ଆମ ଜିଲା ଖବର

ନୂଆପଡ଼ା ଉପନିର୍ବାଚନ:ଜାତିଭିତ୍ତିକ ଭୋଟକୁ ପ୍ରମୁଖ ଦଳର ପ୍ରାଧାନ୍ୟ

ନୂଆପଡ଼ା,୨୮ା୧୦(ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ଗୁରୁତ୍ୱ ଦେଇ ଜାତିଭିତ୍ତିକ ଭୋଟକୁ ପ୍ରାଧାନ୍ୟ ଦେଉଛନ୍ତି। ସବୁଠାରୁ ବଡ ଭୋଟ ଆଦିବାସୀମାନଙ୍କର ଥିବାବେଳେ ଏବେ ଏସ୍‌ସି ଓ ଓବିସି ଭୋଟ ଉପରେ ନେତା ବିଶେଷ ଧ୍ୟାନ ଦେଉଛନ୍ତି। ଏହି…

କାର୍‌, ପିକଅପ ଭ୍ୟାନରେ କରୁଥିଲେ ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ, ଗଞ୍ଜେଇର ମୂଲ୍ୟ ଜାଣିଲେ…

ମୋହନା,୨୮।୧୦( ମନ୍ମଥ ମିଶ୍ର ): ୪୧ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଗଜପତି ଜିଲା ଅଡବା ଥାନା ବିରିକୋଟ ରାସ୍ତାରୁ ଜବତ କରିଛି ପୋଲିସ l ଗୋଟିଏ କାର୍‌ ଓ ଗୋଟିଏ ପିକଅପ ଭ୍ୟାନ ଜବତ ସହ ୭ ଜଣଙ୍କୁ…

ବାତ୍ୟା ‘ମୋନ୍ଥା’ ଆସିବା ପୂର୍ବରୁ ବିଦ୍ୟୁତ ସେବା ଅଚଳ: ଉପଭୋକ୍ତା ହଟହଟା

ଦାରିଙ୍ଗବାଡି, ୨୮।୧୦(ଅରୁଣ ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋନ୍ଥା’ର ବଡ଼ ପ୍ରଭାବ ଆସିବା ପୂର୍ବରୁ ବିଦ୍ୟୁତ ସେବା ଅଚଳ। ଗତକାଲିଠାରୁ ବାତ୍ୟାର ପ୍ରଭାବ ସାମାନ୍ୟ ଭାବେ ପବନ ବୋହିବା ସହ ଝିପିଝିପି ବର୍ଷା ଲାଗିରହିଛି। ତେବେ ଏହାଠାରୁ ଅଧିକା ବର୍ଷା…

ନୂଆପଡ଼ା ଉପନିର୍ବାଚନ: ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ କଡ଼ାକଡ଼ି

ନୂଆପଡ଼ା,୨୮/୧୦ (ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନକୁ ଦୃଷ୍ଟିରେ ରଖି ଜିଲା ଅବକାରୀ ବିଭାଗ ତରଫରୁ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଜିଲାର ସୀମାବର୍ତ୍ତୀ ଅଞ୍ଚଳରେ ଚେକ୍‌ପୋଷ୍ଟ କରି ଯାନବାହନ ତଲାସୀ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଅବକାରୀ କର୍ମଚାରୀ ୬୯ ଲିଟର ବିଅର୍‌, ୩୮ଲି. ବିଦେଶୀ…

ଭୋଜି ଖାଇ ପୂର୍ବତନ ମନ୍ତ୍ରୀ ଅସୁସ୍ଥ, ଜଣେ ମୃତ

କୋଟପାଡ଼,୨୮ା୧୦(କେ.ରାଜଶେଖର ରାଓ):କୋରାପୁଟ ଜିଲା କୋଟପାଡ଼ର ପୂର୍ବତନ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ସୋମବାର ପାରମ୍ପରିକ ଖାଦ୍ୟ ଆମୋଟ ଖାଇ ଅସୁସ୍ଥ ହୋଇଥିବା ବେଳେ ତାଙ୍କ ପରିବାରର ସଦସ୍ୟ ପାର୍ବତୀଙ୍କର ମୃତ୍ୟୁ ହୋଇଛି। ସୂଚନାନୁଯାୟୀ, ପୂର୍ବତନ ମନ୍ତ୍ରୀ ପଦ୍ମିନୀଙ୍କର ବଡ଼…

ମଝି ରାସ୍ତାରୁ ସ୍ବାମୀକୁ ଉଠାଇ ନେଲେ ଫାଇନାନ୍ସ କମ୍ପାନୀ ଅଧିକାରୀ: ସ୍ତ୍ରୀ କଲେ ଏମିତି କାମ

ବଲାଙ୍ଗୀର, ୨୮ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ଋଣ କିସ୍ତି ଟଙ୍କା ପଇଠ ନ କରିବାରୁ ଏକ ଫାଇନାନ୍ସ କମ୍ପାନୀର ଦୁଇଜଣ ଅଧିକାରୀ ଋଣ ନେଇଥିବା ଜଣେ ବ୍ୟକ୍ତିଙ୍କୁ ସହର ମଧ୍ୟସ୍ଥଳ ଏକ ରାସ୍ତାରୁ ଉଠାଇ ନେଇଥିବା ଏବଂ ଏହା ପରେସେଇ ବ୍ୟକ୍ତି ଜଣକ…

ଜିଏମ୍‌ଡିସି: ଗୁଜରାଟରୁ ଆସି ଖାଇଗଲେ

ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ୭ଟି ରାଜସ୍ବ ଗ୍ରାମ ଅଞ୍ଚଳର ଜମି ହାତେଇଚାଲିଛି ଗୁଜରାଟରୁ ଆସିଥିବା…

ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇଲେ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଧର୍ମପତ୍ନୀ, ପୁଅଙ୍କ ପାଇଁ କଲେ ଭୋଟ ଭିକ୍ଷା

  ନୂଆପଡ଼ା, ୨୭/୧୦ : ପୂର୍ବତନ ମନ୍ତ୍ରୀ ତଥା ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ସ୍ଵର୍ଗବାସ ପରେ ନୂଆପଡ଼ାରେ ହେବ ଉପନିର୍ବାଚନ । ନିର୍ବାଚନୀ ମଇଦାନରେ ରାଜେନ୍ଦ୍ରଙ୍କ ପୁଅ ଜୟ ଢୋଲକିଆ ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ଭାଜପା ରାଜ୍ୟ…

ବାତ୍ୟା ‘ମୋନ୍ଥା’: ୬୭ ପଞ୍ଚାୟତର ୧୧୭ ଗ୍ରାମ ପ୍ରଭାବିତ ଆଶଙ୍କା

ଭବାନୀପାଟଣା,୨୭ା୧୦(ଉତ୍ତମ କୁମାର ଦାଶ ): ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ର ମୁକାବିଲା କରିବା ପାଇଁ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ସୋମବାର ଅପରାହ୍ନରେ ଭବାନୀପାଟଣାସ୍ଥିତ ଓସୱାନ ହଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲାପାଳ ପାୱାର ସଚିନ…

ଏ କ’ଣ ଘଟିଲା? ବାତ୍ୟା ମଝିରେ ହଠାତ୍‌ ସମୁଦ୍ରରେ ଫସିଲା…

ଛତ୍ରପୁର, ୨୭।୧୦ (ଦିଲ୍ଲୀପ ସାମଲ ) : ସୋମବାର ଅପରାହ୍ନରେ ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର ନିକଟରେ ୪୦ରୁ ଅଧିକା ଟ୍ରଲର ଫସି ରହିଥିବା ଦେଖିବାକୁ ମିଳିଛି । ତୁରନ୍ତ ଏହି ସବୁ ଟ୍ରଲର ଗୁଡିକୁ ବନ୍ଦର ବର୍ଥରେ ସୁରକ୍ଷିତ ଭାବେ…

ଦାଦନ ଖଟିବାକୁ ଯାଇଥିଲେ ଶବ ହୋଇ ଫେରିଲେ, ଟ୍ରେନ ଲାଇନରେ କଟି ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୭।୧୦(ଦୁର୍ଗା କୀର୍ତ୍ତି): ନିଜ ଘର ପରିବାରର ପ୍ରତି ପୋଷଣ କରିବା ସ୍ବପ୍ନ ନେଇ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ପୋଡ଼ାପଦର ଗ୍ରାମ ପଞ୍ଚାୟତ କାରବାଡ଼ି ଗ୍ରାମର ଜନୈକଙ୍କ ପୁଅ ଆନ୍ଦାର ମାଝୀ (୨୫) ଗତ ଦୁଇ…

ବାତ୍ୟା ‘ମୋନ୍ଥା ’ ପ୍ରଭାବରେ ବର୍ଷା ଆରମ୍ଭ: ୮୮ ଜଣଙ୍କୁ କରାଗଲା ସ୍ଥାନାନ୍ତର

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟା ‘ମୋନ୍ଥା’ ପ୍ରଭାବରେ ସୋମବାର ସକାଳୁ ଦିଗପହଣ୍ଡି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଅପରାହ୍ନ ପ୍ରାୟ ୧ଟାରେ ବ୍ରହ୍ମପୁର ଉପଜିଲାପାଳ ଅବିନାଶ କୁମାର, ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri