ଫୁରସତ

ଏହି ଦେଶରେ ବର୍ଷକୁ ଦୁଇଥର ପରିବର୍ତ୍ତନ ହୋଇଥାଏ ଘଣ୍ଟାର ସମୟ

ବିଶ୍ୱରେ ଅନେକ ଦେଶ ଅଛି, ଯେଉଁଠି ବର୍ଷକୁ ଦୁଇଥର ଘଣ୍ଟାରେ ସମୟ ସ୍ଥିର କରାଯାଇଥାଏ। ଅର୍ଥାତ୍‌ ଏହି ଦେଶଗୁଡ଼ିକରେ ଘଣ୍ଟା ସମୟ ପ୍ରାୟ ୧ ଘଣ୍ଟା ପଛକୁ…

5 years ago

ସବୁଠୁ ଉଚ୍ଚ ସ୍ବରରେ ରାବିଥାଏ ଏହି ପକ୍ଷୀ

ଦୈନନ୍ଦିନ ଆଖପାଖରେ ଆମେ ପକ୍ଷୀମାନଙ୍କ ରାବ ବା ବୋବାଇବା ଶବ୍ଦ ଶୁଣିଥାଉ। କାଉ, କୋଇଲି, ହଳଦୀବସନ୍ତ, କୁମ୍ଭାଟୁଆ, ଘରଚଟିଆ ଆଦି ପକ୍ଷୀଙ୍କ ସ୍ବର ନିଶ୍ଚିତ ଆମ ସମସ୍ତଙ୍କ…

5 years ago

ବିନା ଅର୍ଡରେ ୯ ବର୍ଷଧରି ଡେଲିଭରି ହେଉଛି ପିଜା, ପୂରା ଘଟଣା ଜାଣି ହେବେ ଆଶ୍ଚର୍ଯ୍ୟ

ପିଜା ଖାଇବାକୁ ଯେତିକି ସ୍ବାଦିଷ୍ଟ ଲାଗିଥାଏ ତାଠାରୁ ଅଧିକ ଖୁସି ଲାଗେ ପାଖରେ ପହଞ୍ଚିବା ସମୟରେ। ମାତ୍ର ପିଜା କାହାକୁ ସମସ୍ୟାରେ ପକାଇଥାଏ,ଏହା ଜାଣି ଆପଣ ଆଶ୍ଚର୍ଯ୍ୟ…

5 years ago

ଏମିତି ଜଣେ ମହିଳା, ଯିଏ ଅନ୍ତର୍ଜାତୀୟ ଭ୍ରମଣରେ ଆବଶ୍ୟକ କରନ୍ତି ନାହିଁ ପାସପୋର୍ଟ

ନିଜ ଦେଶରୁ ଅନ୍ୟ କୌଣସି ଦେଶକୁ ଯିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହେଉଛି ପାସପୋର୍ଟ। ଏହା ଅନ୍ତର୍ଜାତୀୟ ସ୍ତରରେ ଭ୍ରମଣ କରୁଥିବା ବ୍ୟକ୍ତିଙ୍କ ପରିଚୟ। ଯଦି…

5 years ago

ଦୀପାବଳି ପୂର୍ବରୁ ମହିଳା କିଣିଲେ ଚକୋଲେଟ୍‌: ପ୍ୟାକେଟ୍‌ ଖୋଲିବା ପରେ ଯାହା ଦେଖିଲେ ଉଡିଗଲା ହୋସ୍‌

ଭାରତରେ ଦୀପାବଳି ସମୟରେ ଲୋକମାନେ ପରସ୍ପର ପାଇଁ ଉପହାର କିଣିଥାନ୍ତି। ଏହି ଅବସରରେ ଲୋକମାନେ ସେମାନଙ୍କ ପ୍ରିୟଜନଙ୍କୁ ମିଠା କିମ୍ବା ଚକୋଲେଟ ଉପହାର ରୂପେ ଦେବାକୁ ପସନ୍ଦ…

5 years ago

ସ୍ପଷ୍ଟ ଦିବାଲୋକରେ ଚଳନ୍ତା ବସ୍‌ରୁ ଚୋରି କରୁଛି ହାତୀ, ଦେଖନ୍ତୁ ଭିଡିଓ

ରାସ୍ତାରେ ଯିବା ସମୟରେ ଟ୍ରାଫିକ୍‌ ଜାମ୍‌ ହେଉ କିମ୍ବା ଚୋରି ଡକାୟତିର ନିଶ୍ଚିତ ସାମ୍ନା କରିଥିବେ ନଚେତ୍‌ ଶୁଣିଥିବେ ମଧ୍ୟ। ଏହି ଘଟଣାଗୁଡ଼ିକ ସୋସିଆଲ ମିଡିଆରେ ଶେୟାର…

5 years ago

ବାଘକୁ ଆକ୍ରମଣ କଲା ଘୁଷୁରି ଛୁଆ: ତା ପରେ ଘଟିଲା ଏମିତି

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ଘୁଷୁରି ଛୁଆ ଏକ ବାଘକୁ ଆକ୍ରମଣ କରୁଥିବା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି।…

5 years ago

ଚିଙ୍ଗୁଡି ସହ ଖେଳୁଛନ୍ତି କୁକୁର ଛୁଆ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ…

5 years ago

ଏହି ଦେଶରେ ବାପା ହେଲେ ପୁରୁଷଙ୍କୁ ମିଳିଥାଏ ସର୍ବାଧିକ ଛୁଟି ସହ ପୂରା ଦରମା

ସାଧାରଣତଃ ପିଲା ଜନ୍ମ ହେଲେ କାର୍ଯ୍ୟସ୍ଥଳରେ ମା’ଙ୍କୁ ଛୁଟି ମିଳିଥାଏ। ମାତ୍ର କେଉଁଠି ବାପାଙ୍କୁ ଛୁଟି ମିଳୁଥିବାର ଶୁଣିଛନ୍ତି। ଆଜ୍ଞା ହଁ, ଏମିତି ଏକ ଦେଶ ହେଉଛି…

5 years ago

ଅଧିକ ସୁନ୍ଦରୀ ହୋଇଥିବାରୁ ଏହି ମଡେଲକୁ ବ୍ୟାନ୍‌ କରିଦେଲା ଡେଟିଂ ଆପ୍‌ ଟିଣ୍ଡର: ପୋଷ୍ଟ ଲେଖି କହିଲେ ଏପରି…

ଖରାପ ବିଷୟବସ୍ତୁ ଅଥବା ନିୟମ ଉଲ୍ଲଂଘନ କରିବାର କାରଣରୁ ସୋସିଆଲ ମିଡିଆରେ କାହାକୁ ବାରଣ କରାଯିବା କଥା ଆପଣ ଶୁଣିଥାଇପାରନ୍ତି। ହେଲେ ବେଶି ସୁନ୍ଦର ହେବା ଯୋଗୁ…

5 years ago