ଆଜି ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା
ଭୁବନେଶ୍ୱର,୨୫।୬(ଅସମାପିକା ସାହୁ): ୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ୩ ନାମଲେଖା ନିମନ୍ତେ ମଙ୍ଗଳବାର ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଅପରାହ୍ନ ୪ଟାରେ ସାମ୍ସ ପୋର୍ଟାଲରେ ଏହା ଉପଲବ୍ଧ ହେବ। ୨୫ରୁ ୨୮ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ସ୍ଲାଇଡ୍ ଅପ୍ଶନ…
NEET ମାମଲାରେ ସାମ୍ନାକୁ ଆସିଲା ବଡ଼ ସତ, ୩୫ ଛାତ୍ରଙ୍କୁ…
ନୂଆଦିଲ୍ଲୀ, ୨୪।୬: NEET ପେପର୍ ଲିକ୍ ମାମଲାରେ ବଡ଼ ସତ ସାମ୍ନାକୁ ଆସିଛି । ଗିରଫ ହୋଇଥିବା ଚିଣ୍ଟୁ କୁମାରକୁ ପଚରାଉଚରା ବେଳେ ବିହାର ଅର୍ଥନୈତିକ ଅପରାଧ ଶାଖା ପୋଲିସ୍ ହାତରେ ବଡ଼ ସୂଚନା ଲାଗିଛି । ନିଟ୍ ପେପର ଲିକ୍ରେ…
NEET ପରୀକ୍ଷାକୁ ନେଇ ଆକ୍ସନ ମୋଡ୍ରେ ସରକାର, ୨୪ ଘଣ୍ଟାରେ ୪ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ, ୨୩।୬: ନିଟ୍ ପେପର ଲିକ୍କୁ ନେଇ କେନ୍ଦ୍ର ସରକାର ୨୪ ଘଣ୍ଟାରେ ୪ ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରବେଶ ପରୀକ୍ଷାରେ ହୋଇଥିବା ଅନିୟମିତତା ପାଇଁ ସରକାର ସିବିଆଇକୁ ଯାଞ୍ଚ ଭାର ଦେଇଛନ୍ତି । ଏହା ପୂର୍ବରୁ ଏହି ମାମଲାକୁ…
NEET-PG ପ୍ରବେଶିକା ପରୀକ୍ଷା ସ୍ଥଗିତ
ନୂଆଦିଲ୍ଲୀ,୨୨।୬: ଦେଶରେ ବିଭିନ୍ନ ପ୍ରତିଯୋଗୀତା ମୂଳକ ପରୀକ୍ଷାର ସ୍ୱଚ୍ଛତା ଉପରେ ଉଠିଥିବା ପ୍ରଶ୍ନକୁ ଦୃଷ୍ଟିରେ ରଖି NEET-PG ପ୍ରବେଶିକା ପରୀକ୍ଷା ସ୍ଥଗିତ ରଖାଯାଇଛି। ଏହି ପରୀକ୍ଷା ରବିବାର ଅର୍ଥାତ ୨୩ ତାରିଖରେ ଅନୁଷ୍ଠିତ ହେବାର ଥିଲା। ଖୁବଶୀଘ୍ର ପରୀକ୍ଷାର ନୂତନ ତାରିଖ…
ଏମତି ଜଣାପଡ଼ିଥିଲା NEET ପେପର ଲିକ୍ ଘଟଣା, ପୋଲିସ୍କୁ ଆସିଲା କଲ୍, ତାପରେ…
ନୂଆଦିଲ୍ଲୀ, ୨୨।୬: NEET ପେପର ଲିକ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ବିରୋଧୀ ଦଳମାନେ ଏହି ମୁଦ୍ଦାକୁ ନେଇ ରାସ୍ତାକୁ ଓହ୍ଲାଇଥିବା ବେଳେ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ହେଲେ ଏହି ପେପର ଲିକ୍…
ଜୁଲାଇ ୨୨ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା, ପଢ଼ନ୍ତୁ କାର୍ଯ୍ୟସୂଚୀ…
କଟକ,୨୧ା୬ (କାର୍ତ୍ତିକ ସାହୁ)- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ଆସନ୍ତା ଜୁଲାଇ ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷା ଗୋଟିଏ ସିଟିଂରେ ଏବଂ ଗୋଟିଏ ପ୍ରଶ୍ନପତ୍ରରେ…
୫ ହଜାର ଟଙ୍କାରେ ମିଳୁଥିଲା ୟୁଜିସି ନେଟ୍ ପ୍ରଶ୍ନପତ୍ର
ନୂଆଦିଲ୍ଲୀ,୨୧।୦୬: ନିଟ୍ ପ୍ରଶ୍ନପତ୍ର ଲିକ୍କୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ୟୁଜିସି ନେଟ୍ ପ୍ରଶ୍ନ ପତ୍ର ଲିକ୍ ହୋଇଛି । ଯାହାକୁ ନେଇ ପରୀକ୍ଷା ଆୟୋଜନ କରୁଥିବା ନ୍ୟାଶନାଲ୍ ଟେଷ୍ଟିଂ ଏଜେନ୍ସିର ସ଼୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି ।…
”NEET ପରୀକ୍ଷା ବିଭ୍ରାଟ ପାଇଁ ଆମେ ଦାୟୀ”: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ,୨୦।୬: ଦେଶରେ ଡାକ୍ତରୀ ଇଞ୍ଜିନିୟରିଂ ଓ ଫେଲୋଶିଫ ଭଳି ସମ୍ମାନଜନକ ପାଠ୍ୟକ୍ରମଗୁଡିକରେ ନାମ ଲେଖାଇବା ପାଇଁ ପ୍ରବେଶିକା ଏନଇଇଟି ପରୀକ୍ଷାରେ ସୃଷ୍ଟି ହୋଇଥିବା ବିଭ୍ରାଟ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି,…
UGC-NET ଜୁନ୍ ୨୦୨୪ ପରୀକ୍ଷା ବାତିଲ, ଅନିୟମିତତା ଭୟ ପରେ ଏନଟିଏ ନିଷ୍ପତ୍ତି
ନୂଆଦିଲ୍ଲୀ, ୧୯।୬: ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦେଶର ବିଭିନ୍ନ ସହରରେ ୧୮ ଜୁନ୍ ୨୦୨୪ ରେ ହେବାକୁ ଥିବା ୟୁଜିସି-ଏନଇଟି ଜୁନ୍ ୨୦୨୪ ପରୀକ୍ଷାକୁ ବାତିଲ କରିଦେଇଛି। ଏନଟିଏ ଦୁଇଟି ସିଫ୍ଟରେ ଓଏମଆର (କଲମ ଏବଂ କାଗଜ) ପ୍ରଣାଳୀରେ ପରୀକ୍ଷା…
ଏନ୍ଟିଏକୁ ସୁପ୍ରିମ୍କୋର୍ଟ ନୋଟିସ୍, ଯଦି ଭୁଲ୍ ହୋଇଛି ତେବେ…
ନୂଆଦିଲ୍ଲୀ, ୧୮।୬: ଦେଶରେ ଲାଗି ରହିଥିବା ନିଟ୍ ପରୀକ୍ଷାରେ ଅନିୟମିତତାକୁ ନେଇ ସୁପ୍ରିମ୍କୋର୍ଟ ଏନ୍ଟିଏକୁ ନୋଟିସ୍ ଦେଇଛନ୍ତି । ନିଟ୍ ପେପର ଲିକ୍ ହୋଇଥିବା ନେଇ ଦାଏର ହୋଇଥିବା ଯାଚିକାର ଶୁଣାଣି କରି କୋର୍ଟ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଏବଂ କନ୍ଦ୍ରକୁ…
ଏନ୍ଇଇଟି-ୟୁଜି ବିବାଦ: କେନ୍ଦ୍ର-ଏନ୍ଟିଏକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୪।୬: ନିଟ୍-ୟୁଜି ବିବାଦ ମଧ୍ୟରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ)କୁ ନୋଟିସ ଜାରି କରିଛନ୍ତି। ଏନ୍ଇଇଟି ପ୍ରଶ୍ନ ପେପର ଲିକ ଏବଂ ଅନ୍ୟାନ୍ୟ ଅନିୟମିତତା ଅଭିଯୋଗର ସିବିଆଇ ତଦନ୍ତ ପାଇଁ ଏକ ପିଟିସନ…
ସୁପ୍ରିମ୍କୋର୍ଟଙ୍କ ବଡ଼ ନିଷ୍ପତ୍ତି, ଏହି ତାରିଖରେ ପୁନର୍ବାର ପରୀକ୍ଷା !
ନୂଆଦିଲ୍ଲୀ, ୧୩।୬: ନିଟ୍ ୟୁଜି ରେଜଲ୍ଟ ମାମଲାକୁ ନେଇ ସୁପ୍ରିମ୍କୋର୍ଟରେ ଦାଏର ହୋଇଥିବା ୩ ଯାଚିକାର ଶୁଣାଣି ହୋଇଛି । ସୁପ୍ରିମ୍କୋର୍ଟ ଏନେଇ କହିଛନ୍ତି ଯେ, ୨୩ ଜୁନ୍ରେ ପୁନର୍ବାର ପରୀକ୍ଷା କରାଯିବ ଏବଂ ୩୦ ଜୁନ୍କୁ ଏହାର ଫଳ ପ୍ରକାଶ…
Archives


