ରାୟଗଡା

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଟିକିରି, ୨୯।୪(ଡି.ଏନ୍‌.ଏ.)-ରାୟଗଡ଼ା ଜିଲା କାଶୀପୁର ବ୍ଲକ ବାଙ୍କମ୍ବା ପଞ୍ଚାୟତ ମାଙ୍କଡଝୋଲା ଗ୍ରାମସ୍ଥିତ ଏକ ଆମ୍ବ ଗଛରୁ ଟିକିରି ପୋଲିସ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି।…

7 years ago

ଅପରାହ୍ନରେ ତାଣ୍ଡବ ରଚିଲା କାଳବୈଶାଖୀ

କୋରାପୁଟ,୨୯।୪(ସ୍ବ.ପ୍ର.): କୋରାପୁଟ ସହର ଓ ଆଖପାଖ ଅଞ୍ଚଳରେ ସୋମବାର କାଳବୈଶାଖୀ ତାଣ୍ଡବ ରଚିଛି। ଶତାଧିକ ଗଛ ଭାଙ୍ଗିବା ସହ ୩୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବିଦ୍ୟୁତ ଟାଓ୍ବାର ଭାଙ୍ଗିବା…

7 years ago

ବୟସର ଶେଷ ପାହାଚରେ ଆନ୍ତରିକତା ଶିଖାଇଦେଲା ଶ୍ମଶାନ

କୋରାପୁଟ,୨୯।୪(ସ୍ବ.ପ୍ର.): ଶ୍ମଶାନ କଥା କହିଲେ ସାଧାରଣତଃ ଆମ ଭିତରେ କେବଳ ଭୟଟିଏ ଉକୁଟେ। କିନ୍ତୁ ସେଇ ଶ୍ମଶାନ ପରିଣତ ବୟସରେ ପାଦ ଦେଇଥିବା ୨ ଜଣ ବୟୋଜ୍ୟେଷ୍ଠ…

7 years ago

ଗୋପବନ୍ଧୁଙ୍କୁ ଅସମ୍ମାନ: ବ୍ୟାନର, ପୋଷ୍ଟରରେ ଲୁଚି ଯାଉଛି ପ୍ରତିମୂର୍ତ୍ତି

ଜେକେପୁର,୨୯ା୪(ଡ଼ି.ଏନ.ଏ): ରାୟଗଡା ଜିଲା  ଜେକେପୁର ପଞ୍ଚାୟତ ତଥା ଗୋପବନ୍ଧୁ ଛକରେ ଉକତ୍ଳମଣି ଗୋପବନ୍ଧୁ ଦାସଙ୍କ ଏକ ପ୍ରତିମୂର୍ତ୍ତୀ ରହିଛ। ତେବେ ପ୍ରତିମୂର୍ତ୍ତିଙ୍କୁ ସମ୍ମାନ ଦେବା  ତ ଦୂରର…

7 years ago

ଜୀବିକା ନେଇ ହତାଶ ୭୨୫ ମତ୍ସ୍ୟଜୀବୀ

କୋଲାବନଗର,୨୯ା୪(ଡି.ଏନ୍‌.ଏ.): ମାଛଚାଷକୁ ନେଇ ସ୍ବାବଲମ୍ବୀ ହୋଇଥିବା ଅପରକୋଲାବ ବିସ୍ଥାପିତ ପରିବାରର ୭୨୫ ଜଣ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ଏବେ ଅନିଶ୍ଚିତତା ଭିତରେ ରହିଛି। ଜୟପୁର ମତ୍ସ୍ୟ ବିଭାଗର…

7 years ago

ଲୋପ ପାଉଛି ଶାଳବଣ, ସ୍ବପ୍ନ ହେବ ଝୁଣା

ଜୟପୁର,୨୯ା୪(ନି.ପ୍ର.): ଔଷଧୀୟ ଗୁଣ ପାଇଁ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଥିବା ଝୁଣା ଆଗାମୀ ଦିନରେ ଲୋପ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଏହି ଲଘୁ ବନଜାତ…

7 years ago

ଚନ୍ଦ୍ରପୁର ଆଇସିଡିଏସ କାର୍ଯ୍ୟାଳୟ: ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଚାଲିଛି ଅଫିସ କାମ

 ଚନ୍ଦ୍ରପୁର, ୨୮ା୪(ଡି.ଏନ୍‌.ଏ.)-ରାୟଗଡା ଜିଲା ଚନ୍ଦ୍ରପୁର ବ୍ଲକସ୍ଥିତ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଆଜକୁ ଦୀର୍ଘ ପାଞ୍ଚବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ସଦର ମହକୁମାସ୍ଥିତ  ରାଜୀବ ଗାନ୍ଧୀ…

7 years ago

Read more

କୋରାପୁଟ,୨୭।୪(ସ୍ବ.ପ୍ର.): ସ୍ବାଧୀନତାର ୭ ଦଶନ୍ଧି ପରେ ମଧ୍ୟ କୋରାପୁଟ ଜିଲାର ବହୁ ଗ୍ରାମବାସୀ ଏବେ ବି ମୌଳିକ ସମସ୍ୟା ଭିତରୁ ମୁକୁଳି ପାରୁନାହାନ୍ତି। ସେମାନେ ଅବହେଳିତ ଜୀବନ…

7 years ago

ପ୍ରକଳ୍ପରେ ସରୁଛି ଅନୁଦାନ, ମେଣ୍ଟୁନି ଲୋକଙ୍କ ଶୋଷ

ବୈପାରୀଗୁଡ଼ା,୨୭।୪(ଡି.ଏନ୍‌.ଏ.): ବୈପାରୀଗୁଡ଼ା ବ୍ଲକ ସଦରରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ପ୍ରଶାସନ ଏ ଦିଗରେ ନିରବଦ୍ରଷ୍ଟା ସାଜିବା ଉଦ୍‌ବେଗର ବିଷୟ ପାଲଟିଛି। କେବଳ ପ୍ରକଳ୍ପ ଉପରେ…

7 years ago

ଚିନ୍ତା ବଢ଼ାଇଛି ପରବ ନାଁରେ ପଶୁ ଶିକାର:ଚଳିତ ବର୍ଷ ୧ ହଜାର ପଶୁ ହତ୍ୟା ସାଙ୍ଗକୁ ପୋଡ଼ାଯାଇଛି ଜଙ୍ଗଲ

ଜୟପୁର,୨୬।୪(ନି.ପ୍ର.)- ଚଇତି ପର୍ବ ପାଳନ ବେଳେ କୋରାପୁଟ ଜିଲାର ବିଭିନ୍ନ ଜଙ୍ଗଲରେ ଅବାଧ ପଶୁ ଶିକାର କରାଯାଉଛ। ଏହାଦ୍ୱାରା ବିଭିନ୍ନ ବିରଳ ବନ୍ୟଜନ୍ତୁଙ୍କ ସଂଖ୍ୟା ହ୍ରାସ ପାଇବାରେ…

7 years ago