ମହିଳା କର୍ମଚାରୀଙ୍କୁ ଅସଦାଚରଣ: ଗିରଫ ପରେ ନିଲମ୍ବିତ ହେଲେ ସହକାରୀ ଶାଖା ପରିଚାରକ
ବରଗଡ଼,୧୯।୮(ପ୍ରେମାନନ୍ଦ ଖମାରୀ)-ସମ୍ବଲପୁର ଜିଲା ସମବାୟ କେନ୍ଦ୍ର ବ୍ୟାଙ୍କ, ସୋହେଲାର ଶାଖା ପରିଚାଳକ ପ୍ରଭଞ୍ଜନ ମାଝୀଙ୍କୁ ସୋମବାର ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଅପରପକ୍ଷେ ସହକାରୀ ଶାଖା ପରିଚାଳକ ପ୍ରିୟଙ୍କା ବାରିକଙ୍କୁ ସୋହେଲା ଶାଖାର ଶାଖା ପରିଚାଳକଭାବେ ଅବସ୍ଥାପିତ କରାଯାଇଛି।…
ବୋହୂଙ୍କ ମାଡ଼ରେ ଶାଶୁ-ଶ୍ୱଶୁରଙ୍କ ସହ ସ୍ବାମୀ…ଥାନାରେ ଏତଲା
ନୀଳଗିରି, ୧୯।୮(ପ୍ରଶାନ୍ତ ବିଶ୍ୱାଳ)-ବାଲେଶ୍ୱର ଜିଲା ନୀଳଗିରି ଥାନା କାଂଶ ପଞ୍ଚାୟତ କୁହ୍ଲାପାଳ ଗାଁରେ ପାରିବାରିକ କଳହରୁ ଜଣେ ମହିଳା ତାଙ୍କ ଶାଶୁ, ଶ୍ୱଶୁର ଓ ସ୍ବାମୀଙ୍କୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୩ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି…
ଚଢ଼ାଉ ବେଳେ ଅବକାରୀ କର୍ମଚାରୀଙ୍କୁ ମଦ ବ୍ୟବସାୟୀଙ୍କ ଆକ୍ରମଣ
ପାଟଣା,୧୯।୮(ବୀର କିଶୋର ଦାଶ): ଚଢ଼ାଉ ସମୟରେ ଅବକାରୀ କର୍ମଚାରୀଙ୍କୁ ମଦ ବ୍ୟବସାୟୀଙ୍କ ଆକ୍ରମଣ। ଏଭଳି ଏକ ଖବର କେନ୍ଦୁଝର ଜିଲା ପାଟଣା ଅବକାରୀ ଥାନା କୋଡ ଖମଣ ଗ୍ରାମରେ ମଙ୍ଗଳବାର ସାରେ ଘଟିଛି। ତେବେ ରାସ୍ତା କଡ଼ରେ ବେଆଇନ ମହୁଲି ମଦ…
ଅଵ୍ୟଵସ୍ଥାରେ ଭବାନୀପାଟଣା ବସଷ୍ଟାଣ୍ଡ:ଦିବ୍ୟାଙ୍ଗ ଶୌଚାଳୟରେ ସବଳ ଯାତ୍ରୀଙ୍କ ଲମ୍ବା ଲାଇନ
ଭବାନୀପାଟଣା,୧୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ରେ ଗତ ଦୁଇ ଦିନ ହେଲା ଲଗାଣ ବର୍ଷା ଜାରି ରହିଛି। ତେବେ ଗତ ଦେଢ଼ ବର୍ଷ ତଳେ ଉଦଘାଟନ ହୋଇଥିବା ଭବାନୀପାଟଣା ନୂତନ ବସ ଷ୍ଟାଣ୍ଡ ର ଛାତ ରୁ…
ଭୀଷ୍ମଗିରୀ ସରପଞ୍ଚ ବିରୋଧରେ ଅନାସ୍ଥା ପ୍ରସ୍ତାବ
ଦିଗପହଣ୍ଡି,୧୯|୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଭୀଷ୍ମଗୀରି ପଞ୍ଚାୟତର ସରପଞ୍ଚ ଗାୟତ୍ରୀ ବ୍ରହ୍ମାଙ୍କ ବିରୋଧରେ ୱାର୍ଡ ସଭ୍ୟା ସଭ୍ୟମାନେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ମଙ୍ଗଳବାର ବ୍ରହ୍ମପୁର ଉପ ଜିଲାପାଳଙ୍କୁ ସାକ୍ଷାତ କରି ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ଦେଇଥିବା ଜଣାପଡ଼ିଛି ।…
ପଦୋନ୍ନତିରେ ଅବହେଳା: ଧାରଣାରେ ବସିଲେ ବହୁମୁଖୀ ପୁରୁଷ ସ୍ବାସ୍ଥ୍ୟକର୍ମୀ
ନୂଆପଡ଼ା,୧୮ା୮ (ମକାରୁ ବେମାଲ): ପଦୋନ୍ନତିରେ ଅବହେଳା କରାଯାଉଥିବା ଅଭିଯୋଗ କରି ନୂଆପଡ଼ା ଜିଲାରେ କାର୍ଯ୍ୟରତ ବହୁମୁଖୀ ପୁରୁଷ ସ୍ବାସ୍ଥ୍ୟକର୍ମୀ ମଙ୍ଗଳବାରଠାରୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସେମାନଙ୍କ ଅଭିଯୋଗକ୍ରମେ ୧୬ ବର୍ଷ ହେବ ଜିଲାରେ ୯୨…
ଗାଡ଼ିରୁ ଟାଙ୍କିକୁ କାଡି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ବୋହିନେଲେ ପରେ….
ବାଙ୍କୀ,୧୯।୯: ଗାଡ଼ିରୁ ଟାଙ୍କିକୁ କାଡି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ବୋହିନେଲେ ବ୍ୟକ୍ତି।ସେଠାରେ ପେଟ୍ରୋଲ ପକାଇ ଫେରିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲା ବାଙ୍କୀରେ। ଭଗିପୁର ଅଞ୍ଚଳରେ ପେଟ୍ରୋଲ ସରିଯିବା ପରେ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଯାଇ ପାରିଲାନି…
କୋର୍ଟରେ ସ୍ବାମୀ କରୁଥିଲେ ଦ୍ବିତୀୟ ବିବାହ: ହଠାତ୍ ପହଞ୍ଚିଗଲେ ସ୍ତ୍ରୀ, ଆଉ ପରେ..
ପଟ୍ଟାମୁଣ୍ଡାଇ,୧୯।୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ SDJM କୋର୍ଟ ପରିସରରେ ମଙ୍ଗଳବାର ଏକ ହାଇ ଭୋଲଟେଜ୍ ହଙ୍ଗାମା ଦେଖିବାକୁ ମିଳିଛି। ଲୁଚି ଛପି ଦ୍ବିତୀୟ ବିବାହ କରୁଥିବା ସ୍ବାମୀଙ୍କୁ ଧରି ନିସ୍ତୁକ ମାଡ଼ମାରିଛନ୍ତି ତାଙ୍କ ସ୍ତ୍ରୀ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ…
ବୋହୂଙ୍କ ଶୁଦ୍ଧି କ୍ରିୟା ପାଇଁ ସହାୟତାର ହାତ ବଢାଇଲେ ସ୍ଥାନୀୟ ସରପଞ୍ଚ
କର୍ଲାମୁଣ୍ଡା,୧୮।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡା ଗ୍ରାମ ପଞ୍ଚାୟତ ଯୋଗିପଲା ଗ୍ରାମ ଶିଶୋପଡାଠାରେ ଜୈନେକ ୮୦ ବର୍ଷିଆ ବୃଦ୍ଧାଙ୍କ ବୋହୂଙ୍କ ଶୁଦ୍ଧି କ୍ରିୟା କରିବା ପାଇଁ ବୃଦ୍ଧା ମହିଳାଙ୍କ ପାଇଁ ଅର୍ଥ ସମସ୍ୟା ଦେଖା ଦେଇଥିଲା। ଏନେଇ…
ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି: ଏସ୍ପି
କେନ୍ଦ୍ରାପଡ଼ା,୧୯।୮: ପୋଡ଼ିଯିବା କାରଣରୁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ମଙ୍ଗଳବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ କେନ୍ଦ୍ରାପଡ଼ା ଏସ୍ପି ସୂଚନା ଦେଇଛନ୍ତି। ପୋଷ୍ଟମର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି। ଘଟଣା ଦିନ ସାଢ଼େ ୮…
ବିଧାୟକ ପ୍ରତିନିଧି ଭାବେ ମନୋନୀତ ହେବା ପରେ କଲେ ବଡ଼ ଘୋଷଣା
ଗଞ୍ଜାମ, ୧୯।୮(ବିଦ୍ୟାଧର ସାହୁ ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ଗଞ୍ଜାମ ଏନଏସି ପ୍ରତିନିଧି ହୋଇଛନ୍ତି ଭାଜପା ଯୁବ ଛାତ୍ର ନେତା ରାନୁ ବୈଠାରୁ। ବିଧାୟକଙ୍କ ପ୍ରତିନିଧି ମନୋନୀତ ହେବା ପରେ ଗଞ୍ଜାମ ଏନଏସି ଇଓ ଅପର୍ଣ୍ଣା ଡାଙ୍ଗୁଆଙ୍କୁ ଭେଟିଥିଲେ।ଏନେଇ…
ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟରେ ରାଗିଂ ବିରୋଧୀ…
ବଲାଙ୍ଗିର,୧୯।୮ : (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସ୍ଥାନୀୟ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ଡ଼ା ମନୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜାତୀୟ ରାଗିଂ ବିରୋଧୀ ସପ୍ତାହ ପାଳିତ ହୋଇଯାଇଛି। ଉକ୍ତ ଜାତୀୟ ରାଗିଂ ବିରୋଧୀ ସପ୍ତାହ…
Archives


