ଆମ ଜିଲା ଖବର

ଲଟେରି ଜରିଆରେ ହେବ ବରମୁଣ୍ଡା ଦୋକାନ ବଣ୍ଟନ

ଭୁବନେଶ୍ୱର,୧।୯: ବିଡିଏ ଭାଇସ୍‌ ଚେୟାରମ୍ୟାନ ଡ.ଏନ୍‌ ତିରୁମାଲା ନାଏକ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ଦୋକାନ ବଣ୍ଟନ ହେବ ବୋଲି ସେ ସୂଚନା ଦେଇଛନ୍ତି। ୧୦ ଦିନ ଭିତରେ ୧୨୦ ଦୋକାନୀଙ୍କୁ...

ଗଞ୍ଜେଇ କାରବାର: ୩ ଜଣଙ୍କୁ ମାଡ଼ିବସିଲା ପୋଲିସ

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ):ପୋଲିସର ମାଦକଦ୍ରବ୍ୟ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ କାରବାର ଘଟଣାରେ ଟାଉନ ଥାନା ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୩ ତାରିଖ ଦିନ ଏକ ବିଶ୍ୱସନୀୟ...

କୀଟନାଶକ ଔଷଧ ଖାଇଦେଲେ ଯୁବକ, ତା’ପରେ ଘଟିଲା…

ବଲାଙ୍ଗୀର,୧।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଆଗଲପୁର ବ୍ଲକ ଅନ୍ତର୍ଗତ ରୋତ ଗାଁରେ ଜଣେ ଯୁବକ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଆଗଲପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ...

ବିରଳ କୃତିତ୍ୱ ପାଇଁ ସରପଞ୍ଚଙ୍କୁ ସମ୍ବର୍ଦ୍ଧନା

ପାଟଣା,୧।୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବଡପାଟଣା ପଞ୍ଚାୟତ ସରପଞ୍ଚ ବିନତି ବାନରା ନୂଆ ଦିଲ୍ଲୀର ୭୯ତମ ସାଧୀନତା ଦିବସ ପରେଡ଼ରେ ପଞ୍ଚାୟତ ରାଜ ସଦସ୍ୟ ଭାବେ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ରୂପେ ଯୋଗଦେଇ ଫେରିଛନ୍ତି। ଏଥିସହ ସେ...

ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ ବଡ଼ ନିଷ୍ପତ୍ତି: ଭସାଣିରେ ଆଉ ବାଜିବନି…

ଭୁବନେଶ୍ବର,୧।୯: ଆଗକୁ ଦୁର୍ଗାପୂଜା। ଏନେଇ ବିଭିନ୍ନ କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମିଶନରେଟ୍‌ ପୋଲିସ ଏବଂ ଦୁର୍ଗା ପୂଜା କମିଟି ପକ୍ଷରୁ ସୋମବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏକ ବଡ଼ ନିଷ୍ପତ୍ତି...

ନଦୀରେ ଭାସିଗଲେ ଗାଈ ଚରାଳି

ଉଦଳା,୧।୯: ମୟୂରଭଞ୍ଜ ଜିଲା ଦେଓ ନଦୀରେ ସୋମବାର ଏକ ଅଘଟଣ ଘଟିଛି। ନଦୀପାର୍‌ ବେଳେ ଭାସିଯାଇ ଜଣେ ନିଖୋଜ ହୋଇଯାଇଛନ୍ତି। ବ୍ୟକ୍ତିଜଣକ କାଳିମେଘା ଗ୍ରାମର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ମୁତବକ, ବ୍ୟକ୍ତିଜଣକ ଗାଈ ଚରାଇବାକୁ ନଦୀ ପାର୍‌ ହେଉଥିଲେ।...

ଶେଷରେ ସୁଇଟିଙ୍କୁ ମିଳିଲା ପୁରସ୍କାର: ଖୁସିବ୍ୟକ୍ତ କରି କହିଲେ…

ଗଞ୍ଜାମ,୧।୯(ବିଦ୍ୟାଧର ସାହୁ): ଗଞ୍ଜାମ କଲେଜ ଧନ୍ଦା ମୂଳକ ଶିକ୍ଷା (ଭୋକେଶନାଲ)ରେ ଟପ୍ପର ଛାତ୍ରୀ ସୁଇଟି ନାୟକ ଫାଷ୍ଟ ପ୍ରାଇଜ ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧନା ଦିଆଯାଇଥିଲା l ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ଏନଏସି ପ୍ରଶାସନ ପକ୍ଷରୁ ଅଧ୍ୟକ୍ଷା ପ୍ରତିଭା...

ଉମରକୋଟ ହାତୀ ଉପଦ୍ରବ: ଚାଷୀଙ୍କ ହଜିଲା ନିଦ

ଉମରକୋଟ,୧।୯: ନବରଙ୍ଗପୁର ଜିଲାର ଉମରକୋଟ ବ୍ଲକରେ ଆତଙ୍କ ଖେଳାଉଛନ୍ତି ଛତିଶଗଡର ହାତୀ। ମକା ଫସଲ ନଷ୍ଟ କରି ଚାଷୀଙ୍କ ନିଦ ହଜାଇ ଦେଇଛନ୍ତି ହାତୀ ପଲ। ପୂର୍ବରୁ ଛତିଶଗଡ଼ ଓ ନବରଙ୍ଗପୁର ସୀମାନ୍ତ ରାଇଘର ବ୍ଲକ ରେ ଆତଙ୍କ ଖେଳାଉଥିବା...

ଟମକା-ମଙ୍ଗଳପୁର ରାସ୍ତା ଅବରୋଧ କଲେ ବସ୍ତିବାସିନ୍ଦା

କାଳିଆପାଣି,୧ା୯(ଅସିତ ମହାନ୍ତ): ଯାଜପୁର ଜିଲାର ସୁକିନ୍ଦା ତହସିଲ ଅନ୍ତର୍ଗତ ରାସୋଳ ପଞ୍ଚାୟତ ମଲ୍ଲାରସାହି ବସ୍ତିରେ ଟ୍ରକ୍‌ ପାର୍କିଂକୁ ବିରୋଧ କରି ସୋମବାର ବସ୍ତି ବାସିନ୍ଦା ଟମକା-ମଙ୍ଗଳପୁର ରାସ୍ତାରେ ଧାରଣା ବସିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ରବିବାର କ୍ରୋମାଇଟ ଲୋଡ଼ିଂ କରିବାକୁ...

ରାଜ୍ୟରେ ହେବ ୩ ଅର୍ଥନୈତିକ ଜୋନ: ଉଷା ପାଢ଼ୀ

ଭୁବନେଶ୍ୱର,୧।୯: ପରିବହନ ସଚିବ ଉଷା ପାଢ଼ୀ ସୋମବାର ରାଜ୍ୟବାସୀଙ୍କୁ ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ ୩ଟି ଅର୍ଥନୈତିକ ଜୋନ ହେବ ବୋଲି ପରିବହନ ସଚିବ ପାଢ଼ୀ କହିଛନ୍ତି। କ୍ବାଡ ସିଟି ପ୍ରୋଗ୍ରାମ ଜରିଆରେ ସରକାର ଏହି ଯୋଜନା ରଖିଛନ୍ତି...

ଶୋଚନୀୟ ହୋଇପଡ଼ିଥିଲା ରାସ୍ତା, ପଡୁ ନ ଥିଲା ପ୍ରଶାସନର ନଜର, ନିଜ ଅର୍ଥ-ଶ୍ରମ ଦାନ କରି…

ବରଗଡ଼,୧ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଭଟଲି ଛକରୁ ଜିଲା ମୁଖ୍ୟ ଚିକିତ୍ସାଳୟ, ଭଟଲି, ଅମ୍ବାଭୋନା ତଥା ପଡ଼ୋଶୀ ଛତିଶଗଡ଼କୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାର ବରଗଡ଼ ରାଣାପ୍ରତାପ ସ୍କୁଲ ପାଖ ଓଭରବ୍ରିଜ ତଳେ ରାସ୍ତା ଦୀର୍ଘଦିନ ହେଲା ଶୋଚନୀୟ ଅବସ୍ଥାରେ...

ଚିକିତ୍ସା ଅବହେଳାରୁ ଚାଲିଗଲା ଗର୍ଭବତୀ ଆଶାକର୍ମୀଙ୍କ ଜୀବନ, ରାଜରାସ୍ତାରେ ମୃତଦେହ ରଖି…

ଉମରକୋଟ,୧ା୯(ସଦାଶିବ ପ୍ରହରାଜ/ସନ୍ତୋଷ ଶତପଥୀ): ଚିକିତ୍ସା ଅବହେଳାରୁ ଜଣେ ଗର୍ଭବତୀ ଆଶାକର୍ମୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଉମରକୋଟ ସ୍ବାସ୍ଥ୍ୟକେନ୍ଦ୍ରରେ ଏପରି ଦୁଃଖଦ ଘଟଣା ଘଟିଛି।  ପ୍ରସବ ପାଇଁ ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା, ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri