ସମ୍ବଲପୁର

ମଦ ବିରୋଧରେ ତାତିଲେ ମହିଳା

ଲୋଇସିଂହା,୨୫।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁର୍ଡା ଗ୍ରାମର ମହିଳାମାନେ ସଟ୍ଟା ଏବଂ ମଦ ବିରୋଧୀ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଗୁରୁବାର ବୁର୍ଡା-ସୋନପୁର ରାସ୍ତାରେ ଥିବା…

7 years ago

ନୂଆଗାଁ ବ୍ଲକରେ ଆବଶ୍ୟକଠାରୁ ୮୦ ପ୍ରତିଶତ କମ୍‌ ବର୍ଷା

ନୂଆଗାଁ, ୨୫।୭ (ଡି.ଏନ.ଏ.)-ଶ୍ରାବଣରେ ବର୍ଷା ନାହିଁ। ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍‌। ଚାଷୀଙ୍କୁ କେବଳ ଭଗବାନ ଭରଷା କହିଲେ କିଛି ଅତ୍ୟୁକ୍ତି ହେବନାହିଁ। ସୁନ୍ଦରଗଡ଼ ଜିଲା ନୂଆଗାଁ…

7 years ago

ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ରାଉରକେଲା ଅଫିସ,୨୫।୭: ରାଉରକେଲା ଲାଠିକଟା ପୋଲିସ ବୁଧବାର ଜଣେ ଅପରାଧିଙ୍କୁ ଏନକାଉଣ୍ଟର କରିଛି। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ମାଝି(୩୩)ଗୁରୁତର ଆହତ ହୋଇଛନ୍ତି। ସୁନିଲର ଡାହାଣ…

7 years ago

ଚାଷୀ ଆତ୍ମହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବରଗଡ଼ ଅଫିସ,୨୫।୭: ବରଗଡ଼ ସଦର ଥାନା ଅନ୍ତର୍ଗତ ବୀରମାଲ ନିକଟ ପୋଢ଼ମୁଣ୍ଡା ଗ୍ରାମରେ ବୁଧବାର ରାତିରେ କୀଟନାଶକ ପିଇ ଜଣେ ଯୁବଚାଷୀ ବୈଷ୍ଣବ ଭୁଏ(୨୭) ଆତ୍ମହତ୍ୟା କରଥିବା…

7 years ago

ବଣ୍ଡାଖାଲି ଜଙ୍ଗଲରେ ମାଓବାଦୀ-ଏସ୍‌ଓଜି ଯବାନ ଗୁଳି ବିନିମୟ

ଭବାନୀପାଟଣା/ଲାଞ୍ଜିଗଡ଼, ୨୫।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଜେପୁର ଥାନା ଅନ୍ତର୍ଗତ ବଣ୍ଡାଖାଲି ଜଙ୍ଗଲରେ ବୁଧବାର ସକାଳେ ମାଓବାଦୀ ଓ ଏସ୍‌ଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟ…

7 years ago

ଦ୍ୱିତୀୟ ଦିନରେ ବି ଖୋଲିଲାନି ତାଲା, ଗଛ ମୂଳେ ପାଠ ପଢିଲେ ଛାତ୍ରୀଛାତ୍ର

ତଳଗାଁ,୨୫।୭(ଡି.ଏନ.ଏ) ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଗଣ୍ଡାପାଜୁ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁଶାନ୍ତ କୁମାର ବେହେରାଙ୍କୁ ଅନ୍ୟତ୍ର ବଦଳି ପ୍ରତିବାଦରେ ଅଭିଭାବକମାନେ ସ୍କୁଲରେ ପକାଇଥିବା ତାଲା ବନ୍ଦ…

7 years ago

ବିକାଶର ଆଁଖିରେ ବଢ଼ୁଛେ ଆବୁ: ଟଁକା ଯୁଗାଡ଼ ଚିନ୍‌ତାରେ ଗରିବ୍‌ ମା’ବାପ୍‌

କୋକସରା,୨୫।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋତୋମୁଣ୍ଡା ପଁଚେତ୍‌ ଅଧୀନ ଚୋରଣିଦୁଆର ଗାଁର ମଙ୍ଗଲେ ମାଝି ଆର ତ୍ରୀନାଥ ମାଝିକଁର ପୁଓ ବିକାଶ ମାଝି(୫)। ସେ ଜନମ୍‌…

7 years ago

ଜମି ଛଡ଼ାଇ ନେଇ ଗାଁରୁ ତଡ଼ି ଦେଲେ

ବରଗଡ଼ ଅଫିସ୍‌,୨୫।୭: ବରଗଡ଼ ଜିଲାର ଉପାନ୍ତ ଅମ୍ବାଭୋନା ଥାନା ଅନ୍ତର୍ଗତ କୁମ୍ଭୋ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗ୍ରାମର ୬ଜଣ ମୁଷ୍ଟିମେୟ ଲୋକ…

7 years ago

ବାଟବନା ହେଇଛେ ଆବାସ ଯୋଜନା: ଦଦ୍‌ରା ମାଟି ଖପର ଘରେ ଗରିବ୍‌ ପରିବାର

ଲାଠୋର, ୨୫।୭ (ଡି.ଏନ୍‌.ଏ.): ସରକାର ଗରିବ ଦୁଖି, ବାସହୀନମାନକୁ ପ୍ରଧାନମନ୍ତ୍ରୀ ଆବାସ, ଇନ୍ଦିରା ଅବାସ, ବିଜୁ ପକାଘର, ମୋ କୁଡ଼ିଆ ଯୋଜନାରେ ସାମିଲ କରି ପକାଘର ଯୁଗେଇ…

7 years ago

ସାହାଯ୍‌ ଲାଗି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀକୁଁ ଗୁହାରି କଲେ ଗାଁବାସୀ: ବୋନମ୍ୟାରୋ ସମସିଆରେ ପୀଡ଼ିତ ମାନସ

ଲୋଇସିଂହା,୨୫।୭ (ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ହରଭଙ୍ଗା ଗାଁର ବେଣୁଧର ବିଶ୍ୱାଳକଁର ପୁଓ ମାନସ ବିଶ୍ୱାଳ(୭)। ଏହେଦେ ସେ ବୋନମ୍ୟାରୋ ସମସିଆରେ ପୀଡ଼ିତ ଥିଲାବେଲେ ତାକର…

7 years ago