ମନୋରଞ୍ଜନ

ମନେ ମନେ ମନ ଖୋଜୁଥିଲା

ନୂଆ ଓଡ଼ିଆ ସିନେମା ‘ମନେ ମନେ ମନ ଖୋଜୁଥିଲା’ ପରଦା ଉପରକୁ ଆସୁଛି। ଚଳିତ ମାସ ୮ ତାରିଖରେ ଏହି ଫିଲ୍ମଟି ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା…

5 years ago

ଖଟାପ୍ରିୟ ପ୍ରିୟଙ୍କା

ପ୍ରିୟଙ୍କା ଚୋପ୍ରାଙ୍କୁ କ’ଣ ଖାଇବାକୁ ବେଶି ଭଲ ଲାଗେ ? ଏହି ପ୍ରଶ୍ନର ଉତ୍ତର ସେ ହିଁ ଦେଇପାରିବେ। ତାଙ୍କର ମନ ପସନ୍ଦର ଅନେକ ଖାଦ୍ୟ ତ…

5 years ago

କୁଲ୍‌ କୁଲ୍‌ ମହେଶ

ଦକ୍ଷିଣ ଭାରତୀୟ ସିନେମାର ଅନ୍ୟତମ ଲୋକପ୍ରିୟ ଅଭିନେତା ହେଉଛନ୍ତି ମହେଶ ବାବୁ। ତାଙ୍କ ଅଭିନୀତ ପ୍ରତ୍ୟେକ ଫିଲ୍ମରେ ତାଙ୍କର ଆକ୍ଟିଂର ଭିନ୍ନତା ଦେଖିବାକୁ ମିଳିଥାଏ। ତେବେ ପ୍ରତିଟି…

5 years ago

ପୋଲିସ ରୋଲ୍‌ ପାଇଁ…

ଥିଏଟର ଅଭିନେତା ପୃଥ୍ବୀରାଜ ଆଚାର୍ଯ୍ୟଙ୍କ ଖୁସି କହିଲେ ନ ସରେ। କାରଣ ଯେଉଁଭଳି ଭୂମିକାଟିଏ ସେ ଖୋଜୁଥିଲେ ତାହା ତାଙ୍କୁ ମିଳିଯାଇଛି। ଚଳଚ୍ଚିତ୍ରଟି ହେଲା ପିନୁ ନାୟକଙ୍କ…

5 years ago

ବିଗ୍‌ବସ୍‌-୧୫ର ନୂଆ ପ୍ରେମ ପକ୍ଷୀ

ବମ୍ବେ: ବିଗ୍‌ବସ୍‌ ୧୫ ଘରେ ବୋହିଲାଣି ପ୍ରେମର ପବନ। ଗତ କିଛି ଦିନ ଧରି ପ୍ରତିଯୋଗୀ ପ୍ରତୀକ ସେହଜପାଲ ଏବଂ ଗାୟିକା ଅକାଶା ସିଂହଙ୍କ ମଧ୍ୟରେ ନୂଆ…

5 years ago

ସଙ୍ଗୀତ ନିଶାରେ ସସ୍ମିତା

କଣ୍ଠଶିଳ୍ପୀ ସସ୍ମିତା ମହାପାତ୍ର । ଭଜନ, ଆଲବମ୍‌ରେ କଣ୍ଠଦାନ କରିବା ପରେ ଏବେ ବଡ଼ ପରଦା ପାଇଁ ଗାଇବାକୁ ଯାଉଛନ୍ତି। ଅର୍ଥାତ୍‌ ଏବେ ୨-୩ଟି ନୂଆ ଓଡ଼ିଆ…

5 years ago

ମୁଁ କେବଳ ନାମକୁ ମାତ୍ର ନବାବ, ସବୁ ଟଙ୍କା ତ ମା’ ରଖନ୍ତି

ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ୍‌ ଫିଲ୍ମ ‘ଭୁତ ପୋଲିସ୍‌’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏବେ ଫିଲ୍ମର ପ୍ରମୋଶନ ପାଇଁ ସେ ଏବେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ…

5 years ago

ଅକ୍ଷୟଙ୍କ ସହ ଫାଇଟ୍‌ ଟ୍ରେନିଂ ମଜାଦାର ଥିଲା: ହୁମା

ମୁମ୍ବାଇ: ବଲିଉଡ୍‌ର ଅଭିନେତ୍ରୀ ହୁମା କୁରେଶୀ ନିକଟରେ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମ ‘ବେଲ୍‌ ବଟମ୍‌’ ସେଟ୍‌ରୁ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସେ…

5 years ago

ଶାଶୁଘର ଲୋକଙ୍କ ଭୟରେ ପରଦାରେ ବୋଲ୍ଡ ସିନ୍‌ କରିବାକୁ ଡରୁଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

୬୦ ରୁ ୭୦ ଦଶକରେ ପରଦାରେ ରାଜ୍‌ କରୁଥିଲେ ଚୁଲ୍‌ବୁଲି ଅଭିନେତ୍ରୀ ମମତାଜ୍‌। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ…

5 years ago

ଆରମ୍ଭରୁ ୧୦

ପରିଣିତି ଚୋପ୍ରାଙ୍କ ପ୍ରଥମ ହିନ୍ଦୀ ସିନେମା ଥିଲା ‘ଲେଡିଜ୍‌ ଭର୍ସେସ ରିକି ବହଲ’। କିନ୍ତୁ ବକ୍ସ ଅଫିସରେ ଫିଲ୍ମଟି ଆଶାନୁରୂପ ବିଜ୍‌ନେସ କରି ନ ଥିଲା। ଅନ୍ୟପକ୍ଷରେ…

5 years ago