Home Left

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୪୩ ପଜିଟିଭ୍‌

ଭୁବନେଶ୍ୱର,୨୬।୩(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩ ଜଣ ପିଲା ଅଛନ୍ତି। ସେହିପରି ୨୬…

5 years ago

୩୧ ଦିନରେ ଧ୍ୱଂସ ହେଲା ଖାର୍କିବ, ଦେଖାଦେଲାଣି ଘୋର ଖାଦ୍ୟ ସଙ୍କଟ

କ୍ୱିଭ,୨୬ ।୩: ରୁଷିଆ-ୟୁକ୍ରେନ ଯୁଦ୍ଧ ମାସେ ପୂରଣ ହୋଇଥିଲେ ବି ଆକ୍ରମଣ ପୂର୍ବଭଳି ଜାରି ରହିଛି । ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ଲଗାତାର ଆକ୍ରମଣ ଚାଲିଛି…

5 years ago

ଉଲଗ୍ନ କରି ଯାଞ୍ଚ କରିବା ପଡ଼ିଲା ମହଙ୍ଗା

ଗୁଆହାଟୀ,୨୬।୩: ୮୦ ବର୍ଷୀୟା ମହିଳାଙ୍କୁ ଉଲଗ୍ନ ଯାଞ୍ଚ କରିବା ମହଙ୍ଗା ପଡିଛି। ଗୁଆହାଟୀ ବିମାନ ବନ୍ଦରରେ ନିଯୁକ୍ତ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌)ର ଜଣେ ମହିଳା…

5 years ago

ରୁଷିଆ ଜାହାଜକୁ ଧ୍ୱଂସ କଲା ୟୁକ୍ରେନ

କ୍ୱିଭ୍‌,୨୬।୩: ଗତ ଏକ ମାସ ଧରି ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଥିବା ବେଳେ ଲକ୍ଷ…

5 years ago

ମୋଦି ସରକାରଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ

ରାଞ୍ଚି,୨୬ ।୩: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କୋଲ ଇଣ୍ଡିଆ ଉପରେ ଝାରଖଣ୍ଡର ୧.୩୬ ଲକ୍ଷ…

5 years ago

ଆଜି ବାର ଆସୋସିଏଶନର ନିର୍ବାଚନ, ଅପରାହ୍ନରେ ଫଳାଫଳ

କଟକ ଅଫିସ, ୨୬।୩: ଆଜି ହାଇକୋର୍ଟ ବାର ସମେତ ରାଜ୍ୟର ସମସ୍ତ ବାର ଆସୋସିଏସନର ନିର୍ବାଚନ ହେବ । ରାଜ୍ୟର ୧୫୧ଟି ବାର ଆସୋସିଏଶନରେ ୱାନ ବାର୍‌…

5 years ago

ସକାଳ ୧୦ଟାରେ ବସିବ ଯୋଗୀଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଲକ୍ଷ୍ନୌ,୨୬।୩: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଶପଥ ନେବା ପରେ ଆକ୍ସନ ମୁଡରେ ଆସିଯାଇଛନ୍ତି। ଯୋଗୀ ସରକାରଙ୍କ ୨.୦ର ପ୍ରଥମ କ୍ୟାବିନେଟ ବୈଠକ ଶନିବାର ସକାଳ…

5 years ago

ମ୍ୟାନମାର ସେନାଙ୍କ ଅସ୍ତ୍ର ଯୋଗାଣକାରୀଙ୍କ ଉପରେ କନାଡାର ପ୍ରତିବନ୍ଧକ

ଓଟାୱା,୨୬ ।୩: ଗ୍ଲୋବଲ ଆଫେୟାର୍ସ କାନାଡା ଶୁକ୍ରବାର ଏକ ବୟାନରେ କହିଛି ମ୍ୟାନମାରରେ ସେନା ଅଧିକାରୀଙ୍କୁ ଅସ୍ତଶସ୍ତ୍ର ଯୋଗାଣ କରୁଥିବା ବ୍ୟକ୍ତି ଓ ସଂସ୍ଥା ଉପରେ କନାଡା…

5 years ago

ସୌଦି ଅରବ ତେଲ ଡିପୋରେ ହାଉଦି ବିଦ୍ରୋହୀଙ୍କ ଆକ୍ରମଣ

ରିୟାଦ,୨୬ ।୩: ୟମନର ହାଉଦି ବିଦ୍ରୋହୀ ସୌଦି ଅରବର ଜେଦ୍ଦା ସହରରେ ଫର୍ମୁଲା ୱାନ ରେସ ପୂର୍ବରୁ ଶୁକ୍ରବାର ଏକ ତେଲ ଡିପୋ ଉପରେ ଆକ୍ରମଣ କରିଛନ୍ତି…

5 years ago

ଧମାଲ କରୁଛି ରାଜାମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’, ପ୍ରଥମ ଦିନରେ ହାଉସ୍‌ଫୁଲ୍‌

  ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ରିଲିଜ୍‌ ହେବା ପରେ ଧୁମ ମଚାଉଛି। ପ୍ରଥମ ଦିନରେ ଫିଲ୍ମକୁ ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଯିଏ…

5 years ago