୭୭୦ ହିତାଧିକାରୀଙ୍କୁ ପଟ୍ଟା ବାଣ୍ଟିଲେ ଦୁଇ ବିଧାୟକ
ପୁରୁଷୋତ୍ତମପୁର,୬ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟ ପକ୍ଷରୁ ପଟ୍ଟା ବଣ୍ଟନ ମେଳା ତହସିଲଦାର ବିନୋଦ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର…
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ପ୍ରତାପ ପ୍ରଧାନ
କର୍ଲାମୁଣ୍ଡା,୬।୯(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରାଜପୁର ପଞ୍ଚାୟତ ସୁରୁଜୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ପ୍ରତାପ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ଜିଲାର ଭାବନୀପାଟଣାଠାରେ ଅନୁଷ୍ଠିତ ଜିଲାସ୍ତରୀୟ ଗୁରୁ ଦିବସ ଉତ୍ସବରେ ପ୍ରାଥମିକ ଶିକ୍ଷା…
ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଏବେଠୁ ଚାଲିଛି ଜୋର୍ଦାର ପ୍ରସ୍ତୁତି, ଚଳିତଥର ପୂଜାର୍ଚ୍ଚନା ସହ…
ଜଗନ୍ନାଥପ୍ରସାଦ,୬ା୯(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ମୁଖ୍ୟବଜାରଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମା’ କରଞ୍ଜେଇ ବଣିକ ସଂଘ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ଅବସରରେ ଗ୍ରାମ ଦେବତୀ ମା’ କରଞ୍ଜେଇ ମା’ କନକଦୁର୍ଗାଙ୍କୁ ପୂଜାର୍ଚ୍ଚନା…
ଗେଟ୍ ବନ୍ଦ କରି ବିଦ୍ୟାଳୟ ସାମ୍ନାରେ ଧାରଣାରେ ବସିଲେ ଛାତ୍ରୀଛାତ୍ରୀ-ଅଭିଭାବକ
ବାସୁଦେବପୁୀର,୬ା୯(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକର କୃଷ୍ଣପୁର ପଞ୍ଚାୟତର ବୋହୂମା ଘେରି ବିଦ୍ୟାଳୟର ସାମ୍ନାରେ ଶନିବାର ଅଭିଭାବକ ଛାତ୍ରୀଛାତ୍ର ସ୍କୁଲ୍ ଗେଟ୍ ବନ୍ଦ କରି ସ୍କୁଲ ଆଗରେ ଧାରଣାରେ ବସିଛନ୍ତି। ବିଦ୍ୟାଳୟରେ ବିପଦସଂକୁଳ ଗୃହକୁ ଭାଙ୍ଗି ନୂତନ ଗୃହ…
ଟିଟଲାଗଡରେ ଚାଞ୍ଚଲ୍ୟ: ରେଲୱେ ଓଭର ବ୍ରିଜରେ ଝୁଲୁଛି ଝାଲମୁଡ଼ି ଦୋକାନିଙ୍କ ମୃତଦେହ
ବଲାଙ୍ଗୀର,୬।୯ (ସୁନିଲ ମହାନ୍ତି, ଶରତ ମିଶ୍ର): ବଲାଙ୍ଗିର ଜିଲା ଟିଟଲାଗଡ ରେଳୱେ ଓଭର ବ୍ରିଜରେ ଶନିବାର ସକାଳୁ ଝାଲମୁଡ଼ି ବ୍ୟବସାୟୀଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ, ଆଜି ସକାଳୁ ସକାଳୁ ଲୋକେ ପ୍ରାତଃ ଭ୍ରମଣ କରିବା ପାଇଁ…
ମାଛ ଧରିବାକୁ ଯାଉଥିବାବେଳେ ଭାଲୁ ହାବୁଡରେ ପଡ଼ିଲେ ଶଙ୍କର୍ଷଣ: ଆଉ ତା’ପରେ ଘଟିଲା…
ପାଟଣା ୬/୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପଲାଣଘାଟି ପଞ୍ଚାୟତ ପଲାଣ ଘାଟି ଗ୍ରାମର ଶଙ୍କର୍ଷଣ ମହାନ୍ତ (୬୨) ଶନିବାର ସକାଳୁ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ଶନିବାର ଭୋରରୁ ବିଲରୁ କହଣିଆରୁ ମାଛ ଧରିବା ପାଇଁ ଯାଉଥିବା…
ପ୍ରବାସୀ ଶ୍ରମିକଙ୍କ ସନ୍ତାନଙ୍କୁ କର୍ମ ନିଯୁକ୍ତିର ସୁଯୋଗ ଦେଉଛି ଉତ୍କଳ ବାଳାଶ୍ରମ ଖଡିଆଳ
ଖଡ଼ିଆଳ,୬।୯(ସୁଜିତ କୁମାର ପ୍ରଧାନ ): ନୂଆପଡ଼ା ଜିଲା ଖଡିଆଳ ସ୍ଥିତ ଉତ୍କଳ ବାଳାଶ୍ରମ ଏକ ଅନୁଷ୍ଠାନ, ବାପା ମା ନ ଥିବା ସନ୍ତାନ ସହ ପ୍ରବାସୀ ଶ୍ରମିକଙ୍କ ସନ୍ତାନଙ୍କୁ ନେଇ ଶିକ୍ଷା ପ୍ରଦାନ କରିବାରେ ଏକ ମହତ୍ କାର୍ଯ୍ୟ ସମ୍ପାଦନ କରୁଅଛି।…
ଧାନଚାଷ ନଷ୍ଟ କଲେ ହାତୀପଲ: ଚିନ୍ତାରେ ଚାଷୀ
ଅମରପଲି,୬।୯(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ବୀରମହାରାଜପୁର ରେଞ୍ଜ ଅଞ୍ଚଳରୁ ଯାଉ ନାହାଁନ୍ତି ହାତୀପଲ। ଅଞ୍ଚଳର ବିଭିନ୍ନ ଗ୍ରାମରେ ପ୍ରାୟ ଚାରିଦିନ ହେଲା ଉକ୍ତ ହାତୀପଲ ବ୍ୟାପକ ଧାନଚାଷ ନଷ୍ଟ କରୁଛନ୍ତି। ଉକ୍ତ ହାତୀପଲରେ ପ୍ରାୟ ୧୦ ଟି ହାତୀ ଥିବା ଜଣାପଡ଼ିଛି।…
ମାମୁ ଘରକୁ ଆସିଥିଲେ ଭଣଜା, ଚାଲିଗଲା ଜୀବନ
ନୟାଗଡ, ୬।୯(ଲୋକନାଥ ମିଶ୍ର) : ମାମୁ ଘରକୁ ଆସି ଭଣଜାର ମୃତ୍ୟୁ। ଏଭଳି ଘଟଣା ଦଶପଲ୍ଲା ଥାନା ଶ୍ରୀରାମପୁରରେ ଘଟିଛି। ଶ୍ରୀରାମପୁରର ପୂର୍ଣ୍ଣ ସାହୁ ତୀର୍ଥକୁ ଯିବା ନିମନ୍ତେ ମାମୁଁ ଘରକୁ ଜାନିସାହି ଗ୍ରାମର ଭଣଜା ଆସିଥିଲେ। ରାତିରେ ଶ୍ରୀରାମପୁର ଗ୍ରାମରେ…
ନୃପରାଜ ଯାଦବ ହେଲେ ନଗର ବିଜେଡି ସଭାପତି: ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନାମ ଘୋଷଣା କଲେ ବିଧାୟକ
କେସିଙ୍ଗା,୬।୯(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ନଗର ବିଜେଡି ସଭାପତି ଭାବରେ ଏନଏସିର ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନାମ ଗତକାଲି ଘୋଷଣା ହେବା ପରେ ବିଜେଡି କର୍ମକର୍ତ୍ତାଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ନୃପରାଜ ଯାଦବ ବର୍ତ୍ତମାନ କେସିଙ୍ଗା ଏନଏସିର ଅଧ୍ୟକ୍ଷ…
ବାଦାମବାଡ଼ି ଲିଙ୍କରୋଡ଼ରେ ଚାଞ୍ଚଲ୍ୟ: ରାସ୍ତାରେ ମିଳିଲା କଟା ଗୋଡ଼
କଟକ,୬।୯(ପ୍ରଭୁ କଲ୍ୟାଣ ପାଲ): କଟକରେ କଟା ଗୋଡ଼। ବଢ଼ିଲା ଚର୍ଚ୍ଚା । ଏହା ଦୁର୍ଘଟଣା ନାଁ ଆକ୍ରମଣ। ତାକୁ ନେଇ ଖୋଳତାଡ଼ ଜାରି ରଖିଛି ପୋଲିସ। ଗତକାଲି ବିଳମ୍ବିତ ରାତିରେ ବାଦାମବାଡ଼ି ଲିଙ୍କରୋଡ଼ ରାସ୍ତା ମଧ୍ୟରେ ଘଟିଥିଲା ଏହି ଘଟଣା ।…
ମା’ ରାମଚଣ୍ଡୀଙ୍କ ପୀଠରେ ଶାରଦୀୟ ଦୁର୍ଗାତ୍ସବ: ଭକ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି…
ଗଞ୍ଜାମ,୬।୮(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମ ସ୍ଥିତ ପର୍ବତ ଶିଖରେ ତ୍ରିଗୁଣଆତ୍ମିକ ସ୍ବରୂପା ଜଗତ ଜନନୀ ମା’ ରାମଚଣ୍ଡୀଙ୍କ ଶକ୍ତିପୀଠ ଅବସ୍ଥିତ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ଆଡମ୍ବରରେ ଷୋଡଶ ଦିନାତ୍ମକ…
Archives


