ନୂଆପଡ଼ା

ବୁଲା କୁକୁର ଆତଙ୍କ, ଦିନକରେ ୨୭ ଜଣଙ୍କୁ କାମୁଡିଲେ

ଖଡ଼ିଆଳ,୩୦ା୩(ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ବ୍ଲକ ଅଞ୍ଚଳରେ ବୁଲା କୁକୁର ଆତଙ୍କ ଦେଖାଦେଇଛି। ଶନିବାର ଦିନକରେ ୨୭ ଜଣଙ୍କୁ କୁକୁର କାମୁଡିଥିବା ବେଳେ ରବିବାର ମଧ୍ୟାହ୍ନ ସୁଦ୍ଧା ୫ ଜଣଙ୍କୁ କାମୁଡିଛନ୍ତି। ଉପଖଣ୍ଡ ଚିକିତ୍ସାଳୟରେ ସମସ୍ତଙ୍କୁ ଜଳାତଙ୍କ ଇଞ୍ଜେକଶନ…

ବାଲି ବୋଝେଇ ଟ୍ରାକ୍ଟର ଓଲଟି: ଦୁଇ ଯୁବକଙ୍କ ମୃତ୍ୟୁ

ନୂଆପଡା,୩୦।୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଅବସ୍ଥିତ ଯୁନାପନି ଗ୍ରାମରେ ବାଲି ବୋଝେଇ ଟ୍ରାକ୍ଟର ଓଲଟି ରବିବାର ଦୁଇ ଯୁବକଙ୍କ ମତ୍ୟୁଘଟିଛି। ମୃତ ଦୁଇ ଯୁବକ ହେଲେ ସୁନାବେଡ଼ା ପଞ୍ଚାୟତ ଯୁନାପାଣି ଗାଁ…

ଡିଜିପି ଡିସ୍କରେ ସମ୍ମାନିତ ହେବେ ନୂଆପଡ଼ା ଏସ୍‌ପି

ନୂଆପଡ଼ା,୩୦।୩:(ମକାରୁ ବେମାଲ): ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୂଆପଡା ଜିଲା ଆରକ୍ଷୀ ଅଧୀକ୍ଷକ ଜି ଆର୍‌ ରାଘବେନ୍ଦ୍ର ରାଜ୍ୟ ସରକାରଙ୍କ ତରଫରୁ ୨୦୨୪-୨୫ ବର୍ଷ ପାଇଁ ସମ୍ମାନଜନକ ଡିଜିପି ଡିସ୍କ ପାଇବା ପାଇଁ ମନୋନୀତ ହୋଇଛନ୍ତି। ୯୦ତମ ପୋଲିସ…

୧୭ ଚୋରି ବାଇକ୍‌ ଜବତ, ୩ ଗିରଫ

ନୂଆପଡ଼ା,୩୦ା୩ (ମକାରୁ ବେମାଲ): ନୂଆପଡ଼ା ସଦର ଥାନା ପୋଲିସ ଶନିବାର ବିଭିନ୍ନ ସ୍ଥାନରେ ଚଢାଉ କରି ୧୭ ଚୋରି ବାଇକ୍‌ ଜବତ କରି ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସିନାପାଲି ଥାନା କଏଟପଦର ପଞ୍ଚାୟତ…

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଆଦିବାସୀ ସଂଘ

ନୂଆପଡ଼ା,୨୮ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସମସ୍ୟା ନେଇ ଶୁକ୍ରବାର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ସଂଘ ସଭାପତି ଭାନୁ ପ୍ରତାପ ସିଂ ମାଝିଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ମହିଳାପୁରୁଷ ପାରମ୍ପରିକ ଅସ୍ତ୍ରଶସ୍ତ୍ର…

କାମଧେନୁ ଯୋଜନାରେ ବାଛୁରୀ ପାଳନର ଶୁଭାରମ୍ଭ

ନୂଆପଡ଼ା,୨୭ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ଼ ପ୍ରାଣୀ ଚିକିତ୍ସାଳୟଠାରେ ବୁଧବାର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ମାଈ ବାଛୁରୀ ପାଳନର ଶୁଭାରମ୍ଭ ହୋଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଏକ ପ୍ରଦର୍ଶନୀକୁ ଜିଲାପାଳ ମଧୁସୂଦନ ଦାସ ଉଦ୍‌ଘାଟନ କରି ୨୧…

ରୋଗୀଙ୍କୁ ଧରି ଆସୁଥିବା ବେଳେ ଓଲଟି ପଡ଼ିଲା ୧୦୮ ଆମ୍ବୁଲାନ୍ସ, ଆଉ ତା’ପରେ…

ବୋଡ଼େନ,୨୭ା୩(ଟିକେଶ୍ୱର ନାଗ): ନୂଆପଡ଼ା ଜିଲା ଖଡିଆଳ-ବୋଡ଼େନ ମୁଖ୍ୟ ରାସ୍ତାରେ ଗୁରୁବାର ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଳିଥିବା ସୂଚନା ମୁତାବକ, ଏକ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ଧରି ହସ୍ପିଟାଲ ଆସୁଥିଲା। ହେଲେ ବାଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତାକଡରେ ଓଲଟି…

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ନୂଆପଡ଼ା,୨୫ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଆଗ୍ରେନ ପଞ୍ଚାୟତ ସନବାହାଲି ଗାଁ ନିକଟ ବିଜୁ ଏକ୍ସପ୍ରେସ ୱେରେ ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୋମନା ଥାନା ଭେଲା ଗାଁର ସୁରୁ କୁମ୍ଭାର (୨୫)।…

କାଳିଆ ହତ୍ୟା ଘଟଣାରେ ୪ ଗିରଫ

ନୂଆପଡ଼ା,୨୪ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା ଖଡିଆଳ ଥାନା କିକିରିବେଡା ଗାଁର ବୃଦ୍ଧ କାଳିଆ ମାଝି (୭୦) ହତ୍ୟା ଘଟଣାରେ ପୋଲିସ ସୋମବାର ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ଗୋଟିଏ ଛୁରି, ବାଇକ୍‌ ଓ ରକ୍ତଦାଗ…

ପ୍ରମାଣ ଅଭାବରୁ ଉପ ଆରକ୍ଷୀ ଅଧିକ୍ଷକ ଖଲାସ

ନୂଆପଡ଼ା,୨୩ା୩(ମକାରୁ ବେମାଲ): ଏକ ଲାଞ୍ଚ ଗ୍ରହଣ ମାମଲାର ଶନିବାର ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ବଦ୍ରି ନାରାୟଣ ନନ୍ଦ ଶୁଣାଣି କରିଛନ୍ତି। ସମସ୍ତ ସାକ୍ଷ୍ୟମାନଙ୍କ ବୟାନ ଅନୁସାରେ ପ୍ରମାଣ ଅଭାବରୁ ନୂଆପଡ଼ା ଜିଲା ପୋଲିସ ଅଧିକ୍ଷକ କାର୍ଯ୍ୟାଳୟରେ କାର୍ଯ୍ୟରତ ଡିଷ୍ଟ୍ରକ ହୁମାନ ରାଇଟ୍‌…

ପାଟଧରା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ୍‌ ଠାବ

ନୂଆପଡ଼ା,୨୨ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡ଼େନ ଥାନା ଅଧୀନ ଛତାପାଣି ଗାଁ ନିକଟ ପାଟଧରା ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ଏକ ମାଓବାଦୀ କ୍ୟାମ୍ପ୍‌ ଠାବ ହୋଇଛି। ସୂଚନା ଅନୁସାରେ ପାଟଧରା ଜଙ୍ଗଲରେ ମାଓବାଦୀମାନେ ଏକାଠି ହୋଇଥିବା ନେଇ ନୂଆପଡ଼ା ପୋଲିସକୁ…

କବାଡ଼ି ଲିଗ୍‌: ବିଞ୍ଝାଲ ୱାରିୟର୍ସ ଚାମ୍ପିୟନ

ନୂଆପଡ଼ା,୧୯ା୩(ମକାରୁ ବେମାଲ): ନୂଆପଡ଼ା ଜିଲା କବାଡି ସଂଘ ଓ ଜିଲା ରେଫରି ସଂଘର ମିଳିତ ଆନୁକୂଲ୍ୟରେ ଦର୍ଲିମୁଣ୍ଡା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଚାଲିଥିବା ନୂଆପଡା କବାଡି ପ୍ରିମିୟର ଲିଗ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ଖେଳ ବିଞ୍ଝାଲ ୱାରିୟର୍ସ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri