ଇସ୍ଲାମାବାଦ,୧୮ା୧୧:‘ଜୟଲ୍ୟାଣ୍ଡ’ ହେଉଛି ପାକିସ୍ତାନୀ-ପଞ୍ଜାବୀ ଭାଷାରେ ମୁକ୍ତିଲାଭ କରିଥିବା ଏକ ସିନେମା। ସଇମ ସାଦିକ୍ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଡ୍ରାମା ଫିଲ୍ମରେ ଅଲି ଜୁନେଓ, ରାସ୍ତି ଫାରୁକ୍, ଏଲିନା…
ଭୁବନେଶ୍ବର, ୧୮ା୧୧(ବ୍ୟୁରୋ):ପଦ୍ମପୁର ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବାବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍ଏଫ୍ବିଓ୍ବାଇ) ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଦୋଷ ଲଦାଲଦି ଜାରି…
ନୂଆଦିଲ୍ଲୀ,୧୮ ।୧୧: ସବୁଥର ପରି ଏଥର ମଧ୍ୟ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଧନୀ ଦେଶମାନେ ପରିବେଶ ଅସନ୍ତୁଳନ ପାଇଁ ବିକାଶଶୀଳ ଦେଶ ଉପରେ ଚାପ ପକାଇବାକୁ ଚେଷ୍ଟା…
ପଦ୍ମପୁର,୧୭।୧୧(ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଗୁରୁବାର ଥିଲା ପ୍ରାର୍ଥିପତ୍ର ଦାଖଲର ଶେଷ ଦିବସ। ଅନ୍ତିମ ଦିବସରେ ୧୩ଜଣ ଆଶାୟୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେମାନଙ୍କ…
ସିନାପାଲି,୧୭।୧୧(ଡି.ଏନ୍.ଏ.): ନୂଆପଡ଼ା ଜିଲା ସିନାପାଲି ଥାନା ଅଧୀନ ଚଟିଆଗୁଡ଼ା ନିକଟ ଫୋରୱେ ରାସ୍ତାରେ ଗୁରୁବାର ଏକ ଟ୍ରକ୍ ଚାପାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି…
ନୂଆଦିଲ୍ଲୀ,୧୭।୧୧ ପ୍ରେମିକା ସନ୍ଧ୍ୟା ଓ୍ବାଲକରଙ୍କୁ ହତ୍ୟା କରି ୩୫ ଖଣ୍ଡ କରିବା ଅଭିଯୋଗରେ ଗିରଫ ହୋଇଥିବା ଆଫତାବଙ୍କ ରିମାଣ୍ଡ ଅବଧି ବୃଦ୍ଧି ହୋଇଛି। ଗୁରୁବାର ଦିଲ୍ଲୀର ଏକ…
କାନବେରା,୧୭ା୧୧: ସର୍ବିଆର ନୋଭାକ୍ ଜୋକୋଭିଚଙ୍କୁ ମିଳିଛି ଅଷ୍ଟ୍ରେଲିଆ ଭିଜା। ଗୁରୁବାର ଏହି ସୂଚନା ମିଳିବା ସହିତ ସେ ଆସନ୍ତା ବର୍ଷର ଅଷ୍ଟ୍ରେଲିଆନ ଓପନରେ ଅଂଶଗ୍ରହଣ କରିବା ଆପାତତଃ…
ଲିସବନ୍,୧୭।୧୧: ଫିଫା ବିଶ୍ୱକପ୍ ୨୦୨୨ ପୂର୍ବରୁ ପର୍ତ୍ତୁଗାଲର ଓ୍ବାର୍ମଅପ୍ ମ୍ୟାଚରୁ ବାଦ ପଡିଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ। ପେଟ ସମସ୍ୟା କାରଣରୁ ସେ ଓ୍ବାର୍ମଅପ୍ ମ୍ୟାଚରୁ ବାଦ ପଡିଥିବା…
ଲକ୍ଷ୍ନୌ,୧୭।୧୧: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ୍ଙ୍କ ଭୋଟ ଦେବା ଅଧିକାରକୁ ରଦ୍ଦ କରାଯାଇଛି। ଏପରିକି ଭୋଟର ତାଲିକାରୁ ମଧ୍ୟ ତାଙ୍କର ନାମକୁ ହଟାଇଦିଆଯାଇଛି। ଡିସେମ୍ବର…
ପାରଳାଖେମୁଣ୍ଡି,୧୭।୧୧(ଡି.ଏନ.ଏ): ମୋହନା ବ୍ଲକଠାରୁ ମାତ୍ର ୬କି.ମି. ଦୂର କର୍ଚ୍ଚବାଡି ପଞ୍ଚାୟତର ପାହାଡ଼ ପାଦଦେଶରେ ଅବସ୍ଥିତ ଡଙ୍ଗରୀଗାଁ ଗ୍ରାମକୁ ରାସ୍ତା ନାହଁ। ପ୍ରଶାସନ ନିକଟରେ ବହୁବାର ଏହି ସମସ୍ୟା…