ନୂଆଦିଲ୍ଲୀ,୧୩।୪: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ସ୍ପାଇସ୍ଜେଟ୍ର ୯୦ ପାଇଲଟଙ୍କ ବୋଇଂ-୭୩୭ ମ୍ୟାକ୍ସ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛି। ସିମୁଲେଟର ତାଲିମରେ ତ୍ରୁଟି ଦେଖାଯିବା ପରେ…
ଲୋଇସିଂହା,୧୩।୪(ଡିି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ପିଏସ୍ଓ ଏବଂ ଡ୍ରାଇଭରଙ୍କୁ ମଙ୍ଗଳବାର ଆକ୍ରମଣ କରାଯାଇଥିଲା। ଏ ନେଇ ଲୋଇସିଂହା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ…
ଭୁବନେଶ୍ୱର,୧୩।୪(ବ୍ୟୁରୋ) : ଭୁବନେଶ୍ୱର ଏମ୍ସର ଓପିଡି ଆସନ୍ତା ୧୪ ଓ ୧୫ ଦୁଇଦିନ ଧରି ବନ୍ଦ ରହିବ। ମହାବୀର ଜୟନ୍ତୀ ଓ ଗୁଡ୍ ଫ୍ରାଇଡେ ପଡୁଥିବାରୁ ଏହି…
ଭୁବନେଶ୍ୱର,୧୩।୪(ବ୍ୟୁରୋ): ଆଜି ବାବା ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା। ରୁକୁଣା ରଥରେ ବିରାଜମାନ ହୋଇ ରାମେଶ୍ୱର ମନ୍ଦିରରୁ ଫେରିବେ ବାବା ଲିଙ୍ଗରାଜ। ଦିନ ୧ଟା ୩୦ରେ ପହଣ୍ଡି କରାଯାଇ ୩ଟା…
ଓ୍ବାଶିଂଟନ୍,୧୩।୪:ୟୁକ୍ରେନ-ରୁଷିଆ ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ପୁଣି ଥରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଟାର୍ଗେଟ କରିଛନ୍ତି। ବାଇଡେନ୍ କହିଛନ୍ତି, ପୁଟିନ ୟୁକ୍ରେନରେ ନରସଂହାର…
କ୍ୱିଭ୍,୧୩।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ୫୦ଦିନ ପୂରିବାକୁ ଯାଉଛି। କିନ୍ତୁ ୨ଦେଶର ମଧ୍ୟରେ ଜାରି ରହିଥିବା ସଂଘର୍ଷର କେବେ ଅନ୍ତ ହେବ…
ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପରେ ବର୍ତ୍ତମାନ ଅଭିନେତା ନାଗା ଚୈତନ୍ୟ ଟ୍ରାଫିକ୍ ନିୟମ ଭଙ୍ଗ କରି ଜରିମାନା ଦେଇଛନ୍ତି। ସେ ଏକ କାରରେ ଯିବା ସମୟରେ…
ବଲିଉଡ୍ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ବଲିଉଡ୍ରେ କେବେ ଡେବ୍ୟୁ କରିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଖୁବ୍ଶୀଘ୍ର ସେ ବଲିଉଡ୍ରେ ଡେବ୍ୟୁ…
ନୂଆପଡ଼ା ଅଫିସ, ୧୩।୪: ନୂଆପଡ଼ା ଜିଲା ଜାତୀୟ ରାଜପଥ ୩୫୩ ଝାଲକୁସୁମ ଛକରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଯାନ୍ତ୍ରୀକ ତ୍ରୁଟି ଯୋଗୁ ରାସ୍ତାରେ ଛିଡ଼ା ହୋଇଥିବା…
କମ୍ ବୟସରୁ ବଡ଼ ନାଁ କମାଇଥିବା ଅଭିନେତ୍ରୀ ଅନୁଷ୍କା ସେନ ଏବେ ଚର୍ଚ୍ଚାରେ ଅଛନ୍ତି। ସେ ଶିଶୁ କଳାକାର ଭାବେ ଅନେକ ଟିଭି ଶୋ’, ଫିଲ୍ମ, ୱେବ…