ବ୍ରାହ୍ମଣ ସାହିରେ ମା’ଙ୍କୁ ଆବାହନ
ରାୟଗଡା ଅଫିସ, ୮।୧୦: ରାୟଗଡା ସହରରେ ବିଜୟା ଦଶମୀ ପୂଜା ପାରମ୍ପରିକ ରୀତିନୀତିରେ ଚାଲିଛି। ରାୟଗଡା ବ୍ରାହ୍ମଣ ସାହିରେ ଅତି ଆଡ଼ମ୍ବରରେ ଦଶହରା ପୂଜା ଚାଲିଛି। ସକାଳୁ ପ୍ରଥମେ ମଙ୍ଗଳ ଆଳତି ପରେ ଦ୍ୱାରପୂଜା ସହ ହୋମ ଯଜ୍ଞ କରାଯାଇଛି। ପୂଣ୍ଣାହୂତି…
ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
ରାୟଗଡା ଅଫିସ, ୮।୧୦-ଜେକେ କାଗଜ କାଳ ପକ୍ଷରୁ ଦୁର୍ଗାପୂଜା ପାଳନ କରାଯାଉଛି। ଦଶମୀରେ ମା’ଙ୍କ ଦର୍ଶନ କରିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ୫ଜଣ ପୁରୋହିତଙ୍କ ଦ୍ୱାରା ପୂଜା କାର୍ଯ୍ୟ କରାଯାଉଛି। ସ୍ଥାନୀୟ ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି…
ଜିଲା ମୁଖ୍ୟ ଚିକିତ୍ସାଳୟ ବୁଲିଲେ ଏସ୍ପି: ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ
ରାୟଗଡ଼ା ଅଫିସ, ୮।୧୦: ରାୟଗଡ଼ା ଏସ୍ପି ଡ. ଶର୍ବଣା ବିବେକ ଏମ୍ ସୋମବାର ରାତିରେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ସେ ସେଠାରେ ଡାକ୍ତର, କମ୍ପାଉଣ୍ଡର, ନର୍ସ ଏବଂ କର୍ମଚାରୀ କିପରି କାମ କରୁଛନ୍ତି ତାହା ତଦାରଖ କରିଥିଲେ। ଏଥିସହ…
ଗାଡ଼ିରୁ ଖସି ଯୁବକ ମୃତ
ଗୁଣପୁର, ୭।୧୦(ଡି.ଏନ୍.ଏ.)-ରାୟଗଡ଼ା ଜିଲା ଗୁଣପୁର ବ୍ଲକ ବନ୍ଧୁଗୁଡା ନିକଟରେ ସୋମବାର ଚଳନ୍ତା ଗାଡ଼ିରୁ ଖସପଡି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ସେ ହେଲେ ଗଜପତି ଜିଲା ସେରଙ୍ଗ ଥାନା ଅଧୀନ ବାଇଝଲ ଗାଁର ଇଶକ କାର୍ଜି(୩୫)। ପ୍ରକାଶ ଯେ, ବାଇଝଲରୁ ଏକ…
ଜୁଆଆଡ୍ଡାରେ ଚଢ଼ାଉ, ୭ କୋର୍ଟ ଚାଲାଣ
ରାୟଗଡ଼ା ଅଫିସ,୬।୧୦: ରାୟଗଡ଼ା ଜିଲା ଇନ୍ଦିରାନଗରର ୬ ଲେନ୍ରେ ଜୁଆଆଡ୍ଡା ଚାଲିଥିବା କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ପୋଲିସ ଶନିବାର ରାତିରେ ଚଢ଼ାଉ କରିଥିଲା। ଆଇଆଇସି ନିହାର ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ରିଗାନ କିଣ୍ଡୋ ଏବଂ ମାନଓ କୁମାର ସାହୁ…
ବାଲି ଉଠାଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ
ରାୟଗଡ଼ା ଅଫିସ,୬।୧୦: ନାଗାବଳୀ ନଦୀରୁ ବାଲି ଉଠାଣକୁ ନେଇ ରବିବାର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। କତାପେଟା ଟ୍ରାକ୍ଟର ମାଲିକମାନେ ନାଗାବଳୀ ନଦୀର ମାଲିଙ୍ଗା ତୁଠରୁ ବାଲି ଉଠାଉଥିବା ବେଳେ ଗ୍ରାମବାସୀ ଏହାର ତୀବ୍ର ବିରୋଧ କରିଥିଲେ। ଫଳରେ ଦୁଇ…
ରାୟଗଡ଼ା ଜିଲା ଚିଠି: କେହି ମାନୁନାହାନ୍ତି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନିୟମ
ସରକାରୀ ଅନୁଷ୍ଠାନ ହେଉ ବା ବେସରକାରୀ ନିୟମ ଅନୁସାରେ ସବୁ ଉଚ୍ଚ ଅଟ୍ଟାଳିକା, ଅନୁଷ୍ଠାନରେ ଫାୟାର ସେଫ୍ଟି ବା ଅଗ୍ନି ନିର୍ବାପକ ବ୍ୟବସ୍ଥା ଜରୁରୀ। ଓଡ଼ିଶା ଅଗ୍ନି ନିର୍ବାପକ ସଂଶୋଧିତ ନିୟମ ୨୦୧୯ ଅନୁସାରେ ସବୁ ସରକାରୀ, ସରକାରୀ ଅଧିକୃତ ବ୍ୟବସାୟିକ…
ବସ୍ତି ଉଚ୍ଛେଦକୁ ବିରୋଧ: ଜିଲାପାଳଙ୍କୁ ଦାବିପତ୍ର
ରାୟଗଡ଼ା,୪।୧୦: ବସ୍ତି ଉଚ୍ଛେଦକୁ ବିରୋଧ କରି ରାୟଗଡ଼ା ଜିଲା ଝୁପୁଡ଼ି ବସ୍ତିବାସିନ୍ଦା ଶୁକ୍ରବାର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏ ନେଇ ଏକ ବିରାଟ ଶୋଭାଯାତ୍ରା କୋରାପୁଟ ଛକରୁ ବାହାରି ବ୍ଲକ ଅଫିସ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ବସ୍ତିବାସିନ୍ଦାଙ୍କୁ…
ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ: ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଉତ୍ତେଜନା
ରାୟଗଡ଼ା ଅଫିସ,୩।୧୦: ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଗୁରୁବାର ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ସ୍ଥାନୀୟ ପୋଲିସ ଚିକିତ୍ସାଳୟ କର୍ମଚାରୀଙ୍କୁ ଥାନାକୁ ନେଇ ତଦନ୍ତ କରୁଥିବା…
ଜୁନାଗଡ଼- ଭୁବନେଶର ଏକ୍ସପ୍ରେସ ଗତିପଥ ପରିବର୍ତ୍ତନ ପ୍ରସ୍ତାବକୁ ବିରୋଧ:ଅନଶନରେ ବସିଲେ ଯୁବ ବିକାଶ ପରିଷଦ ସଦସ୍ୟ
ରାୟଗଡ଼ା ଅଫିସ ,୨୯।୯- ଜୁନାଗଡ଼-ଭୁବନେଶ୍ୱର ଏକ୍ସପ୍ରେସର ଗତିପଥ ପରିବର୍ତ୍ତନ ପ୍ରସ୍ତାବକୁ ବିରୋଧ କରାଯାଇଛି ା ଏହାର ପ୍ରତିବାଦରେ ରାୟଗଡ଼ା ଯୁବ ବିକାଶ ପରିଷଦ ପକ୍ଷରୁ ରାୟଗଡ଼ା ଷ୍ଟେଶନ ପରିସରରେ ରବିବାର ୧୨ ଘଣ୍ଟିଆ ଅନଶନ କରାଯାଇଛି ା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ…
ନଦୀରେ ଭାସିଗଲେ ୨ ବୃଦ୍ଧା ଭଉଣୀ
ଦଶମନ୍ତପୁର,୨୯ା୯(ଡି.ଏନ୍.ଏ.):ଦୁଇଦିନ ତଳେ ଡଙ୍ଗରରୁ ବାଉଁଶ କରଡ଼ି ସଂଗ୍ରହ କରିବାକୁ ଯାଇଥିବା ୨ ଜଣ ବୃଦ୍ଧା ଭଉଣୀ ନଦୀ ପାର ହେବା ବେଳେ ଭାସିଯାଇଛନ୍ତି। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଗିର୍ଲିଗୁମ୍ମା ପଞ୍ଚାୟତ ତାଳଗୁଡ଼ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ରବିବାର…
ସେକ୍ସ ର଼୍ୟାକେଟ ଠାବ: ଦମ୍ପତିଙ୍କ ସହ ୨ ଯୁବକ ଗିରଫ,୨ ଯୁବତୀ ଉଦ୍ଧାର
ରାୟଗଡ଼ା ଅଫିସ,୨୩।୯- ରାୟଗଡ଼ା ପୋଲିସ ସୋମବାର ସ୍ଥାନୀୟ ଗାୟତ୍ରୀ ନଗର ୪ର୍ଥ ଲାଇନରେ ଚାଲିଥିବା ସେକ୍ସ ର଼୍ୟାକେଟକୁ ଠାବ କରିଛି। ଘର ମାଲିକଙ୍କ ସହ ୨ ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଘର ମାଲିକ ବାରଣାସି ରାଜେସ (୪୮)…
Archives


