Home Left

୭ ଜଣଙ୍କ ଉପରେ ମାଡ଼ିଗଲା କୋଣାର୍କ ଏକ୍ସପ୍ରେସ୍‌

ଅମରାବତୀ, ୧୨ା୪:ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାରେ ସୋମବାର ରାତିରେ କୋଣାର୍କ ଏକ୍ସପ୍ରେସ୍‌ ମାଡ଼ିଯାଇ ୭ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ବଟୁଭା ଗ୍ରାମ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ସିକନ୍ଦରାବାଦ୍‌-ଗୁଆହାଟୀ…

4 years ago

ଜେଲ ଅନ୍ତେବାସୀଙ୍କୁ ପାଠ ପଢ଼ାଉଛନ୍ତି ପୁଞ୍ଜିଲାଲ

ବଲାଙ୍ଗୀର ଅଫିସ, ୧୨ା୪:ଜେଲ ଭିତରେ ବନ୍ଦୀ ଅନ୍ତେବାସୀଙ୍କୁ ପାଠ ପଢ଼ାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ବଲାଙ୍ଗୀର ଜିଲା କାରାଗାର କର୍ତ୍ତୃପକ୍ଷ। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ବହୁଚର୍ଚ୍ଚିତ…

4 years ago

ଓଟିଟିରେ ରିଲିଜ୍‌ ହେବ ଅଭିନେତାଙ୍କ ଶେଷ ଫିଲ୍ମ

ଲୋକପ୍ରିୟ କନ୍ନଡ ଅଭିନେତା ପୁନିତ୍‌ ରାଜକୁମାର ୨୦୨୧ ଅକ୍ଟୋବରରେ ଶେଷ ବିଦାୟ ନେଇଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ସାରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଥିଲା।…

4 years ago

ପରାଜୟ ଦେଖିଲା ଗୁଜରାଟ

ମୁମ୍ବାଇ, ୧୧।୪: ସ୍ଥାନୀୟ ଡି.ଓ୍ବାଇ. ପାଟିଲ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୮ ଉଇକେଟରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି।…

4 years ago

ଭୁଲ୍‌ରେ ନଓ୍ବାଜଙ୍କୁ ପ୍ରଧାନମନ୍ତ୍ରୀ କହିଲେ ବାଚସ୍ପତି

ଇସଲାମାବାଦ,୧୧।୪: ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲିରେ ଶେହଓ୍ବାଜ ଶରିଫ୍‌ଙ୍କୁ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ବାଚସ୍ପତି ଆୟାଜ୍‌ ସାଦିକ୍‌ ଭୁଲ୍‌ରେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ଙ୍କ ନାଁ ନେଇଥିଲେ।…

4 years ago

ଫିଲ୍ମ ‘ଦ କଶ୍ମୀର ଫାଇଲ୍‌ସ’ର ୩୧ ଦିନର ଆୟ ଜାଣିଲେ

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍‌ସ’ ମୁକ୍ତି ଲାଭକୁ ବର୍ଷେ ପରେ ମଧ୍ୟ ଏହି ଫିଲ୍ମ ଦେଖିବାକୁ ହଲ୍‌ରେ ଲୋକଙ୍କ ଭିଡ଼ ଲାଗି ରହୁଛି।…

4 years ago

ବାଇଡେନ୍‌ଙ୍କ ସହ ଆଲୋଚନା କଲେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୧।୪: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ସୋମବାର ୪୭ ଦିନରେ ପହଞ୍ଚିଥିବା ବେଳେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି…

4 years ago

ଶେହଓ୍ବାଜଙ୍କୁ ଶପଥ ପାଠ କରାଇବେନି ରାଷ୍ଟ୍ରପତି

ଇସ୍‌ଲାମାବାଦ୍‌,୧୧।୪: ପାକିସ୍ତାନରେ ମାସକରୁ ଲାଗିରହିଥିବା ରାଜନୈତିକ ସଙ୍କଟର ଏବେ ଅବସାନ ଘଟିଛି। ସୋମବାରରୁ ପାକିସ୍ତାନରେ ଶେହଓ୍ବାଜଙ୍କ ଯୁଗ ଆରମ୍ଭ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଭାଇ…

4 years ago

ମନ୍ଦିରରେ ଝଣ୍ଡା ଲଗାଇବା ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ: ଯୋଡାରେ ୧୪୪ ଧାରା ଜାରି

ଯୋଡ଼ା, ୧୧।୪ (ଡି.ଏନ.ଏ.): ରାମନବମୀ ଅବସରରେ ଏକ ଶିବ ମନ୍ଦିରରେ ଝଣ୍ଡା ଲଗାଇବାକୁ ନେଇ କେନ୍ଦୁଝର ଜିଲା ଯୋଡ଼ା ସହରରେ ସୋମବାର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।…

4 years ago

ସିଡ୍‌ନୀ ସମୁଦ୍ରକୂଳରେ ବିଚିତ୍ର ଜୀବ

କାନବେରା: ଅଷ୍ଟ୍ରେଲିଆ ସିଡ୍‌ନୀର ବୋନ୍ଦି ସମୁଦ୍ର କୂଳ ବେଳାଭୂମିରେ ଏକ ବିଚିତ୍ର ଜୀବ ଦେଖିବାକୁ ମିଳିଛି। ଅଧ ମିଟର ଲମ୍ବର ଏହି ପ୍ରାଣୀର ମଣିଷଙ୍କ ଭଳି ଓଠ…

4 years ago