ସମ୍ବଲପୁର

ପ୍ରତାରଣା ପାଇଁ ଗଲେ ଜେଲ

କୁଚିଣ୍ଡା,୧୧ା୮(ଡି.ଏନ.ଏ.): ଯୁବତୀଙ୍କୁ ପ୍ରତାରଣା କରିବା ଅଭିଯୋଗରେ କୁଚିଣ୍ଡା ଥାନା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ମହୁଲପାଲି ଥାନା ଭୁଲୁପଡା (ବାଉରୀଗୋଡା) ଗ୍ରାମର ବୃନ୍ଦାବନ…

5 years ago

୧୩ ଲକ୍ଷ ଟଙ୍କାର ନକଲି ନୋଟ୍‌ ସହ ଛପା ମେଶିନ ଜବତ

ସମ୍ବଲପୁର ଅଫିସ,୮ା୮: ସମ୍ବଲପୁର ପୋଲିସ ପକ୍ଷରୁ ନକଲି ନୋଟ୍‌ କାରବାର ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରାଯାଇଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ନକିଲ ଟଙ୍କା ଜବତ କରିବା ସହ ୬…

5 years ago

କଲେଜ ଛାତ୍ରୀଙ୍କୁ ବଳାତ୍କାର

ରେଢ଼ାଖୋଲ,୩୧ା୭(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ ଚାରମାଳ ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଚାରମାଳ ପୋଲିସ ଏକ ମାମଲା (ନଂ.୧୦୦/୨୧)…

5 years ago

ହୀରାକୁଦ ଡ୍ୟାମ୍‌ର ୮ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୩୧।୭(ବ୍ୟୁରୋ): ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ହୀରାକୁଦ ଡ୍ୟାମ୍‌ର ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରର ଜଳସ୍ତର ୬୦୫.୧୦ ଫୁଟ୍‌…

5 years ago

ଅଲିମ୍ପିକ୍ସକୁ ନେଇ ଚିତ୍ରକଳା ପ୍ରଦର୍ଶନ

ସମ୍ବଲପୁର,୨୯ା୭ (ବ୍ୟୁରୋ): ଅଲିମ୍ପିକ୍ସକୁ ନେଇ ଇଣ୍ଡିଆନ କଣ୍ଟେମ୍ପରାରି ଆଟର୍‌ସ ଆସୋସିଏଶନ ଦ୍ୱାରା ଆନ୍ତର୍ଜାତୀୟ ଭର୍ଚୁଆଲ ଆର୍ଟ ଶୋ ପ୍ରଦର୍ଶିତ ହୋଇଛି। ଏଥିରେ ପଶ୍ଚିମ ଓଡ଼ିଶାର ୮ ଚିତ୍ରଶିଳ୍ପୀଙ୍କ…

5 years ago

ହୀରାକୁଦ ଜଳଭଣ୍ଡାର ଦ୍ୱୀପରେ ହେବ କଟେଜ୍‌

ସମ୍ବଲପୁର,୨୯ା୭(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ରାଜ୍ୟ ସରକାର ଏଠାରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ପାଇଁ ୧୩୦…

5 years ago

ହୀରାକୁଦ ଡ୍ୟାମ୍‌ର ୧୪ ଗେଟ୍‌ରେ ଜଳ ନିଷ୍କାସନ

ସମ୍ବଲପୁର,୨୯ା୭(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ର ବୁଧବାର ୧୪ ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ମିଳିଥିବା ରିପୋର୍ଟ ଅନୁସାରେ ଜଳଭଣ୍ଡାରର ଜଳସ୍ତର ୬୦୭.୧୭ ଫୁଟ୍‌ ରହିଛି। ୧୪…

5 years ago

କାର୍‌-ଟ୍ରକ୍‌ ମୁହାଁମୁହିଁ, ଗଲା ୨ ଜୀବନ

ସମ୍ବଲପୁର,୨୬ା୭(ବ୍ୟୁରୋ): ସମ୍ବଲପୁର-ଅନୁଗୋଳ ୫୫ନଂ. ଜାତୀୟ ରାଜପଥର ସମ୍ବଲପୁର ଜିଲା ଯୁଯୁମୁରା ଥାନା ଜରାଙ୍ଗ ଗ୍ରାମ ନିକଟରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଓ କାର୍‌…

5 years ago

ଟ୍ରେନ ଲାଇନରୁ ମିଳିଲା ମୃତଦେହ

ରେଢାଖୋଲ,୨୨।୭(ଡି.ଏନ୍‌.ଏ): ରେଢାଖୋଲ ରେଳ ଷ୍ଟେଶନଠାରୁ ୨୦କି.ମି. ଦୂର ମୋଚିବାହାଳ ଗ୍ରାମ ନିକଟ ଟ୍ରେନ୍‌ ଲାଇନରୁ ଗୁରୁବାର ଜିଆର୍‌ପି ପୋଲିସ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ସେ…

5 years ago

୭କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ରେଢାଖୋଲ,୨୨।୭(ଡି.ଏନ୍‌.ଏ.): ରେଢ଼ାଖୋଲ କନ୍ଧରା ଗ୍ରାମରେ ଅବକାରି ବିଭାଗର ଚଢ଼ାଉ। ଏହି ଚଢ଼ାଉରେ ୭କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ପୋଲିସ ଜଣଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ବୁଧବାର…

5 years ago