍ଷ୍ନୌ, ୧୭ା୭: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ରାଜ୍ୟରେ କାଉଡିଆ ଯାତ୍ରାକୁ ଶନିବାର ବାତିଲ କରିଛନ୍ତି। କାଉଡିଆ ଯାତ୍ରାର ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ…

5 years ago

ଗାଦି ଛାଡ଼ିବି ନାହିଁ

ନୂଆଦିଲ୍ଲୀ, ୧୭।୭: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ଇସ୍ତଫା ଦେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହେଲେ ସେ ଏହାକୁ ଏକ ଗୁଜବ କହି ଖଣ୍ଡନ କରିଛନ୍ତି।…

5 years ago

ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏଫ୍‌ଆଇଆର୍‌ ନ ହେବାରୁ ଧାରଣାରେ ଆଇଏଏସ୍‌ ଅଫିସର

ନୂଆଦିଲ୍ଲୀ,୧୭।୭: ମୁଖ୍ୟ ସଚିବ ସ୍ତରର ଜଣେ ଆଇଏଏସ୍‌ ଅଧିକାରୀ ପ୍ରମାଣ ସହ ଏଫ୍‌ଆଇଆର୍‌ ଦାୟର କରିବାକୁ ଥାନାକୁ ଆସିଛନ୍ତି। କିନ୍ତୁ ଏହାକୁ ରେଜିଷ୍ଟର କରାଯାଉ ନାହିଁ। ମୁଖ୍ୟମନ୍ତ୍ରୀ…

5 years ago

ଆଫଗାନ ରାଷ୍ଟ୍ରଦୂତଙ୍କ ଝିଅଙ୍କୁ ଅପହରଣ

କାବୁଲ, ୧୭।୭: ପାକିସ୍ତାନରେ ଆଫଗାନିସ୍ତାନର ରାଷ୍ଟ୍ରଦୂତ ନାଜିବୁଲ୍ଲା ଅଲିଖିଲ୍‌ଙ୍କ ଝିଅଙ୍କୁ ଶୁକ୍ରବାର ଇସ୍‌ଲାମାବାଦରୁ ଅପହରଣ କରାଯାଇ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଆଫଗାନିସ୍ତାନ ବୈଦେଶିକ…

5 years ago

କ୍ରୀଡ଼ାମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କଲେ ବିଧାୟକ

ଉମରକୋଟ/ରାଇଘର,୧୭ା୭(ସ୍ବ.ପ୍ର./ଡି.ଏନ୍‌.ଏ.): ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ୩ ଦିନିଆ ନବରଙ୍ଗପୁର ଜିଲା ଗସ୍ତ କରିଛନ୍ତି। ଶନିବାର ସେ ଉମରକୋଟ ଯାଇଥିଲେ। ତେବେ ମନ୍ତ୍ରୀଙ୍କ…

5 years ago

ସ୍ବାମୀଙ୍କ ଦଶାହ ପରେ ବିଷ ପିଇଲେ ମା’, ଝିଅ

ଗୁରୁଗ୍ରାମ(ହରିୟାଣା),୧୭।୭: ଜଣେ ୪୬ ବର୍ଷୀୟ ମହିଳା ଓ ତାଙ୍କ ୨୪ ବର୍ଷୀୟା ଝିଅ ଗୁରୁଗ୍ରାମ ସୋସାଇଟ୍‌ ସ୍ଥିତ ଫ୍ଲାଟରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଟ୍ୟାକ୍ସ କନସଲଣ୍ଟାଣ୍ଟ…

5 years ago

ସଙ୍କଟରେ ‘ଦାଦା’ଙ୍କ ରେକର୍ଡ

କଲମ୍ବୋ,୧୭।୭: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଆରମ୍ଭ ହେବାକୁ ଯାଉଥିବା ଦିନିକିଆ ସିରିଜ୍‌ରେ ଭାରତୀୟ ଦଳର ନେତୃତ୍ୱ ଭାର ସମ୍ଭାଳିବେ ଶିଖର ଧାଓ୍ବନ। କ୍ୟାରିୟରରେ ପ୍ରଥମ ଥର ପାଇଁ…

5 years ago

ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ବ୍ଲାକ୍‌ମେଲ

ପାରଳାଖେମୁଣ୍ଡି,୧୭।୭: ଗଜପତି ଜିଲା ଅଡ଼ବା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରାଯାଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଯୁବତୀଙ୍କ ଏତଲାକ୍ରମେ ଅଡ଼ବା ପୋଲିସ…

5 years ago

କୃଷକ-ସୁରକ୍ଷାକର୍ମୀ ମୁହାଁମୁହିଁ

ସିର୍ସା,୧୭।୭: କୃଷକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ଓ ଗିରଫକୁ କେନ୍ଦ୍ର କରି ସିର୍ସାରେ ମୁହାଁମୁହିଁ  ହୋଇଛନ୍ତି ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀ। ବହୁ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କ ମୁତୟନ…

5 years ago

ଶିଶୁକନ୍ୟା ଜନ୍ମ ହେବାରୁ ମା’ ହସ୍ପିଟାଲରୁ ଫେରାର

ବ୍ରହ୍ମପୁର ଅଫିସ,୧୭।୭: ଜଣେ ମା’ ଶିଶୁକନ୍ୟାଙ୍କୁ ଜନ୍ମ ଦେବା ପରେ ମେଡିକାଲରୁ ଫେରାର ହୋଇଯାଇଛନ୍ତି। ଏଭଳି ଘଟଣା ଶୁକ୍ରବାର ରାତିରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି। ନବଜାତ…

5 years ago