ଆମ ଜିଲା ଖବର

ଫାର୍ମାସିଷ୍ଟଙ୍କ ମିଳିଲା ଝୁଲନ୍ତା ମୃତଦେହ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ 

ମାଲକାନଗିରି,୧ା୧୧(ଦୁର୍ଯ୍ୟୋଧନ ପାତ୍ର/ସୁଚିତ୍ରା ଦାସ): ମାଲକାନଗିରି ଜିଲା ସଦର ବ୍ଲକ ଏମ୍‌ଭି ୭ ଗ୍ରାମରେ ଜଣେ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତଦେହ ଶନିବାର ଜବତ ହୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକ ହେଲେ ମାଲକାନଗିରି ବ୍ଲକ୍‌...

ରାତି ହେଲେ ବଢୁଛି ହାତୀ ଉପଦ୍ରବ: ପଡୁଛି ତାଟି କବାଟ, ଧାନ-ମାଣ୍ଡିଆ ଫସଲ ନଷ୍ଟ

ଦିଗପହଣ୍ଡି,୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଇର ପଦର, ସିଙ୍ଗପୁର,ହରିଣା,ସୁମନ୍ତପୁର,ଗୁଣ୍ଡୁରି ଗୁଡ଼ା,ଆଦିକନ୍ଦପୁର,ସୁନାଖଣ୍ଡି ପ୍ରଭୃତି ଗ୍ରାମ ମାନଙ୍କରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ ସା ହେଲେ ରାସ୍ତାରେ ଚଳପ୍ରଚଳ କରିବାକୁ ଲୋକେ ଭୟଭୀତ ହେବା ସହ...

ରଙ୍ଗରୁଟ୍‌ରେ ଆସି ରାସ୍ତାରେ ଶୋଇଥିବା ଗାଈଙ୍କ ଉପରେ ମାଡ଼ିଗଲା ଟ୍ରଲର, ଘଟଣାସ୍ଥଳରେ ବଜରଙ୍ଗ ଦଳ

ଗଞ୍ଜାମ,୧।୧୧(ବିଦ୍ୟାଧର ସାହୁ): ରଙ୍ଗରୁଟ୍‌ରେ ଆସି ରାସ୍ତାରେ ଶୋଇଥିବା ଗାଈଙ୍କ ଉପରେ ମାଡ଼ିଗଲା ଟ୍ରଲର। ଏଭଳି ଏକ ଦୁର୍ଘଟଣା୧୬ ନଂ ଜାତୀୟ ରାଜପଥ ଲକ୍ଷ୍ମୀପୁର ନିକଟରେ ଦେଖିବାକୁ ମିଳିଛି। ଏନେଇ ଖବର ପାଇ ଗଞ୍ଜାମ ଥାନା ସେକେଣ୍ଡ ଅଫିସର ଅନିରୁଦ୍ଧ ସ୍ବାଇଁ...

ଭେଙ୍କଟେଶ୍ୱର ଦଳାଚକଟାରେ ଓଡ଼ିଆ ଯୁବତୀ ମୃତ, ଏକମାତ୍ର ଝିଅକୁ ହରାଇ…

ପାତ୍ରପୁର,୧ା୧୧(ଉମା ଚରଣ ନେପାକ): ଓଡ଼ିଶାରେ ରବିବାର କାର୍ତ୍ତିକ ବଡ଼ ଏକାଦଶୀ ପାଳନ ହେଉଥିବା ବେଳେ ଆନ୍ଧ୍ର ପ୍ରଦେଶରେ ଏକାଦଶୀକୁ ଶନିବାର ପାଳନ କରାଯାଇଥିଲା। ଆନ୍ଧ୍ରର ଶ୍ରୀକାକୁଲମ ଜିଲା କାଶୀବୁଗା ଭେଙ୍କଟେଶ୍ୱର ମନ୍ଦିରରେ ଏକାଦଶୀ ବ୍ରତ ପାଳନ ପାଇଁ ପ୍ରବଳ ଜନସମାଗମ...

ଏକମାତ୍ର ପୁଅ ଚାଲିଯିବା ପରେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ, ଆବେଦନ କରି ବି ମିଳୁନି ଆବାସ…

ମୋହନା,୧ା୧୧(ମନ୍ମଥ ମିଶ୍ର)- ପରିଣତ ବୟସରେ ସାହା ହେବାକୁ କେହି ନାହିଁ। ଘରଟିଏ ନ ଥିବାରୁ ଆଶ୍ରୟ ନେଇଛନ୍ତି ଗାଁ କୋଠଘରେ। ଆବେଦନ କରି ମଧ୍ୟ ଏଯାଏ ମିଳିନି ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ। ଏପରି ଅବହେଳାର ଶିକାର ହୋଇଥିବା...

ଅଙ୍ଗଦାନ କରି ଚର୍ଚ୍ଚାରେ ଦୁର୍ଗମ ଅଞ୍ଚଳର ମହିଳା ‘ଅବଳା’,ଦିଆଗଲା ଗାର୍ଡ ଅଫ୍‌ ଅନର୍‌…

ମୋହନା,୧ା୧୧(ମନ୍ମଥ ମିଶ୍ର)- ଗଜପତି ଜିଲା ମୋହନା ବ୍ଲକରେ ଅଙ୍ଗଦାନ କରି ଜଣେ ମହିଳା ଚର୍ଚ୍ଚାକୁ ଆସିଛନ୍ତି। ସେ ହେଲେ ଖାରିଗୁମ୍ମା ଗାଁର ଅବଳା। ଖବରରୁ ଜଣାପଡିଛି, ଗତ ରବିବାର ଅବଳା ଆର ଉଦୟଗିରି ବ୍ଲକ ଛେଳିଗଡ଼ ଗାଁକୁ ତାଙ୍କର ଜଣେ...

ବୁଲା ଗାଈଗୋରୁଙ୍କୁ ଅଟକ ରଖିଲେ ଚାଷୀ, ମହିଳାଙ୍କ ପ୍ରତିବାଦ…

ବୁଗୁଡା,୧ା୧୧(କାଳିଚରଣ ଦାଶ): ବୁଲା ଗାଈଗୋରୁଙ୍କ ଯୋଗୁ ବୁଗୁଡ଼ା ସହରର ଟ୍ରାଫିକ ବ୍ୟବସ୍ଥା ଭୁଶୁଡି ପଡ଼ିଥିବା ବେଳେ ଏବେ ସେମାନଙ୍କ ପ୍ରାର୍ଦୁଭାବ ଯୋଗୁ ଚାଷୀଙ୍କ ଫସଲ ହାନି ମଧ୍ୟ ଘଟୁଛି। ବୁଲା ଗାଈଗୋରୁ ପଲ ରାତିରେ ଲୋକଙ୍କ କ୍ଷେତରେ ପଶି ଫସଲ...

କଳାକାରଙ୍କ ଅନନ୍ୟ ପ୍ରୟାସ: ନାଟକରେ ଶହୀଦ୍‌ ପରିବାରଙ୍କ ବଳିଦାନ

ବରଗଡ଼,୧।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସମଲେଶ୍ୱରୀ ସଂଘ ପ୍ରାୟୋଜିତ ନାଟ୍ୟ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ନାଟ୍ୟ ଉତ୍ସବରେ ସଂଘର କଳାକାରମାନେ ନାଟକ ଜୀବନ୍‌ ତାଙ୍କର୍‌, ସ୍ବାଧୀନତା ଆମର୍‌ (ମାଧୋ ସିଂ) ମଞ୍ଚସ୍ଥ କରିଥିଲେ। ନାଟ୍ୟକର ଚୂଡ଼ାମଣି ରଥଙ୍କ ରଚିତ ନାଟକରେ ସେ...

ଚକୋଲେଟ ଦେଇ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାରଣ, ମା’ବାପାଙ୍କ ଅଭିଯୋଗ ପରେ ବନ୍ଧା ହେଲେ ଶିକ୍ଷକ…

ଗଞ୍ଜାମ,୧।୧୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଏକ ଲଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି । ଏକ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ହୁମ୍ମା ଫାଣ୍ଡି ପୋଲିସ ଏକ ପ୍ରାଥମିକ...

ସାନଖେମୁଣ୍ଡିରେ ବ୍ଲକସ୍ତରୀୟ ‘ସୁରଭି’

ଦିଗପହଣ୍ଡି/ପାଟପୁର, ୧ା୧୧ (ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ)- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ମୌଳାଭଞ୍ଜା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ପ୍ରଧାନଶିକ୍ଷୟତ୍ରୀ ଭାରତୀ ମହାରଣାଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ...

‘ଦୁର୍ନୀତି ମୁକ୍ତ ଭାରତ ଗଠନ ଲାଗି ନେଲେ ଶପଥ’

ପୁରୁଷୋତ୍ତମପୁର,୧ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ସଭାପତି ଅରୁଣ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା ଓ...

କଳାହାଣ୍ଡି ଜିଲା ଗଠନ ସମାରୋହରେ କଳା ପ୍ରଦର୍ଶନ କଲେ କୃତିତ୍ୱ

କେସିଙ୍ଗା,୧।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକସ୍ତରୀୟ ୭୬ତମ କଳାହାଣ୍ଡି ଜିଲା ଗଠନ ପ୍ରତିଷ୍ଠା ସମାରୋହ-୨୦୨୫ ବିଡ଼ିଓ ଜନ୍ମେଜୟ ସ୍ବାଇଁଙ୍କ ନେତୃତ୍ୱରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଶନିବାର ସନ୍ଧ୍ୟାରେ ମହାସମାରୋହରେ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri