Home Left

କାର୍‌ ନମ୍ବର ପାଇଁ ଏତିକି ଟଙ୍କା ଖର୍ଚ୍ଚ କଲେ ଜୁନିଅର ଏନ୍‌ଟିଆର୍‌

ସାଉଥ ଫିଲ୍ମର ସୁପରଷ୍ଟାର୍‌ ଜୁନିଅର୍‌ ଏନଟିଆର ତାଙ୍କର ବିଳାସପୂର୍ଣ୍ଣ ଲମ୍ବୋର୍ଗିନି ଉରସ ଗ୍ରାଫାଇଟ କ୍ୟାପସୁଲ କାର ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଏହି…

5 years ago

୨୦ରୁ ଅଧିକ କୁକୁରଙ୍କୁ ବିଷ ଦେଇ ମାରିଥିଲେ; ଜଳଖିଆ ଦୋକାନୀଙ୍କୁ ବାନ୍ଧିଲା ପୋଲିସ

ଟାଙ୍ଗୀ,୨୩।୯(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମରେ ଖାଦ୍ୟରେ ବିଷ ଦେଇ ୨୦ରୁ ଅଧିକ କୁକୁରଙ୍କୁ ମାରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଗୁରୁବାର…

5 years ago

ଅଡୁଆରେ ଅମରିନ୍ଦର

ଚଣ୍ଡିଗଡ଼,୨୩ ।୯: ପଞ୍ଜାବ କଂଗ୍ରେସର କଳହ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ନିକଟରେ ଦଳ ମଧ୍ୟରେ ଥିବା ଏହି କଳହ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦରୁ…

5 years ago

ପରିବାର ଲୋକଙ୍କ ସହ ହନିମୁନ ଯିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ଅଭିନେତ୍ରୀ ୟାମି ଗୌତମ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିବାହର ମାତ୍ର କେଇଟା ଦିନ ପରେ ସେ ପୁଣି ଶୁଟିଂକୁ ଫେରିଛନ୍ତି। ନିକଟରେ ସୈଫ ଅଲି…

5 years ago

ପଞ୍ଜାବ ପୋଲିସକୁ ବଡ ସଫଳତା: ତରନତାରନରୁ ଗିରଫ ହେଲେ ୩ ଆତଙ୍କବାଦୀ

ଚଣ୍ଡିଗଡ଼,୨୩ ।୯: ପଞ୍ଜାବ ପୋଲିସ ତରନତାରନ ଜିଲାରେ ୩ ଜଣ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସହ ଗିରଫ କରିଥିବା ସୂଚନା ମିଳିଛି । ପଞ୍ଜାବକୁ ଦୋହଲାଇବା…

5 years ago

ଏହି ୪ ରାଶିର ଯୁବତୀଙ୍କ ଉପରେ ରହିଥାଏ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା; ଧନର ଅଭାବ କ’ଣ ଏମାନେ ଜାଣନ୍ତି ନାହିଁ…

କୁହାଯାଏ ସମସ୍ତେ ନିଜ ନିଜର ଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି। କାହାକୁ କମ୍‌ ପରିଶ୍ରମରେ ବହୁତ ଧନସମ୍ପତ୍ତି ମିଳୁଥିବା ବେଳେ କାହାକୁ ଏଥିପାଇଁ ଅଧିକ ପରିଶ୍ରମ କରିବାକୁ…

5 years ago

ଭାଲୁଛୁଆଙ୍କ ପୁଲ୍‌ ପାର୍ଟି; ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହୋଇଥାଏ। ସେହିଭଳି କ୍ରମରେ ଏବେ ଭାଇରାଲ ହେଉଛି ଭାଲୁଛୁଆଙ୍କ ପୁଲ୍‌ ପାର୍ଟିର ଭିଡିଓ। ଖୋଲାପଡ଼ିଆରେ ପାଣିରେ ଖେଳୁଛନ୍ତି ସେମାନେ।…

5 years ago

ରୋହିଙ୍ଗ୍ୟାଙ୍କ ଉପରେ ଅତ୍ୟାଚାର, ତଥ୍ୟ ପାଇଁ ଫେସବୁକକୁ ନିର୍ଦ୍ଦେଶ…

ଓ୍ବାଶିଂଟନ,୨୩।୯: ରୋହିଙ୍ଗ୍ୟାଙ୍କ ବିରୋଧରେ ହିଂସା ସହ ଜଡିତ ତଥ୍ୟ ପ୍ରକାଶ କରିବାକୁ ଆମେରିକା କୋର୍ଟ ଫେସବୁକକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାର ନିୟମକୁ ଦର୍ଶାଇ ଫେସବୁକ ରୋହିଙ୍ଗ୍ୟାଙ୍କ ବିରୋଧରେ…

5 years ago

ପୂରା ପରିବାର ଚାଲିଗଲେ: କାଲି ମା-ଦୁଇ ଝିଅଙ୍କର ମିଳିଥିଲା ମୃତଦେହ, ଆଜି କୂଅରୁ ମିଳିଲା ବାପାଙ୍କ ମୃତଦେହ

ଝାରସୁଗୁଡ଼ା ଅଫିସ,୨୩ା୯: ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକପଡ଼ାରେ ବୁଧବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ଏଥିରେ ଗୋଟିଏ ପରିବାରର ମା, ୨ ଝିଅଙ୍କୁ…

5 years ago

ହିନ୍ଦୁଙ୍କ ତୁଳନାରେ କମ ସନ୍ତାନ ପ୍ରସବ କରନ୍ତି ମୁସଲମାନ, ୨୦୨୮ ସୁଦ୍ଧା ଜନ୍ମହାର ହୋଇଯିବ ସମାନ: ଦିଗ୍‌ବିଜୟ

ନୂଆଦିଲ୍ଲୀ,୨୩ ।୯: କଂଗ୍ରେସ ନେତା ଦିଗବିଜୟ ସିଂ ହିନ୍ଦୁୁ ମୁସଲମାନ ପ୍ରଜନନ ହାରକୁ ନେଇ ଗୁରୁବାର ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଏକ ଅଧ୍ୟୟନରୁ…

5 years ago