Home Left

୩ ପୋଲିସ କର୍ମଚାରୀ ନିଲମ୍ବିତ

ବାରିପଦା ଅଫିସ,୪ା୫: ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନାର ୩ ଜଣ ପୋଲିସ କର୍ମଚାରୀଙ୍କୁ ବୁଧବାର ମୟୂରଭଞ୍ଜ ଏସ୍‌ପି ନିଲମ୍ବନ କରିଛନ୍ତି। ଗୋରୁ ଗାଡ଼ିରୁ ଚାନ୍ଦା ଆଦାୟ ସମ୍ପର୍କିତ…

5 years ago

ଝାଡ଼ାବାନ୍ତିରେ ୨ ମୃୃତ, ୭ ଗୁରୁତର

ହିଞ୍ଜିଳିକାଟୁ,୪ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଖାସପା ଗ୍ରାମରେ ଗତ ୪ ଦିନ ଧରି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗ୍ରାମର ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

5 years ago

ପୁଣି କରୋନା ଚିନ୍ତା: ଦିଲ୍ଲୀରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୪।୫(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ ଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଦିଲ୍ଲୀ ଓ ଏହାର ପାଖାପାଖି…

5 years ago

୨୭୯ ବୁଥ୍‌ରେ ଭୋଟ ଦେବେ ୨.୧୪ ଲକ୍ଷ ଭୋଟର

ଭୁବନେଶ୍ୱର,୪।୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ମେ’ ୩୧ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଜୁନ ୩ରେ ହେବ ଭୋଟ ଗଣତି। ଏଥିନେଇ ବୁଧବାରଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି।…

5 years ago

ପ୍ରେସ ସ୍ବାଧୀନତା: ତଳକୁ ଖସି ୧୫୦ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୪।୫: ବିଶ୍ୱରେ ପ୍ରେସ ସ୍ବାଧୀନତା ସୂଚକାଙ୍କରେ ତଳକୁ ଖସିଲା ଭାରତ। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ସୂଚକାଙ୍କରେ ଭାରତର ସ୍ଥାନ ଆହୁରି ତଳକୁ ଖସିଛି। ୨୦୨୧ରେ ଏହି…

5 years ago

ଟସ୍‌ ଜିତିଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ

ପୁଣେ,୪।୫: ଆଇପିଏଲ ୨୦୨୨ର ୪୯ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ପୁଣେର ଏମସିଏ ଷ୍ଟାଡିୟମରେ ଖେଳାଯାଉଛି । ଚେନ୍ନାଇ ସୁପର…

5 years ago

ଆଇନ ଜାଲରେ ଫସିଲା ରଣବୀରଙ୍କ ‘ଜୟେଶଭାଇ ଜୋରଦାର’

ମୁମ୍ବାଇ: ଆଇନ ଜାଲରେ ଫସିଛି ଫିଲ୍ମ ‘ଜୟେଶଭାଇ ଜୋରଦାର’। ନିକଟରେ ଏହାର ଟ୍ରେଲର ରିଲିଜ ହୋଇଥିଲା । ଏହାକୁ ଦର୍ଶକ ବେଶ ପସନ୍ଦ କରିଥିଲେ ହେଁ ସେଥିରେ…

5 years ago

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୪ା୫(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୮,୮୨୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ…

5 years ago

୩୩ ବର୍ଷ ପରେ ମହାରାଷ୍ଟ୍ର ସରକାରଙ୍କୁ ଜମି ଫେରାଇଲେ ଗାଭାସ୍କର

ମୁମ୍ବାଇ,୪।୫: ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ମୁମ୍ବାଇରେ କ୍ରିକେଟ ଏକାଡେମୀ ପ୍ରତିଷ୍ଠା ପାଇଁ ୩୩ ବର୍ଷ ପୂର୍ବେ ତାଙ୍କୁ ଦିଆଯାଇଥିବା ଏକ ସରକାରୀ ଜମି ଫେରସ୍ତ…

5 years ago

ପାକିସ୍ତାନରେ ପଢ଼ିଲେ ଭାରତରେ ଚାକିରି ନାହିଁ

ନୂଆଦିଲ୍ଲୀ,୪।୫: ପାକିସ୍ତାନରେ ଡାକ୍ତରୀ ଶିକ୍ଷା ଲାଭ କରିବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କ ପାଇଁ ନ୍ୟାଶନାଲ ମେଡିକାଲ କମିଶନ ଏବଂ ଡେଣ୍ଟାଲ କମିଶନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ବିଜ୍ଞପ୍ତି ଜାରି…

5 years ago