ସମ୍ପାଦକୀୟ

ଓଡ଼ିଆ ସ୍ବାଭିମାନର ପ୍ରତୀକ

ଡ. ପ୍ରଫୁଲ୍ଲ କୁମାର ସାହୁ ବେଳେ ବେଳେ ମହାକାଳକୁ ଚକିତ କରି ଏମିତି ଜଣେ ଜଣେ ଯୋଗଜନ୍ମା ପୁରୁଷ ଜନ୍ମ ନିଅନ୍ତି, ଯିଏ ନିଜର ଅସାଧାରଣ ବ୍ୟକ୍ତିତ୍ୱ…

5 years ago

ଏଇ ଭାରତରେ

୧୨ ହଜାର ଫୁଟରୁ ଅଧିତ୍କ ଉଚ୍ଚରେ ଥିବା ଏକ ହ୍ରଦର ପୁନରୁଦ୍ଧାର କରିବା ସହ ପ୍ରତିଦିନ ଏହାକୁ ସଫା କରିବାରେ ଉଦାହରଣ ସୃଷ୍ଟି କରିଛନ୍ତି ସିକିମ୍‌ର ସଜ୍ଞା…

5 years ago

ପ୍ରଶାସନିକ ସଂସ୍କାର

ଗତ ବର୍ଷ ସେପ୍ଟେମ୍ବରରେ ମୋଦି ସରକାର ଅମଲାତନ୍ତ୍ରରେ ସଂସ୍କାର ଆଣିବା ପାଇଁ ସବୁଠୁ ମହତ୍ତ୍ୱାକାଂକ୍ଷୀ ପ୍ରୟାସ କରିଥିଲେ। ଏହି ଅବସରରେ ସରକାର ନ୍ୟାଶନାଲ କାପାସିଟି ବିଲ୍‌ଡିଂ ପ୍ରୋଗ୍ରାମ…

5 years ago

ନୂଆ କରୋନା ଭୂତାଣୁ

କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇ ଉଭାହେଲାଣି। ରାଜ୍ୟ ତଥା ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ିଚାଲିଛି। ମହାରାଷ୍ଟ୍ର, ଗୁଜରାଟ, ପଞ୍ଜାବରେ ଏହାର ରୂପ ପ୍ରକଟିତ…

5 years ago

ସହରୀକରଣ ଓ ରୋଜଗାର ସଙ୍କଟ

ଡ. ଲକ୍ଷ୍ମଣ ସାହୁ ଦେଶରେ ବସବାସ କରୁଥିବା ପ୍ରତ୍ୟେକ ଲୋକ ସହର ମୁହାଁ ହେବାକୁ ଚାହାନ୍ତି। ଗ୍ରାମ୍ୟ ଜୀବନର ଅସ୍ବାସ୍ଥ୍ୟକର ସ୍ବାସ୍ଥ୍ୟ, ଶିକ୍ଷା ପରିବେଶ, କର୍ମ ଯୋଗାଣ…

5 years ago

ଏଇ ଭାରତରେ

ପେସାରେ କମ୍ପ୍ୟୁଟର ଇଞ୍ଜିନିୟର କିନ୍ତୁ ନିଶା ଚାଷ । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ତେଲଙ୍ଗାନାର ମାଭୁରୁମ ମଲିକାର୍ଜ୍ଜୁନ ରେଡ୍ଡୀ। ସମନ୍ବିତ କୃଷି ପଦ୍ଧତିରେ ସେ ୨୬…

5 years ago

ମହାମାରୀ ଓ ସାମାଜିକ ପୁଞ୍ଜି

ଏଡୋରାଡୋ କ୍ୟାମ୍ପେନେଲା କୋଭିଡ୍‌-୧୯ ମହାମାରୀ ଭୌତିକ (ଉପତ୍ାଦନର ଏକ କାରକ ଯେଉଁଥିତ୍ରେ ମେଶିନ, ଭବନ ଏବଂ କମ୍ପ୍ୟୁଟର ଆଦି ଅନ୍ତର୍ଭୁକ୍ତ) ଏବଂ ମାନବ ପଞ୍ଜିିକୁ ବ୍ୟାପକ କ୍ଷତି…

5 years ago

ଘାତକ କୋଲେଷ୍ଟରଲ

ମାନେକା ଗାନ୍ଧୀ ମହମ ତଥା ଚର୍ବି(ଫ୍ୟାଟ୍‌) ଭଳି ପଦାର୍ଥ କୋଲେଷ୍ଟରଲ ଆମ ଶରୀରର ସବୁ କୋଷିକାରେ ମିିଳିଥାଏ। ଶରୀରରେ ଭିଟାମିନ ଡି’, ହର୍ମୋନ ତିଆରି କରିବା ଲାଗି…

5 years ago

ଆସ ଆନ୍ଦୋଳନ କରିବା

ଶ୍ୱେତପଦ୍ମାସିନୀ ମହାନ୍ତି ଏବେ ଯେଉଁଠି ଦେଖ, ସେଠି ଆନ୍ଦୋଳନ। କେତେ ସମସ୍ୟା, କେତେ ଦାବି, ନ୍ୟାୟ ପାଇଁ, ଚାକିରି ପାଇଁ, ବେକାରି ପାଇଁ, ଚାଷ ପାଇଁ, ବାସ…

5 years ago

କ୍ଷେତକୁ ଖାଇଲା ବାଡ଼

ହରିଶଙ୍କର ମିଶ୍ର ଦୁର୍ନୀତିରେ ଲିପ୍ତ ସରକାରୀ ଅଧିକାରୀ ରାଜ୍ୟ ପ୍ରଗତିର ବାଧକ। ମାତ୍ର କ୍ଷେତକୁ ଖାଉଥିବା ବାଡ଼ ପରି ସରକାରୀ ଅର୍ଥର ବାଟମାରଣା ବା ଦୁରୁପଯୋଗ ଭିନ୍ନ…

5 years ago