ଦାଉ ସାଧୁଛନ୍ତି ମିଲର: ସରକାରଙ୍କ ହସ୍ତକ୍ଷେପ ପରେ ବି ଉଠୁନି ଧାନ
ଛତ୍ରପୁର,୧୨।୧(ଦିଲ୍ଲୀପ ସାମଲ): ଧାନ ମଣ୍ଡିରେ ଅଚଳବସ୍ଥା। ଧାନମଣ୍ଡି ଖୋଲାଯାଇଛି ସତ ମାତ୍ର ହେଲେ ମିଲର ଧାନ ନେଉନି । ପୂର୍ବ ସରକାର ଅପେକ୍ଷା ଅଧିକ କଟନୀ ଛଟନୀ ହେଉଛି। ଏଭଳି ଅଭିଯୋଗ କରି ଛତ୍ରପୁର ଉପଜିଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି ହିଞ୍ଜିଳି ବ୍ଲକ…
କଳିଙ୍ଗା ଘାଟିରେ ‘ସତର୍କ ସୂଚନା ଘଣ୍ଟି’ ଉଦ୍ଘାଟିତ କଲେ ମୁଖ୍ୟମନ୍ତ୍ରୀ: ଚାଳକମାନଙ୍କୁ ସତର୍କ କରାଇବାକୁ ବାଜିବ…
ଜି.ଉଦୟଗିରି, ୧୨।୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା କଳିଙ୍ଗା ଘାଟିରେ ଅତ୍ୟଧିକ ଦୁର୍ଘଟଣା ଯୋଗୁ ବହୁ ସଂଖ୍ୟକ ଲୋକେ ପ୍ରାଣ ହରାଇଥିବା ବେଳେ ଦୁର୍ଘଟଣା ଏଡ଼ାଇବା ନିମନ୍ତେ କିଛି ପଦକ୍ଷେପ ନେବା ପାଇଁ ସରକାରଙ୍କ ନିକଟରେ ଅଞ୍ଚଳବାସୀଙ୍କ ତରଫରୁ ବହୁବାର ଦାବି…
କୋର୍ଟରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ: କହିଲେ…
ଭୁବନେଶ୍ୱର,୧୨।୧ ଟାଟା କନ୍ସଲଟାନ୍ସୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଭୁବନେଶ୍ୱର ଜେଏମଏଫ୍ସି-୧ରେ ହାଜର ହେଲେ ଏମ୍ପି ପ୍ରଦୀପ ପାଣିଗ୍ରାହୀ। ଆକାଶ ପାଠକ ମଧ୍ୟ ଭୁବନେଶ୍ୱର ଜେଏମଏଫ୍ସି-୧ରେ ହାଜର ହୋଇଛନ୍ତି। ଏବେ କୌଣସି ମନ୍ତବ୍ୟ ଦେବା ଠିକ ନୁହେଁ କହିଛନ୍ତି ପ୍ରଦୀପ…
୧୮ରେ ହେବ ପକ୍ଷୀ ଗଣନା: ସାମିଲ ହେବେ କଲେଜ ଛାତ୍ରୀଛାତ୍ର, ଏହି ସମୟରେ ହେବ ଗଣନା
ଭଞ୍ଜନଗର,୧୨।୧(ବାବୁଲା ପ୍ରଧାନ): ପ୍ରତି ବର୍ଷ ରାଜ୍ୟରେ ପକ୍ଷୀ ଗଣନା ହେଉଛି। ବିଦେଶାଗତ ପକ୍ଷୀ ଏବଂ ଅଞ୍ଚଳ ପକ୍ଷୀ ଚିହ୍ନଟ କରିବା ସହ ସଂପୃକ୍ତ ଅଞ୍ଚଳର ଜଳବାୟୁ ,ମାଟି ଓ ପାଣି ଜାଣି ହେବ। ଏହାପରେ ତାକୁ ଦେଖି ପକ୍ଷୀମାନଙ୍କ ସୁରକ୍ଷା ସହ…
ଗଜପତି ଜିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଲୋକଙ୍କ ପାଇଁ ହେବ…
ଗଜପତି,୧୨।୧(ଗିରିଧାରୀ ପରିଛା) : ଜାତୀୟ ସଡ଼କ ସୁରକ୍ଷା ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଗଜପତି ଜିଲା ପାଇଁ ବଡ଼ ଘୋଷଣା କରିଛନ୍ତି। ଜିଲାରେ ୮ ଗୋଟି ପ୍ରକଳ୍ପକୁ ଭର୍ଚୁଆଲ ମାଧ୍ୟମରେ ଶୁଭ ଉଦ୍ଘାଟନ କରିଛନ୍ତି। ପାରଳାଖେମୁଣ୍ଡି ବାଇପାସ ରୋଡ଼ ପାଇଁ ୪୭୪୮.୨୬ ଲକ୍ଷ, ଗୋପିଲି…
ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ: ଅଟୋ ଚାଳକଙ୍କୁ ପଡ଼ିଲା ମହଙ୍ଗା
ଗୋପାଳପୁର,୧୨ା୧(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଘଟଣାରେ ପୋଲିସ ଜଣେ ଅଟୋ ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଅଶୋକ ଦାସ (୪୦)। ମିଳିଥିବା ସୂଚନା ମୁତାବକ,…
ଲମତାପୁଟ ବସଷ୍ଟାଣ୍ଡ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ସିସିଟିଭି ସହ ରହିଛି….
କୋରାପୁଟ,୧୨ା୧(ଅମିତାଭ ବେହେରା): କୋରାପୁଟ ଜିଲା ଲମତାପୁଟ ଠାରେ ଅଟଳ ବସ୍ ଷ୍ଟାଣ୍ଡକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଥିବା ବେଳେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ…
ଗ୍ରାମବାସୀଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଲେ ଅତିରିକ୍ତ ଏସ୍ପି, ସରପଞ୍ଚ କହିଲେ…
ବଲାଙ୍ଗୀର,୧୨ା୧(ସୁନିଲ କୁମାର ମହାନ୍ତି): ସଦର ଥାନା କୁଶମେଲ ପଞ୍ଚାୟତରୁ କିଛିଦିନ ତଳେ ଇଲେକ୍ଟ୍ରି ତାର ଚୋରି ହୋଇଥିଲା। ଲୋକେ ପୋଲିସକୁ ଖବର ଦେବାରୁ ସଦର ପୋଲିସ ଚୋରମାନଙ୍କୁ ଥାନାକୁ ଆଣି ପରେ ଛାଡ଼ିଦେଇଥିଲା। ସୋମବାର ସକାଳୁ କୁଶମେଲ ସରପଞ୍ଚ କୌସ୍ତୁଭ ସାହୁଙ୍କୁ…
ଚୋରଙ୍କୁ ପଚରାଉଚରା ପରେ ଛାଡ଼ିଦେଲା ପୋଲିସ, ଗିରଫ ଦାବିରେ ତାତିଲେ ଲୋକେ
ବଲାଙ୍ଗୀର,୧୨ା୧(ସୁନିଲ କୁମାର ମହାନ୍ତି): ସଦର ଥାନା କୁଶମେଲ ପଞ୍ଚାୟତର ଇଲେକ୍ଟ୍ରି ତାର ଚୋରି ହୋଇଥିଲା। ଲୋକେ ପୋଲିସକୁ ଖବର ଦେଇବାରୁ ସଦର ପୋଲିସ ଚୋରମାନଙ୍କୁ ଥାନାକୁ ଆଣିଥିଲା ସତ ମାତ୍ର ପରେ ଛାଡ଼ିଦେଇଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ତେବେ ଏହାର ପ୍ରତିବାଦରେ…
ବସ୍-ବାଇକ୍ ଧକ୍କା, ଚାଲିଗଲା ଚାଳକଙ୍କ ଜୀବନ, ରାସ୍ତା ଉପରେ ମୃତଦେହ ରଖି…
ଗୁଣୁପୁର,୧୨ା୧(ସଙ୍କେତ ପାତ୍ର): ଗୁଣୁପୁର ବଂଶଧାରା ବ୍ରିଜ ନିକଟ ମୁଖ୍ୟ ରାସ୍ତା ଉପରେ ମୃତଦେହ ରଖି କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଗୁଣୁପୁର ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି। ସୂଚନା ଥାଉକି, ରବିବାର ଏକ ଘରୋଇ…
ଛାତିଥରା ଦୁର୍ଘଟଣା, ବସ୍ ଧକ୍କାରେ ଉଡ଼ିଗଲା ଦମ୍ପତ୍ତିଙ୍କ ପ୍ରାଣବାୟୁ
ଵ୍ରହ୍ମପୁର, ୧୨/୧(ସୁବାସ ଚନ୍ଦ୍ର ପାଢ଼ୀ): ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ପଞ୍ଚାୟତର ବାଳକୃଷ୍ଣପୁର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଯାତ୍ରୀବାହୀ ବସ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ଖବର ଲେଖାଯିବା ସୁଦ୍ଧା…
ଧାନମଣ୍ଡି ଅନୁଧ୍ୟାନ କଲେ ସରପଞ୍ଚ, ପରେ ଉଠିଲା ଧାନ
ଗଞ୍ଜାମ,୧୨ା୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତରେ ଖୋଲିଛି ଦୁଇଟି ଧାନମଣ୍ଡି। ସରପଞ୍ଚ ମମତା ବେହେରା ସୋମବାର ମଲାଡ଼ ଏବଂ ପଣିବନ୍ଧଠାରେ ଥିବା ଦୁଇଟି ଧାନମଣ୍ଡି ଅନୁଧ୍ୟାନ କରିଛନ୍ତି। ମଲାଡ଼ଠାରେ ଥିବା ମଣ୍ଡିରେ ମଲାଡ଼ ଗ୍ରାମ ସମେତ ଶ୍ରୀବଣା, ବାହାଲପୁର, ରାଉଳିବନ୍ଧ,…
Archives


