ଶିକ୍ଷା ଓ ନିଯୁକ୍ତି

ଓଡ଼ିଶା ଲୋକସେବା ଆୟୋଗ ଆଣିଲା ବଡ଼ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଆବେଦନ ତାରିଖ

ଭୁବନେଶ୍ୱର,୨୯ା୧୨: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ ସହକାରୀ ଯନ୍ତ୍ରୀ ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଜାନୁୟାରୀ ୧୨ ତାରିଖରୁ ଆବେଦନ ଆରମ୍ଭ ହେଉଥିଲା ବେଳେ ଫେବୃୟାରୀ ୧୨ ଶେଷ ତାରିଖ ରହିଛି। ଆଶାୟୀ ପ୍ରାଥୀମାନେ ଓପିଏସସିର ଅଫିସିଆଲ ୱେବସାଇଟ…

ଓଏସଏସସି ସିଜିଏଲ ୨୦୨୩: ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାନୁୟାରୀ ୩ ରୁ ଆବେଦନ ଆରମ୍ଭ

ଭୁବନେଶ୍ୱର,୨୭।୧୨: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ କମ୍ବାଇନ ଗ୍ରାଜୁଏଟ ଲେଭାଲ (ସିଜିଏଲ୍) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିଥିବା ୮୩ଟି ଗ୍ରୁପ ‘ବି’ ଓ ଗ୍ରୁପ ‘ସି’…

ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପାଇଁ ଅନଲାଇନ୍‍ ରେ ଉପଲବ୍ଧ ହେଲା ଆଡମିଟ୍‍ କାର୍ଡ

ନୂଆଦିଲ୍ଲୀ,୨୭।୧୨: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପାଇଁ ଆଜିଠାରୁ ଅନ୍‍ଲାଇନରେ ଆଡମିଟ୍‍ କାର୍ଡ ଉପଲବ୍‍ଧ ହୋଇଛି । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗରେ ପରୀକ୍ଷା ଦେବାକୁ ଥିବା ଉଭୟ ରେଗୁଲାର…

AAI Recruitment 2023: ଜୁନିଅର ଆସିଷ୍ଟାଣ୍ଟ ଏବଂ ସିନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ଡିସେମ୍ବର 27 ରୁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ, ୨୫।୧୨: ଏୟାରପୋର୍ଟ ଅଥରିଟିର ଜୁନିଅର ଆସିଷ୍ଟାଣ୍ଟ ଏବଂ ସିନିୟର ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀ ପାଇଁ ଡିସେମ୍ବର ୨୭ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆଗ୍ରହୀ ପ୍ରାର୍ଥୀମାନେ ଜାନୁଆରୀ ୨୬ ପର୍ଯ୍ୟନ୍ତ…

ASO ଚୟନରେ ହୋଇନାହିଁ କୌଣସି ତ୍ରୁଟି, ମେରିଟ୍ ଲିଷ୍ଟ କାଏମ୍‌ ରଖିଲେ ହାଇକୋର୍ଟ

କଟକ, ୨୨।୧୨: ବହୁ ଚର୍ଚ୍ଚିତ ଏଏସଓ ମେରିଟ୍ ଲିଷ୍ଟ କାଏମ୍‌ ରଖିଛନ୍ତି ଓଡ଼ିଶା ହାଇକୋର୍ଟ। ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନାହିଁ ବୋଲି କୋର୍ଟ କହିଛନ୍ତି। ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଖାରଜ କରି ୨ ଜଣିଆ…

ରାଜ୍ୟରେ ଖୁବ ଶୀଘ୍ର ପ୍ରକାଶ ପାଇବ ୧୦୦୮ଟି ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ, ଘୋଷଣା କଲେ ସରକାର

ଭୁବନେଶ୍ୱର,୨୧।୧୨: ରାଜ୍ୟରେ ଖୁବ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି ୧୦୦୮ଟି ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାରମ୍ଭିକ ପଦ୍ଧତି ଆରମ୍ଭ ହୋଇଛି। ୨୩ ଗୋଟି ଭିନ୍ନ ଭିନ୍ନ ବିଷୟ ପାଇଁ ଉଚ୍ଚ ମାଧ୍ୟମିକ…

ଦଶମରେ ଡ୍ରପ୍ ଆଉଟ ତାଲିକାରେ ଓଡ଼ିଶା ଦେଶରେ ପ୍ରଥମ

ନୂଆଦିଲ୍ଲୀ,୧୮ା୧୨: ବର୍ଷ ୨୦୨୧-୨୨ରେ ଭାରତରେ ୨୦.୬ ପ୍ରତିଶତ ଛାତ୍ରୀଛାତ୍ର ଦଶମରେ ପାଠ ପଢା ଛାଡିଥିବା ବେଳେ ୪୯.୯ ପ୍ରତିଶତ ସହିତ ଓଡ଼ିଶା ପ୍ରଥମରେ ରହିଛି। ୪୨.୧ ପ୍ରତିଶତ ସହିତ ବିହାର ଦ୍ୱିତୀୟ, ତୃତୀୟରେ ମେଘାଳୟ(୩୩.୫ ପ୍ରତିଶତ), ଚତୁର୍ଥରେ କର୍ଣ୍ଣାଟକ(୨୮.୫ ପ୍ରତିଶତ) ରହିଥିବା…

ଇଗ୍‌ନୋ’ର ଜାନୁୟାରୀ ସେସନ୍‍ ପାଇଁ ଆରମ୍ଭ ହେଲା ନାମଲେଖା ପ୍ରକ୍ରିୟା

ନୂଆଦିଲ୍ଲୀ,୧୮।୧୨: ଇନ୍ଦିରାଗାନ୍ଧି ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ – ଇଗ୍‌ନୋର ଜାନୁୟାରୀ ସେସନ୍‍ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଅନ୍‍ଲାଇନ୍‍ ଜରିଆରେ ଇଗ୍‌ନୋ ୱେବ୍‍ସାଇଟ୍‍ ମାଧ୍ୟମରେ ଆସନ୍ତା ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇପାରିବେ । ଚଳିତ ବର୍ଷ…

ଫେବୃୟାରୀ ୨୦ରୁ ମାଟ୍ରିକ ପରୀକ୍ଷା, ବୋର୍ଡ ପକ୍ଷରୁ ସୂଚନା

ଭୁବନେଶ୍ୱର,୧୩ା୧୨: ଆସନ୍ତା ବର୍ଷ ଫେବୃୟାରୀ ୨୦ରୁ ଆରମ୍ଭ ହେବ। ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିବ। ପ୍ରକାଶ ପାଇଥିବା ସୂଚୀ ଅନୁଯାୟୀ ୨୦ରେ ଓଡ଼ିଆ, ୨୩ରେ ଇଂରାଜୀ, ୨୬ରେ ଗଣିତ, ୨୮ରେ ହିନ୍ଦୀ/ସଂସ୍କୃତ,…

CBSE Board Exam 2024: ଡାଟା ଶିଟ ପ୍ରକାଶ, ଫେବୃୟାରୀ ୧୫ରୁ ପରୀକ୍ଷା, ଦେଖନ୍ତୁ…

ନୂଆଦିଲ୍ଲୀ,୧୨।୧୨ : ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ସିବିଏସଇ ପକ୍ଷରୁ ଡାଟା ଶିଟ ପ୍ରକାଶ ପାଇଛି। ୧୫ ଫେବୃଆରୀ ୨୦୨୪ରୁ ପରୀକ୍ଷା ଆରମ୍ଭ ହେବ। ଭାରତ ତଥା ବିଦେଶରେ ସିବିଏସଇ ବୋର୍ଡ ସହିତ ଜଡିତ ବିଦ୍ୟାଳୟ ଥିବା ଦେଶର ସର୍ବ…

ପାଠପଢ଼ିବା ସହ ଉଦ୍ୟୋଗୀ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଦେଲେ ଆହ୍ୱାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ରାଉରକେଲା,୩୦।୧୧: ଛାତ୍ରଛାତ୍ରୀମାନେ ପାଠପଢ଼ିବା ସହ ଉଦ୍ୟୋଗୀ ହେବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି । ରାଉରକେଲାର ଏନ୍‌‌ଆଇଟି ପରିସରରେ ୬ଟି ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି…

ଦଶମ ପାସ କରିଥିଲେ ଭାରତୀୟ ରେଳୱେରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେଉଁଠି କରିବେ ଆବେଦନ

ନୂଆଦିଲ୍ଲୀ,୨୮।୧୧: ଉତ୍ତର ପୂର୍ବାଞ୍ଚଳ ରେଳବାଇ ଗୋରଖପୁର ବିଭିନ୍ନ ଆକ୍ଟ ଆପ୍ରେଣ୍ଟିସ୍ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ରେଳବାଇରେ ଚାକିରି କରିବାକୁ ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ner.indianrailways.gov.in ରେ ଯାଇ ଅନଲାଇନରେ ଆବେଦନ କରିପାରିବେ। ଆବେଦନ ଏବଂ ଫି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri