ଭବାନୀପାଟଣା,୨୩।୫: କଳାହାଣ୍ଡି ଲୋକ ସଭା ଆସନରେ ଭାଜପାର ବସନ୍ତ ପଣ୍ଡା ଆଗରେ ରହିଛନ୍ତି। ବସନ୍ତ ୧୦୮୪୧୩ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ପୁଷ୍ପେନ୍ଦ୍ର ସିଂଦେଓ…
ବିଜେପୁର,୨୩।୫: ବିଜେପୁର ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗରେ ରହିଛନ୍ତି। ୧୨ଶ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନବୀନ ୩୭୩୫୬ ଭୋଟ ପାଇଥିବାବେଳେ ଭାଜପାର ସନତ…
ବଲାଙ୍ଗୀର ଅଫିସ,୨୩।୫: ପ୍ରଥମ ରାଉଣ୍ଡରେ ଭାଜପାର ସଙ୍ଗୀତା ସିଂହ ଦେଓ ୨୫୬୭ ଭୋଟରେ ଆଗୁଆ ଅଛନ୍ତି। ବିଜେଡିର କଳିକେଶ ନାରାୟଣ ସିଂହ ଦେଓ ୧୧୧୨ଭୋଟ ପାଇଛନ୍ତି। ସେହିପରି…
ବରଗଡ଼ ଅଫିସ, ୨୩।୫: ବରଗଡର ଦୁଇ କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ବରଗଡ ପଞ୍ଚାୟତ କଲେଜ ଓ ପଦ୍ମପୁର ଆରଏମସି ଗୋଦାମରେ ଭୋଟ…
ବୌଦ୍ଧ,୨୩୫(ଡି.ଏନ୍.ଏ.):ବୌଦ୍ଧ ବିଧାନସଭା ଅାସନରେ ଦ୍ୱିତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଭାଜପାର ସୁଶାନ୍ତ ପ୍ରଧାନ ବିଜେଡିର ପ୍ରଦୀପ ଅମାତଙ୍କଠାରୁ ୨୦୨ ଭୋଟରେ ଅ।ଗୁଅ। ରହିଛନ୍ତି
ଜୁନାଗଡ,୨୨।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଜାରିଙ୍ଗ ଛକ ୨୬ ନଂ. ଜାତୀୟ ରାଜପଥରେ ବୁଧବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…
ଅମରପାଲି, ୨୨।୫ (ଡି.ଏନ୍.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଲପଦର ପଁଚେତ୍ ଅମରପାଲି ଗଁାର ଦଧି ବାଘ(୬୦) କିଡ଼୍ନୀ ରୋଗ୍ରେ ପୀଡ଼ିତ ଅଛନ୍। ସେ ଝନେ ନିହାତି…
ଜାମଟିକ୍ରା, ୨୨।୫ (ଡି.ଏନ.ଏ): ମୁଡ଼ଫଟା ଖରା ତାତିର ଲାଗି ରାଏଜ୍ ସରକାର ସବୁ ସରକାରୀ ବେସରକାରୀ ସ୍କୁଲ, କଲେଜ ଛୁଟି ଘୋଷନା କରିଛନ୍। ହେଲେ ମହିଳା ଓ…
ଟିକ୍ରାପଡା, ୨୧ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଲା ବ୍ଲକ କରମତଲା ପଞ୍ଚାୟତ ଅଧିନ ଦାବଯୁରି ଗ୍ରାମରେ ଉକତ୍ଟ ପାନୀୟ ଜଳ ସମସ୍ୟା ଦେଖା ଦେଇଛି। ଗାଁରେ ମାତ୍ର ଦୁଇଟି…
ବଲାଙ୍ଗୀର ଅଫିସ, ୨୧ା୫: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ମଙ୍ଗଳବାର ପ୍ରକାଶ ପାଇଛି ା ଜିଲାରେ ପାସ୍ହାର ୭୩.୦୮ ପ୍ରତିଶତ…