ସୁନ୍ଦରଗଡ଼

ବରକନ୍ୟାଙ୍କୁ ବେଦିରୁ ଉଠାଇନେଲା ପୋଲିସ

ରାଉରକେଲା ଅଫିସ,୨୧ା୫: ପ୍ରଥମ ସ୍ତ୍ରୀ ଓ ତାଙ୍କର ଏକ ଝିଅ ଥିବା ସତ୍ତ୍ୱେ ଅନ୍ୟ ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିବା ବେଳେ ପୋଲିସ ବାହାଘର ବେଦିରୁ…

2 years ago

ମିଳିଲା ନାହିଁ ସହାୟତା , ପୋଖରୀ ଖୋଳିଲେ ମହିଳା

ବଡ଼ଗାଁ, ୧୬।୫(ଡି.ଏନ୍‌.ଏ.): ସରକାରଙ୍କ ପକ୍ଷରୁ ମିଳିଲା ନାହିଁ ସହାୟତା , ଜନପ୍ରତିନିଧି ଓ ଦଳୀୟ ନେତାମାନେ ମଧ୍ୟ ଦୃଷ୍ଟି ଦେଲେନି। ଶେଷରେ ଗାଧୋଇବା ସମସ୍ୟାର ଦୂରୀକରଣ ପାଇଁ…

2 years ago

ସୁନ୍ଦରଗଡ଼ ଗସ୍ତରେ ମୁଖ୍ୟ ଶାସନ

ରାଉରକେଲା ଅଫିସ,୧୪।୫: ଦୁଇ ଦିନିଆ ସୁନ୍ଦରଗଡ଼ ଜିଲା ଗସ୍ତରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଶୁକ୍ରବାର ଅପରାହ୍ନ୍ଣରେ ପହଞ୍ଚି କୋପସିଂଙ୍ଗା ଗାଁରେ ନିର୍ମାଣଧିନ…

2 years ago

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଇନ୍ସପେକ୍ଟର

ସମ୍ବଲପୁର,୧୪ା୫(ବ୍ୟୁରୋ): ରାଜ୍ୟ ଭିଜିଲାନ୍ସ ବିଭାଗର ଆଭ୍ୟନ୍ତରୀଣ ଟିମ୍‌ ଫାସରେ ପଡ଼ିଛନ୍ତି ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଇନ୍ସପେକ୍ଟର ମାନସୀ ଜେନା। ବରଗଡ଼ର ମୁକେଶ ସାହୁ ନାମକ ଯୁବକଙ୍କୁ ମଧ୍ୟସ୍ଥ…

2 years ago

ବିରଳ ପକ୍ଷୀ ଉଦ୍ଧାର: ନନ୍ଦନକାନନରେ ରହିବ

ଟେନ୍‌ସା, ୫।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଣାଇ ବନାଞ୍ଚଳର ବରାହମୂଷା ଗ୍ରାମରୁ ବୁଧବାର ସକାଳେ ଏକ ବିରଳ ବିଦେଶୀ ପକ୍ଷୀ ଉଦ୍ଧାର କରାଯାଇଛି। ଏହାକୁ ଗୁରୁବାର ଭୁବନେଶ୍ୱର ନନ୍ଦନକାନନକୁ…

2 years ago

ହକି ଖେଳିବା ବେଳେ ଚାଲିଗଲା ୨ ଜୀବନ

ସୁନ୍ଦରଗଡ଼,୩।୫(ଡି.ଏନ୍‌.ଏ.): ଖେଳ ହେଲା କାଳ। ହକି ଖେଳିବା ବେଳେ ଚାଲିଗଲା ୨ ଯୁବକଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଅଲଣ୍ଡା…

2 years ago

ଗିରଫ ହେଲେ ସୈତାନ ବାପା

ଟେନ୍‌ସା,୨ା୫(ଡି.ଏନ୍‌.ଏ.): ମଦନିଶାରେ ତିନି ୩ ନିଷ୍ପାପ ସନ୍ତାନଙ୍କୁ ହତ୍ୟା କରି ଜଙ୍ଗଲରେ ଲୁଚି ରହିଥିବା ସୈତାନ ବାପାଙ୍କୁ ଜଙ୍ଗଲ ଭିତରୁ ଗିରଫ କରିଛି କୋଇଡା ପୋଲିସ। ସୁନ୍ଦରଗଡ଼…

2 years ago

ହତ୍ୟାକାରୀଙ୍କୁ ଗିରଫ ଦାବିରେ ଥାନା ଘେରିଲେ ମହିଳା

ସୁନ୍ଦରଗଡ,୧।୫(ଡି.ଏନ୍‌.ଏ.): ସୁନ୍ଦରଗଡ ସରକାରୀ କଲେଜ ରୋଡରେ ଶୁକ୍ରବାର ରାତିରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରବିବାର ମହନ୍ତିଆ ପଡାର ମହିଳାମାନେ ଏକାଠି ହୋଇ…

2 years ago

ଏଣିକି ଟ୍ରାଫିକ ନିୟମ ଉଲ୍ଲଂଘନ କଲେ କଟିବ ଚାଲାଣ

ସୁନ୍ଦରଗଡ଼,୧ା୫(ଡି.ଏନ୍‌.ଏ.): ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଏଥର ଚାଲାଣ କଟିକ। ମେ’ ପହିଲାରୁ ସୁନ୍ଦରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯାଉଛି।…

2 years ago

ମଦ ନିଶାରେ ସ୍ତ୍ରୀଙ୍କ ସହ ବଚସା; ରାଗରେ କଅଁଳ ୩ ଛୁଆଙ୍କୁ କୂଅରେ ଫିଙ୍ଗି ହତ୍ୟା କଲେ ବାପା

ଟେନସା/ବଣାଇଁ,୧।୫(ଡି.ଏନ୍‌.ଏ./ସ୍ବ.ପ୍ର.): ମଦ ନିଶାରେ କଅଁଳ ୩ଶିଶୁକୁ କୂଅରେ ଫିଙ୍ଗି ହତ୍ୟା କରିଛି ବାପା। ଶନିବାର ରାତିରେ ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କୁଲା ଗ୍ରାମରେ ଏପରି…

2 years ago