ବଣ୍ଡାଘାଟିରେ ଓଲଟିଲା କମାଣ୍ଡର ୨ ମୃତ ୪ ଗୁରୁତର
ମାଲକାନଗିରି-୧oା୬ (ସ୍ବ.ପ୍ର.)-ମାଲକାନଗିରି ଜିଲା ଖଇରପୁଟ ବଣ୍ଡାଘାଟିରେ ଏକ କମାଣ୍ଡର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଖବରରୁ ଜଣାପଡିଛି ସୋମବାର ଅପରାହ୍ନ ୫ଟାରେ ଏକ କମାଣ୍ଡର ଖଇରପୁଟରୁ ଯାତ୍ରୀଙ୍କୁ ନେଇ ବଣ୍ଡାଘାଟିର...
ପଲିଟେକନିକରେ ଖାଲି ପଡୁଛି ସିଟ୍: ପ୍ରଚାର ପ୍ରସାର ଅଭାବରୁ ଏହାର ସୁଯୋଗ ନେଇପାରୁନାହାନ୍ତି ଉପାନ୍ତ ଅଞ୍ଚଳର ପିଲା
ଜୟପୁର,୧୦।୬(ଡି.ଏନ୍.ଏ.)ଜୟପୁର ବ୍ଲକର ରଣ୍ଡାପାଲୀରେ ରାଜ୍ୟ ସରକାରଙ୍କ ଏକ ସରକାରୀ ପଲିଟେକନିକ ୨୦୧୪ରୁ ପ୍ରତିଷ୍ଠା ହୋଇଛି। କିନ୍ତୁ ଜିଲାର ଉପାନ୍ତ ବ୍ଲକର ଛାତ୍ରୀଛାତ୍ର ପଲିଟେକନିକକୁ ନେଇ ସଚେତନ କିମ୍ବା ଅଜ୍ଞ ରହିଥିବା ଯୋଗୁ ଏହିପରି ବୈଷୟିକ ଶିକ୍ଷାନୁଷ୍ଠାନରେ ସେମାନଙ୍କ ଯୋଗଦାନ କମ୍...
ପୋଖରୀରେ ବୁଡ଼ି ୮ ବର୍ଷ ଛାତ୍ରର ମୃତ୍ୟୁ
ମାଲକାନଗିରି, ୧୦।୬(ଡି.ଏନ୍.ଏ.): ମାଲକାନଗିରି ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଷ୍ମାବକାଶରେ ମାମୁଁ ଘରକୁ ବୁଲିବାକୁ ଯାଇଥିବା ଜଣେ ୮ ବର୍ଷ ଶିଶୁର ପୋଖରୀରେ ବୁଡି ମୃତ୍ୟୁ ଘଟିଛି। ସେ ହେଲେ ମାଲକାନଗିରି ସଦର ବ୍ଲକ ପଦ୍ମଗିରି ପଞ୍ଚାୟତର...
ରୋଗୀ, ଗର୍ଭବତୀଙ୍କୁ ହମ୍ପ୍ସ ଡର
କୁନ୍ଦୁରା,୯।୬(ଡି.ଏନ୍.ଏ.):ଦିନରେ ହେଉ କି ରାତିରେ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ଯାଉଥିବା ଜରୁରୀ ରୋଗୀଟି କିମ୍ବା ଗର୍ଭବତୀ ମହିଳା ଜଣଙ୍କ ପାଇଁ କାଳ ସାଜିଛି ହମ୍ପସ। ସାଧାରଣ ଲୋକେ ତ ନିତି ପ୍ରତିଦିନ ହମ୍ପସ ଯୋଗୁ ଅନେକ ହଇରାଣ ହେଉଛନ୍ତି।...
କାଳବୈଶାଖୀ ଉଡ଼ାଇ ନେଲା ଛପର:ପଲିଥିନ୍ ତଳେ ବିତୁଛି ଜୀବନ
ଉମରକୋଟ, ୯।୬(ଡି.ଏନ୍.ଏ.):କାଳବୈଶାଖୀ ଉଡ଼ାଇ ନେଲା ଘର ଛପର। ପଲିଥିନ ତଳେ ମୁଣ୍ଡ ଗୁଞ୍ଜୁଛନ୍ତି ଚାରିପ୍ରାଣୀ। ପୂର୍ବରୁ ଆବାସ ଯୋଜନାରେ ଘରଟିଏ ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ଏଯାବତ୍ ମିଳିନାହିଁ। ଏବେ ପଲିଥିନ୍ ଛପର ଘର ହିଁ ଆମ ସାହାରା...
ସାପ କାମୁଡାରେ ମା’,ପୁଅ ମୃତ
ଉମରକୋଟ,୮।୬(ଡି.ଏନ.ଏ)-ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କୁର୍ସି ପଞ୍ଚାୟତର ମାଲପରା ଗ୍ରାମରେ ଶୁକ୍ରବାର ରାତିରେ ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି। ସାପ କାମୁଡାରେ ମା’ ଓ ପୁଅର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଲକ୍ଷ୍ମୀ ଗଣ୍ଡ ଓ ତାଙ୍କ ପୁଅ...
ଘରୋଇ ବସ୍ରୁ ଗଞ୍ଜେଇ ଜବତ: ଅଭିଯୁକ୍ତ ଯାତ୍ରୀ ଅଟକ
କୋରୁକୋଣ୍ଡା, ୮।୬(ଡି.ଏନ୍.ଏ): ମାଲକାନଗିରିରୁ ଜୟପୁର ଅଭିମୁଖେ ଯାଉଥିବା ଘରୋଇ ବସ୍(ଗୁପ୍ତା ଟ୍ରାଭେଲର୍ସ)ରୁ ଶନିବାର ସକାଳେ ଗଞ୍ଜେଇ ଜବତ ହୋଇଛି। ଜଣେ ଯୁବକ ଏକ ବ୍ୟାଗରେ ଗଞ୍ଜେଇ ନେଇ ଜୟପୁର ଯାଉଥିବା ମାଲକାନଗିରି ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ...
ଜମିବାଡ଼ିକୁ ନେଇ ଗଣ୍ଡଗୋଳ: ବଡ଼ଭାଇ ଆକ୍ରମଣରେ ସାନ ଭାଇ ମୃତ
କୋରାପୁଟ, ୮।୬(ସ୍ବ.ପ୍ର.): କୋରାପୁଟ ବ୍ଲକ ଦେଓଘାଟି ଗ୍ରାମରେ ଶୁକ୍ରବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଜମିବାଡ଼ି ଓ ଧାନକୁ ନେଇ ୨ ଭାଇ ଲଳିତ ମୁଦୁଲି ଓ ସାନ ଭାଇ ଉଦ୍ଧବଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଲଳିତ ରାଗିଯାଇ...
ବିଭିନ୍ନ ଘଟଣାର ନ୍ୟାୟ ଦାବିରେ ଧାରଣା: ପୋଲିସ ପଦକ୍ଷେପ ନନେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ସିପିଆଇ
ଜୟପୁର,୭ା୬(ନି.ପ୍ର.): ଆତ୍ମହତ୍ୟା, ଗଣ ବଳାତ୍କାର ଓ ହତ୍ୟା, ମାନସିକ ନିର୍ଯାତନା ଘଟଣାରେ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସିପିଆଇ। ଏହି ଦାବିରେ ପ୍ରତୀକ ପୂର୍ବାହ୍ନ ୧୦ଟାରୁ ୧୨ଟା ଯାଏ ଧାରଣା ଦେଇଛି ଜିଲା ସିପିଆଇ।...
ଓଲଟିଲା ବସ୍, ବର୍ତ୍ତିଲେ ୨୦ ଯାତ୍ରୀ: ଡ୍ରାଇଭର, କଣ୍ଡକ୍ଟରଙ୍କ ସମେତ ୪ ଆହତ
ପଟ୍ଟାଙ୍ଗି,୭ା୬(ଡି.ଏନ୍.ଏ.): ପଟ୍ଟାଙ୍ଗି ଥାନା ରାଲେଗଡ଼ା ପଞ୍ଚାୟତ ତେଲରାଇ ଛକ ନିକଟରେ ଶୁକ୍ରବାର ଏକ ବସ୍ ଓଲଟିପଡ଼ିଛି। ଏଥିରେ କଣ୍ଟକ୍ଟରଙ୍କ ସମେତ ୪ ଜଣ ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ବର୍ତ୍ତିଯାଇଛନ୍ତି। ଡ୍ରାଇଭର ଓ କଣ୍ଡକ୍ଟର ଏବେ କୋରାପୁଟରେ ଚିକିତ୍ସିତ ହେଉଛନ୍ତି।...
ରାସ୍ତା କଡ଼କୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍: ୫ ଆହତ, କଣ୍ଡକ୍ଟରଙ୍କ ଗୋଡ଼ ଭାଙ୍ଗିଲା
ପଟ୍ଟାଙ୍ଗି,୭।୬(ଡି.ଏନ୍.ଏ.): କୋରାପୁଟ ଜିଲା ପଟାଙ୍ଗି ଥାନା ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତ ଅଧୀନ ତେଲରାଇ ଗ୍ରାମ ଛକ ତଥା ୨୬ନଂ ଜାତୀୟ ରାଜପଥ କଡ଼କୁ ଶୁକ୍ରବାର ଏକ ଯାତ୍ରୀବାହୀ ବସ୍ ‘ନଡ଼ିଆ ରାଣୀ’ ଓଲଟି ପଡ଼ିଛି। ଫଳରେ ଗାଡ଼ିରେ ଥିବା ୫ଜଣ...
ସିଲେରୁ ନଦୀରେ ଡଙ୍ଗା ବୁଡି ନିଖୋଜ ଘଟଣା: ୪ ଦିନ ପରେ ୨ ମହିଳାଙ୍କ ମୃତଦେହ ଉଦ୍ଧାର
ମାଲକାନରି, ୬ା୬ (ସ୍ବ.ପ୍ର.)- ସିଲେରୁ ନଦୀରେ ଡଙ୍ଗାବୁଡି ନିଖୋଜ ଥିବା ୨ ମହିଳାଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ଫଳରେ ଗତ ୪ ଦିନ ଧରି ଏନେଇ ଲାଗି ରହିଥିବା ଅନିଶ୍ଚିତତା ଦୂର ହୋଇଛି। ଖବରରୁ ଜଣାପଡିଛି ମାଲକାନଗିରି ଜିଲା...
Archives


