ପ୍ରାକୃତିକ କୃଷି ପଦ୍ଧତିରେ ମୁଗ ଚାଷ, ୧୦୦ ବିହନ ବନ୍ଧୁଙ୍କୁ…
କର୍ଲାମୁଣ୍ଡା,୪ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର କନଶିଲ, ଧାଁରାଖମନ ଓ ପରମାନନ୍ଦପୁର ଗ୍ରାମର ଚାଷୀମାନେ ଦେଶୀ ଝାଇଁ ମୁଗକୁ ପୁଣିଥରେ ପୁନରୁଜ୍ଜୀବିତ କରିବା ପାଇଁ ପ୍ରାକୃତିକ କୃଷି ପ୍ରକ୍ରିୟାରେ ଚାଷକାମ ଆରମ୍ଭ କରିଛନ୍ତି। ଏହି ଅବସରରେ ବିକଳ୍ପଜୀବିକା ଫାଉଣ୍ଡେଶନ…
ଗାଁ ମାଟି କଳା ଉଜ୍ଜୀବିତ: ଲୋକ ନାଟକ ପ୍ରଦର୍ଶିତ
ଲୋଇସିଂହା,୪।୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକବୁର୍ଡା ଗ୍ରାମର ରାଧାକୃଷ୍ଣ ମନ୍ଦିର କଲ୍ୟାଣ ମଣ୍ଡପରେ ବୈଶାଖି ନାଟ୍ୟ ମହୋତ୍ସବ-୨୦୨୫ ଉଦଘାଟିତ ହୋଯାଇଛି। ବୁର୍ଡା ନିର୍ମାଣ ଶ୍ରମିକ ସଂଘ ଆନୁକୂଲ୍ୟରେ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତା ରେ…
ଗର୍ଭବତୀ ବୋହୂଙ୍କୁ ଗୋଇଠା ମାରିଲେ ଶାଶୁ, ମୃତ ଛୁଆକୁ ଜନ୍ମ ଦେଇ ଚାଲିଗଲା ମା’ର ଜୀବନ
ମହାକାଳପଡ଼ା,୪। ୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ବତିଘର ପଞ୍ଚାୟତ କୋଚିଳା ବେଲାରୀ ଗ୍ରାମର ଗୋବିନ୍ଦ ଗିରିଙ୍କ ପୁଅ ତାପସ ଗିରିଙ୍କୁ ୨ ବର୍ଷ ପୂର୍ବେ ହରିଆବାଙ୍କ ଗ୍ରାମର ସହଦେବ ଆଡିଙ୍କ ଝିଅ ମଞ୍ଜୁଲତା…
ବଢୁଛି ଏଚଆଇଭି ସଂକ୍ରମଣ: ପାଲଟିଛି ଚିନ୍ତାର କାରଣ
ଲୋଇସିଂହା,୪।୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହାରେ ଉଦବେଗଜନକ ଭାବେ ଏଚଆଇଭି ପଜିଟିଭ ସଂକ୍ରମଣ ହେବାରେ ଲାଗିଛି। ଗତ ୧୦ ମାସରେ ୧୨ ଜଣ ପଜିଟିଭ ଚିହ୍ନଟ ଚିନ୍ତାର କାରଣ ହୋଇଛି। ଏହି ପରିପ୍ରେକ୍ଷୀରେରେ ସ୍ଥାନୀୟ ଡ଼ାକ୍ତରଖାନା ଆଇସିଟିସି କେନ୍ଦ୍ର ଓ ଝାରମୁଣ୍ଡା…
ନିଖୋଜ ଯୁବକଙ୍କ ମୃତଦେହ ଠାବ, ପଥର ବାନ୍ଧି ନାଳରେ ଫିଙ୍ଗାଯାଇଥିବା ଅନୁମାନ
ଦେବଗଡ,୪।୧୨( ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଟାଇଁସିରା ଯୌତୁକନାଳରେ ନିଖୋଜ ଯୁବକଙ୍କ ମୃତଦେହ ଠାବ ହୋଇଥିବା ବେଳେ ହତ୍ୟା ସନ୍ଦେହ ବୋଲି କୁହାଯାଉଛି। ମୃତଦେହଟି ପାଣିରେ ବୁଡି ରହିଛି। ମୃତକ ହେଲେ ରାଜକିଶୋର ମହାକୁଳ। ପଥର ବାନ୍ଧି ନାଳରେ ମୃତଦେହ…
ପୁରୁଣା ସଂସ୍କୃତି-ପରମ୍ପରା ବଞ୍ଚାଇ ରଖିବା ମୂଳ ଲକ୍ଷ୍ୟ
ଲୋଇସିଂହା,୪।୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଦୂର୍ଗାମଣ୍ଡପରେ ୱାନ ଷ୍ଟେପ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ଶିବଲୁ କଦମଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ନୀହାର ରଂଜନ ବେହେରା, ସମ୍ମାନୀତ…
ରାସ୍ତା ତଳକୁ ଓଲଟିପଡିଲା ବାଲି ବୋଝେଇ ହାଇୱା, ଭିତରେ ଥିଲେ ଡ୍ରାଇଭର, ତା’ପରେ…
ପରଜଙ୍ଗ, ୪।୧୨(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା – ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ରେଳ ଷ୍ଟେଶନ ନିକଟରେ ଗୁରୁବାର ଭୋର ସମୟରେ ଏକ ବାଲି ବୋଝେଇ ହାଇୱା ଟ୍ରକ ଭାରସାମ୍ୟ ହରାଇ ରାସ୍ତା ତଳକୁ…
ମଦ ପିଇବାକୁ ଟଙ୍କା ଦେଲେନି ମା’, ପେଟ୍ରୋଲ ଢାଳି ଜାଳିଦେଲେ ପୁଅ
ତିହିଡି଼, ୪।୧୨(ସଞ୍ଜିତ ବଳ): ଗୁରୁବାର ସକାଳୁ ସକାଳୁ ମା’କୁ ଟଙ୍କା ମାଗିଥିଲେ ପୁଅ । ପୁଅ ଟଙ୍କା ନେଇ ମଦ ପିଇବ ବୋଲି ମା’ ଜାଣିଥିଲେ। ସେଥିପାଇଁ ପୁଅକୁ ଟଙ୍କା ଦେବାକୁ ମନା କରିଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ମା’କୁ…
ଝିଅର ମା’ ବାପା ରାଜି ନ ହେବାରୁ ଟାୱାର ଉପରକୁ ଚଢ଼ିଗଲେ ଯୁବକ, ଆଉ ତା’ପରେ…
କେନ୍ଦୁଝର,୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ଜୁଡିଆ ନିକଟରେ ଗୁରୁବାର ଏକ ହାଇ ପାୱାର ଟାୱାରରେ ଜଣେ ଯୁବକ ଚଢ଼ି ଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ନାମ ଦଶମନ୍ତ ମହାକୁଡ଼ (୨୯) ଏବଂ ସେ ପାଟଣା…
ପୁଣି ଥରାଇଲା ଶୀତ: ରାଜ୍ୟରେ ସବୁଠାରୁ ଥଣ୍ଡା ସହର ପାଲଟିଲା ଦାରିଙ୍ଗବାଡି, ସର୍ବନିମ୍ନ ତାପମାତ୍ରା ରହିଛି…
ଦାରିଙ୍ଗବାଡି, ୪ ।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପୁଣି ଥରାଇଲା ଶୀତ। ତାପମାତ୍ରା ହ୍ରାସ ପାଇ ଗୁରୁବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ୯ ଡିଗ୍ରୀ ତାପମାତ୍ରା ରହିଛି। ଯାହାକି ରାଜ୍ୟରେ ସବୁଠାରୁ ଶୀତଳ ସହର ଭାବେ…
ପାଚେରୀକୁ ଧକ୍କା ଦେଇ କାର୍ ଗୁଣ୍ଡ: ଦ୍ରୁତଗତି, ମଦୁଆଙ୍କ ପାଇଁ ଭଞ୍ଜନଗରରେ ବଢୁଛି ଦୁର୍ଘଟଣା
ଭଞ୍ଜନଗର,୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାରେ ବୁଧବାର ରାତିରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦ୍ରୁତଗତି କିମ୍ବା ଅନ୍ୟ କୌଣସି କାରଣରୁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି ସେନେଇ ସଠିକ କିଛି ଜଣାପଡ଼ିନାହିଁ। ପୋଲିସ ରାତିରେ ଘଟଣାସ୍ଥଳରେ ପହଞ୍ଚି…
ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଗଲେ ବୃଦ୍ଧବୃଦ୍ଧା, ତା’ପରେ…
ଦେବଗଡ଼,୪।୧୨ (ଶଶାଙ୍କ ଶେଖର ଝାଙ୍କର): ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବାବେଳେ ବୃଦ୍ଧା ଗୁରୁତର ହୋଇଛନ୍ତି। ରିଆମାଳ ରେଞ୍ଜ ଜୁରାଡଙ୍ଗା ଗ୍ରାମରେ ଗୋଠ ଛଡା ଦନ୍ତାହାତୀ ଉପଦ୍ରବରେ ଏଭଳି ଘଟଣା ଘଟିଛି। ମତକ ହେଲେ ଜୁରାଡଙ୍ଗା ଗ୍ରାମର କୁଞ୍ଜ ଦେହୁରୀ…
Archives


