ମନୋରଞ୍ଜନ

ପ୍ରେମରେ ଉବୁଟୁବୁ ଇରା: ବାପାଙ୍କ ଫିଟ୍‌ନେସ୍‌ କୋଚଙ୍କୁ କରୁଛନ୍ତି ଡେଟ୍‌

ମୁମ୍ବାଇ: ବଲିଉଡ୍‌ ପରଫେକ୍ଟନିଷ୍ଟ ଅମିର ଖାଁଙ୍କ ଝିଅ ଇରା ଖଁା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ପ୍ରାୟ ସମରେ ସେ ନିଜ ଜୀବନ ହେଉ ବା…

5 years ago

ମହାଭାରତର ଏହି ଭୂମିକା ଲାଗି ସାଇନ୍‌ କରିଥିଲେ ଜୁହି ଚାଓ୍ବଲା, ପରେ କରିଥିଲେ ମନା

ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜୁହି ଚାଓ୍ବଲା ଅନ୍ୟତମ। ସେ ବଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ତେବେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଅଭିନୟ କରିବାକୁ…

5 years ago

ଭାରତରୁ ମାଲାୟାଲମ୍‌ ଫିଲ୍ମ ‘ଜଲିକଟ୍ଟୁ’ ୯୩ତମ ଓସ୍କାର ଆଓ୍ବାର୍ଡ ପାଇଁ ମନୋନୀତ

ମୁମ୍ବାଇ: ୯୩ତମ ଓସ୍କାର ଆଓ୍ବାର୍ଡ ପାଇଁ ଭାରତ ପକ୍ଷରୁ ମାଲାୟାଲମ୍‌ ଫିଲ୍ମ ‘ଜଲିକଟ୍ଟୁ’କୁ ମନୋନୀତ କରାଯାଇଛି। ଭାରତରୁ ଜଲିକଟ୍ଟୁ ବ୍ୟତୀତ ଅନ୍ୟ ଅନେକ ପିଲ୍ମ ଓସ୍କାର ରେସ୍‌ରେ…

5 years ago

ଶୁଟିଂ ସେଟ୍‌ରେ ଭୋଭୋ ହୋଇ କାନ୍ଦିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ଜାଣନ୍ତୁ କାହିଁକି

ଅଭିନେତ୍ରୀ ରୁପା ଗାଙ୍ଗୁଲି ୧୯୬୬ ନଭେମ୍ବର ୨୫ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଅଭିନେତ୍ରୀ ବ୍ୟତୀତ ଭଲ ଗାୟିକା ମଧ୍ୟ। ଆଜି ତାଙ୍କ ଜନ୍ମଦିନ ଅବସରରେ…

5 years ago

ପ୍ରତିଶୋଧ ନେବାକୁ ଆସୁଛି ‘ଦୁର୍ଗାମତି’

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଶଦ ଓ୍ବାରସି ଓ ଭୂମି ପେଡନେକରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦୁର୍ଗାମତି’ର ଟ୍ରେଲର ବୁଧବାର ରିଲିଜ୍‌ ହୋଇଛି। ଏହାକୁ ଅମାଜନ ପ୍ରାଇମ୍‌ ଭିଡିଓ…

5 years ago

ମୋ ପୁଅକୁ ଆଉ କେବେ ଭେଟିବି ନାହିଁ, କାହିଁକି ଏମିତି କହିଲେ କୁମାର ସାନୁ

ବଲିଉଡ୍‌ର ପ୍ରସିଦ୍ଧ ଗାୟକ କୁମାର ସାନୁଙ୍କ ପୁଅ ଜାନ କୁମାର ସାନୁ ବିଗ ବସ ୧୪ରୁ ବିଦାୟ ନେଇଛନ୍ତି। ଘରୁ ବାହାରକୁ ଆସିବା ମାତ୍ରେ ନିଜ ବ୍ୟକ୍ତିଗତ…

5 years ago

ମାତ୍ର ୫୦ ଟଙ୍କା ପାଇଁ ଲୋକଙ୍କୁ ଖାଦ୍ୟ ପରଷୁଥିଲେ ଏହି ଚର୍ଚ୍ଚିତ ଅଭିନେତ୍ରୀ

ବଲିଉଡ୍‌ର ଚର୍ଚ୍ଚିତ ଆଇଟମ୍‌ ଗର୍ଲ ରାକ୍ଷୀ ସାଓ୍ବନ୍ତଙ୍କର ଆଜି ହେଉଛି ୪୨ ତମ ଜନ୍ମଦିନ। ୨୫ ନଭେମ୍ବର ୧୯୭୮ରେ ସେ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସବୁ…

5 years ago

ଇଣ୍ଡିଆନ୍‌ ଆଇଡଲ୍‌ ସେଟ୍‌ରେ ଝାଡୁ କରୁଥିବା ଯୁବକ ଏବେ ପ୍ରତିଯୋଗୀ: ତାଙ୍କ ସ୍ବର ଶୁଣି କାନ୍ଦିପକାଇଲେ ଜଜ୍‌

ଛୋଟ ପରଦାର ଲୋକପ୍ରିୟ ରିଆଲିଟି ଶୋ’‘ଇଣ୍ଡିଆନ୍‌ ଆଇଡଲ୍‌’ର ଆଗାମୀ ସିଜିନ୍‌ ଏବେ ଚର୍ଚ୍ଚାରେ ରହିଛି। ଏଥର ଶୋ’ରେ ବହୁ ପ୍ରତିଭାବାନ ପ୍ରତିଯୋଗୀମାନେ ଅଂଶଗ୍ରହଣ କରୁଛନ୍ତି। ଶୋ’ର ପ୍ରମୋରୁ…

5 years ago

ପଡୋଶୀଙ୍କ ଫିଙ୍ଗା ଖାଦ୍ୟ ଖାଇ ପିଲାଦିନ କାଟିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଟେଲିଭିଜନ ଅଭିନେତ୍ରୀ, ଡ୍ରାମା କୁଇନ ତଥା ନୃତ୍ୟଶିଳ୍ପୀ ରାଖୀ ସାୱନ୍ତ ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୮, ନଭେମ୍ବର ୨୫ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ।…

5 years ago

ମାଟି ପାତ୍ର ଗଢୁଛନ୍ତି ତୈମୁର

ବଲିଉଡ୍‌ ଅଭିନେତ୍ରୀ କରୀନା କପୁରଙ୍କ ପୁଅ ତୈମୁର ଜଣେ ସେଲିବ୍ରିଟିଙ୍କଠାରୁ କମ ନୁହଁନ୍ତି। କରୀନା ପ୍ରାୟତଃ ତୈମୁରର ଭିଡିଓ ଏବଂ ଫଟୋ ଶେୟାର କରନ୍ତି। ନିକଟରେ ତୈମୁର…

5 years ago