ନିର୍ବାଚନ

ରାହୁଲଙ୍କୁ ଟାର୍ଗେଟ କଲେ ଶାହ

ରାଞ୍ଚି,୨।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏକ ପ୍ରକାର ହାରିଯାଇଥିବା ଭାରତୀୟ ଜନତା ପାର୍ଟି(ଭାଜପା) ଏବେ ପୁଣିଥରେ ନିଜର ସ୍ଥିତିକୁ ଫେରାଇବାକୁ ଚେଷ୍ଟା ଚଳାଇଥିବା ଆଲୋଚନା ହେଉଛି। ଆଗକୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଥିବା ବେଳେ ଏବେ ଭାଜପାର ଷ୍ଟାର ପ୍ରଚାରକମାନେ ସେଠାରେ…

ଦେଇଥିବା କଥା ରଖିବ ଭାଜପା: ରାଜନାଥ

ବୋକାରୋ,୧।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ହେଉଥିବା ପ୍ରଚାର ଅଭିଯାନରେ ଏବେ ବିଭିନ୍ନ ଦଳର ଷ୍ଟାର ପ୍ରଚାରକମାନେ ସାମିଲ ହୋଇଛନ୍ତି। ଦୁଇଦିନ ତଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଝାଡ଼ଖଣ୍ଡର ଚତରାରେ ଏକ ରାଲିରେ ଯୋଗ ଦେଇଥିବା ବେଳେ ରବିବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ…

ବୁଥ୍‌ ବାହାରେ କଂଗ୍ରେସ ପ୍ରାର୍ଥୀଙ୍କ ଦାଦାଗିରି

ରାଞ୍ଚି,୩୦।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟର ମତଦାନ ଶନିବାର ଅନୁଷ୍ଠିତ ହୋଇଛି। ଏଠାରେ ୧୩ଟି ଆସନ ପାଇଁ ପ୍ରାୟ ୪,୮୯୨ଟି କେନ୍ଦ୍ରରେ ମତଦାନ ଚାଲିଛି। ଏହାରି ଭିତରେ ପଲାମୁ ଜିଲାର କୋସିୟାରା ଗାଁର ଏକ ମତଦାନକେନ୍ଦ୍ର ବାହାରେ କଂଗ୍ରେସ ଓ…

ମତଦାନକୁ ବିରୋଧ: ବିସ୍ଫୋରଣରେ ପୋଲ ଉଡ଼ାଇଲେ ମାଓବାଦୀ

ରାଞ୍ଚି,୩୦।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ୬ଟି ଜିଲାରେ ପ୍ରଥମ ପ୍ରର୍ଯ୍ୟାୟରେ ୧୩ଟି ଆସନ ଲାଗି ମତଦାନ ଜାରି ରହିଛି। ତେବେ ମତଦାନକୁ ବିରୋଧ କରି ମାଓବାଦୀମାନେ ଗୁମଲା ଜିଲାରେ ବିସ୍ଫୋରଣ କରିଛନ୍ତି। ସ୍ଥାନୀୟ ବିଷ୍ଣୁପୁର ବିଧାନସଭା ଅଞ୍ଚଳରେ ମାଓବାଦୀମାନେ…

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ପ୍ରଥମ ପ୍ରର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ

ରାଞ୍ଚି,୩୦।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ପ୍ରଥମ ପ୍ରର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ପ୍ରଥମ ପ୍ରର୍ଯ୍ୟାୟରେ ୩୭ ଲକ୍ଷ ୮୩ ହଜାର ୫୫ ଭୋଟର ୧୮୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହି ପ୍ରର୍ଯ୍ୟାୟରେ ୬ଟି ଜିଲାର ୧୩ଟି…

ଫୋନ୍‌ କରି ଭୋଟ୍‌ ମାଗିଲେ ଶାହ

ଚତରା,୨୮।୧୧: ଭାଜପା ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଝାଡଖଣ୍ଡର ଚତରାରେ ଏକ ରାଲିରେ ଯୋଗ ଦେଇଥିଲେ। ସେଠାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ସେ ଏହି ରାଲିରେ ଯୋଗ ଦେଇଥିଲେ। ସେଠାରେ ସେ ଉପସ୍ଥିତ ଜନତାଙ୍କ…

୨୮ରେ ଶପଥ ନେବେ ଉଦ୍ଧବ

ମୁମ୍ବାଇ,୨୬।୧୧: ଏକ ନାଟକୀୟ ମୋଡ଼ର ଅନ୍ତ ଘଟାଇ ଶେଷରେ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ତାଙ୍କୁ ମହାରାଷ୍ଟ୍ର ବିକାଶ ଆଘାଡ଼ି(ଏମ୍‌ଭିଏ) ଦଳର ନେତା ଭାବେ ବଛାଯାଇଛି। ଗଠବନ୍ଧନର ତିନି ପ୍ରତିନିଧି ରାଜ୍ୟପାଳଙ୍କୁ ଭେଟିବେ। ସେହିଭଳି ନଭେମ୍ବର ୨୮ ଗୁରୁବାର…

ଝାଡଖଣ୍ଡ ବିଧାନସଭା ନିର୍ବାଚନ: ମଙ୍ଗଳବାର ୫ମ ପର୍ଯ୍ୟାୟ ପ୍ରାର୍ଥିପତ୍ର ଦାଖଲ

ରାଞ୍ଚି,୨୬।୧୧: ଝାଡଖଣ୍ଡ ବିଧାନସଭାର ୫ମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ। ମୋଟ ୮୧ ଆସନ ବିଶିଷ୍ଟ ବିଧାନସଭାର ୧୬ଟି ଆସନ ଲାଗି ଶେଷ ପର୍ଯ୍ୟାୟରେ ଡିସେମ୍ବର ୨୦ରେ ମତଦାନ କରାଯିବ। ମଙ୍ଗଳବାରଠାରୁ ପ୍ରତିଦିନ…

୨ ଆସନରୁ ଲଢ଼ିବେ ହେମନ୍ତ ସୋରେନ୍‌

ରାଞ୍ଚତ୍,୨୫ା୧୧(ଆଇଏଏନ୍‌ଏସ୍‌) ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ୍‌ ରାଜ୍ୟ ବିଧାନସଭା ନିର୍ବାଚନରେ ଦୁଇଟି ଆସନରୁ ଲଢ଼ିବେ। ଏହି ନିର୍ବାଚନ ଜେଏମ୍‌ଏମ୍‌, କଂଗ୍ରେସ ଏବଂ ଆରଜେଡି ମିଳିତ ଭାବେ ଲଢ଼ୁଥିବାବେଳେ ସୋରେନ୍‌ଙ୍କୁ ମୁଖ୍ୟମନ୍ତ୍ରୀ…

ପରିବା ବିକାଳିରୁ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୭।୧୦: ଦୀପାବଳୀ ଅବସରରେ ଭାଜପା ନେତା ମନୋହର ଲାଲ ଖଟ୍ଟର ଦ୍ୱିତୀୟ ଥର ଲାଗି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ତାଙ୍କ ସହ ଭାଜପାକୁ ସମର୍ଥନ କରିଥିବା ଜେଜେପି ନେତା ଦୁଷ୍ୟନ୍ତ ଚୌତାଲା ମଧ୍ୟ ହରିୟାଣାର ଉପ ମୁଖ୍ୟମନ୍ତ୍ରୀ…

ବଢିଲା ଫଡନଭିଶଙ୍କ ସମସ୍ୟା

ମୁମ୍ବାଇ,୨୬।୧୦: ଗତ ୪୦ ବର୍ଷ ମଧ୍ୟରେ ଦେବେନ୍ଦ୍ର ଫଡନବିଶ ଏକ ମାତ୍ର ମୁଖ୍ୟମନ୍ତ୍ରୀ ଯିଏ ସୁରୁଖୁରୁ ଭାବେ ନିଜର ୫ ବର୍ଷ କାର୍ଯ୍ୟକାଳ ପୂରଣ କରିଛନ୍ତି। ଏବେ ପୁଣିଥରେ ବିଧାନସଭା ନିର୍ବାଚନରେ ବିଜୟ ଲାଭ କରି ସେ ତାଙ୍କର ଦ୍ୱିତୀୟ ଇନିଙ୍ଗସ୍‌…

ଦୁଷ୍ୟନ୍ତଙ୍କ ପାଇଁ ଖୁସି ଖବର: ଅଜୟଙ୍କୁ ମିଳିଲା ଛୁଟି

ନୂଆଦିଲ୍ଲୀ,୨୬।୧୦: ହରିୟାଣାରେ ଭାଜପାକୁ ସମର୍ଥନ ଦେବାର ୨୪ ଘଣ୍ଟା ନ ପୁରୁଣୁ ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୁଷ୍ୟନ୍ତଙ୍କ ପାଇଁ ଆସିଛି ଖୁସି ଖବର। ତିହାର ଜେଲ୍‌ରେ ଥିବା ଦୁଷ୍ୟନ୍ତଙ୍କ ପିତା ଅଜୟ ଚୌତାଲାଙ୍କୁ ଛୁଟି ମିଳିଥିବା ନେଇ ତିହାର ଜେଲ୍‌ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri