ଘୁମୁସର ବନଖଣ୍ଡରେ ୧୫ରୁ ବାଘ ଗଣନା, ଜଙ୍ଗଲରେ ଲାଗିବ ଟ୍ରାପ୍ କ୍ୟାମେରା
ଭଞ୍ଜନଗର,୮ା୧୧(ବାବୁଲା ପ୍ରଧାନ): ପ୍ରତି ୪ ବର୍ଷକୁ ଥରେ ଦେଶରେ ବାଘ ଗଣନା ହେଉଛି। ତେଣୁ ଚଳିତ ବର୍ଷ ଦେଶରେ ବାଘ ଗଣନା ପ୍ରକ୍ରିୟା ଚାଲିଛି। ଏହିଭଳି ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ବିଭିନ୍ନ ବନଖଣ୍ଡରେ ବାଘ ଗଣନା…
ବିଜେଡି ନେତାଙ୍କ ଘରେ IT ରେଡ
ନୂଆପଡ଼ା,୧୧।୮(ମକାରୁ ବେମାଲ): ନୂଆପଡ଼ା ଖରିଆର ରୋଡରେ ବିଜେଡି ନେତାଙ୍କ ଘରେ IT ରେଡ ହୋଇଛି। ନୂଆପଡ଼ା ଖରିଆର ରୋଡରେ ବିଜେଡି ନେତା ମହମ୍ମଦ ଜୁନେଦଙ୍କ ଘରେ IT ରେଡ ହୋଇଥିବା ସୂଚନା ମିଳିଛି। କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ ଜୁନେଦ।…
ଖାଲଖମାରେ ଭରି ହୋଇଛି ଜାତୀୟ ରାଜପଥ, ଯାତ୍ରୀ ଦୁର୍ଘଟଣାର ଶିକାର ହୋଇ…
ଭଞ୍ଜନଗର,୮ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତା ରାଞ୍ଚି ବିଜୟଓ୍ବାଡା କରିଡ଼ର ଯୋଜନାରେ ନିର୍ମାଣ ହୋଇଛି। କିନ୍ତୁ ଉକ୍ତ ରାସ୍ତାର ଅନେକ ସ୍ଥାନରେ ଖାଲଖମା ଭରି ରହିଛି। ଗୋବରାଠାରେ ଥିବା ପୁରୁଣା ସେତୁଟି ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ଅଛି।…
ଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣା: ୭ ପୋଲିସଙ୍କୁ ଦାୟୀ କରି…
ପୁରୀ,୮ା୧୧: ପୁରୀ ଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଛି। ଗତ ୨୯.୬.୨୫ ରଥଯାତ୍ରା ଦିନ ଦଳାଚକଟା ଘଟଣାରେ ୭ ପୋଲିସଙ୍କୁ ଦାୟୀ କରାଯାଇ ସୁପାରିସ କରାଯାଇଛି। ଉନ୍ନୟନ କମିଶନରଙ୍କ ତଦନ୍ତ ରିପୋର୍ଟ ଆଧାରରେ ଏପରି କାର୍ଯ୍ୟାନୁଷ୍ଠାନ ସୁପାରିସ…
ପୁଣି ପରୀକ୍ଷା ଦ୍ୱନ୍ଦ୍ୱ: ଗୋଟିଏ ସମୟରେ ୨ ପରୀକ୍ଷା
କଟକ,୮ା୧୧: ଆସନ୍ତାକାଲି ଗୋଟିଏ ଦିନରେ ଗୋଟିଏ ସମୟରେ ଦୁଇ ଦୁଇଟି ପରୀକ୍ଷା ରହିଛି। OPSC ପକ୍ଷରୁ ଆସନ୍ତାକାଲି ଅର୍ଥାତ୍ ରବିବାର ASO ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୯ଟା, ପୂର୍ବାହ୍ନ ୧୧ଟା ୩୦ ଓ ୨ଟା ୩୦ରେ ୩ଟି ସିଟିଂରେ…
ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ: ପ୍ରଥମ ଶ୍ରେଣୀରେ ପଢ଼ୁଥିବା ପୁଅକୁ ହଷ୍ଟେଲ ଛାଡିବାକୁ ଯାଇ ଫେରିଲା ମୃତଦେହ
ଦାରିଙ୍ଗବାଡି,୮।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ପୁଅକୁ ହଷ୍ଟେଲ ଛାଡିବାକୁ ଯାଇଥିବା ବାପାଙ୍କ ମୃତଦେହ ଘରକୁ ଫେରିଛି। ପ୍ରକାଶ ଯେ, ଉକ୍ତ ଫାଣ୍ଡି କୁକେରମାହା ଗ୍ରାମର ମହେଶ୍ୱର…
ପୀତବାସଙ୍କ ସ୍ତ୍ରୀ କଲେ ବଡ଼ ଖୁଲାସା, ଜୀବନରୁ ମାରିଦେବକୁ ଆସୁଛି ଧମକ, ଘରକୁ ଆସି ଯିଏ ସୁରକ୍ଷା ଦେବେ କହିଥିଲେ…
ବ୍ରହ୍ମପୁର, ୮।୧୧(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗତ ଅକ୍ଟୋବର ୬ ତାରିଖରେ ହତ୍ୟା କରାଯାଇଥିଲା। ପୋଲିସ ହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ ସମେତ ଏଯାବତ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ…
ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ: ଢୋଲକିଆଙ୍କ ପାଇଁ କରିବେ ପ୍ରଚାର
ନୂଆପଡ଼ା,୮।୧୧(ମକାରୁ ବେମାଲ): ନୂଆପଡ଼ାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ଗୋଟମା ଏୟାରଷ୍ଟ୍ରପ୍ରେ ପହଞ୍ଚଛନ୍ତି। ପ୍ରଭାରୀ ବିଜୟପାଲ ସିଂ ତୋମାର, ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଆକାଶ ଦାସ ନାୟକ ବି ପହଞ୍ଚଛନ୍ତି। ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର…
ବାଲିଯାତ୍ରାରେ ଫୁଡ୍ ଷ୍ଟଲ ସିଲ୍ :ଏମିତି ଭୁଲକଲେ ବାଲିଯାତ୍ରାରେ ମିଳିବନି ଷ୍ଟଲ
କଟକ,୮।୧୧: କଟକ ବାଲିଯାତ୍ରା ପଡ଼ିଆରେ ଆକ୍ସନ ମୋଡରେ ପ୍ରଶାସନ। ଫୁଡ ସେଫ୍ଟିର ରେଡ ପରେ କଟକ ଅତିରିକ୍ତ ଜିଲାପାଳ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବାରମ୍ବାର ନିମ୍ନ ମାନର ଖାଦ୍ୟ ବିକ୍ରି କରୁଥିବା ଷ୍ଟଲ ଉପରେ ଆକ୍ସନ ନିଆଯିବ। ବାରମ୍ବାର ଅପମିଶ୍ରଣ…
OSRTC ବସକୁ ଧକ୍କା ଦେଲା ଟ୍ରକ: ୪ ଗୁରୁତର
ପରଜଙ୍ଗ,୮।୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରା ଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର ଦୋମୁହାଁଣି ଗାଁ ଛକ ନିକଟରେ OSRTC ବସକୁ ଧକ୍କା ଦେଇଛି ଟ୍ରକ। ତେବେ ଦୁର୍ଘଟଣାରେ ୪ ଜଣ ବସ ଯାତ୍ରୀ ଗୁରୁତର…
ଦୁର୍ଗମ ଅଞ୍ଚଳ ବୁଲିଲେ ବିଡିଓ: ଲୋକଙ୍କ ସମସ୍ୟା ଦୂର ପାଇଁ ଦେଲେ ପ୍ରତିଶ୍ରୁତି
ଦାରିଙ୍ଗବାଡି, ୮।୧୧(ଅରୁଣ ସାହୁ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ବିଡିଓମାନେ ନିଜ କାର୍ଯ୍ୟାଳୟରେ ସମୟ ନ ବିତାଇ ଗାଁ ଗାଁ ବୁଲୁଛନ୍ତି। ସେଠାରେ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ ସହ ଲୋକଙ୍କ ଅଭିଯୋଗକୁ ଶୁଣିବା ଓ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ…
ଫ୍ରିବିଜ୍ ଆକ୍ରାନ୍ତ ଗଣତନ୍ତ୍ର
ବିଶ୍ୱରେ ଯେତେ ପ୍ରକାର ଶାସନ ବ୍ୟବସ୍ଥା ରହିଛି ସେଗୁଡ଼ିକ ମଧ୍ୟରେ ଗଣତନ୍ତ୍ର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରେ। ମାତ୍ର ଅନୁପଯୋଗୀ ବାହ୍ୟ କାରକ ଅଧିକ କ୍ରିୟାଶୀଳ ହେଲେ ଏହାର ସ୍ବତନ୍ତ୍ରତାରେ ବିଚ୍ୟୁତି ଘଟେ ଏବଂ ଏହା ଗଣଙ୍କଠାରୁ ଦୂରେଇଯାଏ। ଏବେ…
Archives


