ନବରଙ୍ଗପୁର

୬୦ ବର୍ଷରେ ଦଶମ ଶ୍ରେଣୀ ପାସ୍‌ କଲେ ମହିଳା, ଶିକ୍ଷୟିତ୍ରୀଙ୍କ ହାତରୁ ସାର୍ଟିଫିକେଟ୍‌ ନେବା ସମୟରେ…

ଝରିଗାଁ,୧୦ା୮(କିଶୋର ଚନ୍ଦ୍ର ମଣ୍ଡଳ): ବୟସ ମାତ୍ର ଏକ ସଂଖ୍ୟା ହୋଇଥିବାବେଳେ ୬୦ ବର୍ଷ ବୟସର ଜଣେ ମହିଳାଙ୍କ ଦୃଢ଼ ଇଚ୍ଛା ଶକ୍ତି ଦ୍ୱାରା ଦଶମ ଶ୍ରେଣୀ ପାସ୍‌ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କାନାକୋଟ…

ନବରଙ୍ଗପୁରରେ ଚାଞ୍ଚଲ୍ୟ: ମିଳିଲା ଦମ୍ପତ୍ତିଙ୍କ ମୃତଦେହ

ଉମରକୋଟ,୫।୮: ନବରଙ୍ଗପୁର ଜିଲା ଉମରକୋଟ ଥାନା ସାନଭୀମାଗୁଡ଼ା ଗାଁରେ ମଙ୍ଗଳବାର ଏକ ଅଘଟଣ ସାମ୍ନାକୁ ଆସିଛି। ଗାଁରେ ଏକ ଦମ୍ପତ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଘରର ପଛପଟ ଏକ ଗଛରେ ସ୍ବାମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବା…

ଅନ୍ୟତ୍ର ବିବାହ ପାଇଁ ପ୍ରେମିକାର ତଣ୍ଟି ଚିପି ହତ୍ୟା: ଯୁବତୀ ଶୌଚ ପାଇଁ ଜିତିବା ବେଳେ…

ନବରଙ୍ଗପୁର,୪।୮: ନବରଙ୍ଗପୁର ଜିଲାର କୋଷାଗୁମୁଡ଼ା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ବିଭତ୍ସ ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କରିଛି ପୋଲିସ। ଅତିରିକ୍ତ ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ତଣ୍ଟି ଚିପି ହତ୍ୟା କରିଥିଲେ ଏବଂ ପ୍ରମାଣ ନଷ୍ଟ…

ରାଜ୍ୟରେ ଅସୁରକ୍ଷିତ ମହିଳା, ଏହି ଜିଲାରେ ବଳାତ୍କାର ପରେ ବିଷ ପିଆଇ ଯୁବତୀଙ୍କୁ ହତ୍ୟା!

ନବରଙ୍ଗପୁର,୩।୮: ନବରଙ୍ଗପୁର ଜିଲାର କୋଷାଗୁମୁଡ଼ା ଥାନା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କ ମୃତଦେହ ତାଙ୍କ ଘରଠାରୁ ଅଳ୍ପ ଦୂରରେ ଥିବା ପାଖ ପଡ଼ିଆରୁ ଉଦ୍ଧାର କରାଯାଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଯୁବତୀଙ୍କୁ ବଳାତ୍କାର ପରେ…

ଉଗ୍ରରୁପ ନେଲା ଜମି ବିବାଦ: ଟାଙ୍ଗିଆ ଚୋଟରେ ସ୍ବାମୀ, ସ୍ତ୍ରୀ ଗୁରୁତର

ପାପଡ଼ାହାଣ୍ଡି, ୧୮।୭ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ମୈଦଲପୁର ଥାନା କୁମିଦୋରାରେ ଜମି ବାଡ଼ି ବିବାଦକୁ ନେଇ ସାନବାର୍ଲି ଗ୍ରାମର ତିନି ଭାଇ ଘାସିରାମ ହରିଜନ, ତୁଲାରାମ ହରିଜନ ଓ ଦୈତାରି ହରିଜନ ମିଶି ନୂଆଗୁଡା ଗ୍ରାମର ବିଜମଲ ହରିଜନ ଓ…

ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ: ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଛାନ୍‌ଭିନ୍‌

ଭୁବନେଶ୍ୱର/ଭବାନୀପାଟଣା,୩୦।୬(ଉତ୍ତମ କୁମାର ଦାଶ):: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଏକକାଳୀନ ୮ଟି ସ୍ଥାନରେ ଛାନ୍‌ଭିନ୍‌ କରୁଛି ଭିଜିଲାନ୍ସ ଟିମ୍‌। ଭୁବନେଶ୍ବର,କଳାହାଣ୍ଡି ଓ ନବରଙ୍ଗପୁରର ବିଭିନ୍ନ…

ଗଛରେ ପିଟି ହେଲା କାର୍‌: ଚାଲିଗଲା ୨ ଭାଇଙ୍କ ଜୀବନ

ଝରିଗାଁ,୨୬।୬(କିଶୋରଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଦୁର୍ଘଟଣା ଘଟି ୨ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ମୃତ ଯୁବକ ହେଲେ ଝରିଗାଁ ସିରାଗୁଡ଼ା ସାହିର ସାଗର ଜୈନ(୨୧) ଓ ଅଙ୍କୁର ଜୈନ(୩୦)।…

ସରକାରୀ ଜମିରୁ ଉଚ୍ଛେଦ, ଝରିଗାଁରେ ଅଶାନ୍ତର ବାତାବରଣ

ଝରିଗାଁ,୨୨ା୬(କିଶୋର ଚନ୍ଦ୍ର ମଣ୍ଡଳ): ୪୦ରୁ ୫୦ବର୍ଷ ଧରି ଲୋକେ ନିଜ ନିଜ ଅଞ୍ଚଳରେ ଘର କରି ପେଟପାଟଣା ପାଇଁ ବ୍ୟବସାୟ କରି ଚଳି ଆସୁଥିବା ବେଳେ ଉକ୍ତ ବ୍ୟବହାର କରିଥିବା ଜମିକୁ ସରକାର ପଟ୍ଟା ଦେବାରେ ଅସମର୍ଥ ରହିଥିବା ବେଳେ ସରକାରୀ…

ଉଚ୍ଛେଦକୁ ବିରୋଧ କରି ରାସ୍ତାରୋକୋ:ଧାରଣାରେ ବସିଲେ ଦୋକାନୀ

ନବରଙ୍ଗପୁର, ୯।୬(ସଦାଶିବ ପ୍ରହରାଜ): ସ୍ଥାନୀୟ ମହାରାଣୀ କ୍ଳବ ଜମିରେ ବହୁ ବର୍ଷ ହେବ ସ୍ଥାନୀୟ ୧୩ ଜଣ ଦୋକାନ କରି ଆସୁଛନ୍ତି । ସେମାନଙ୍କୁ କ୍ଳବ ପକ୍ଷରୁ ଉଠିଯିବାକୁ କୁହାଯାଇଥିଲା। ତେବେ ଦୋକାନୀମାନେ କ୍ଳବକୁ ଭଡା ମଧ୍ୟ ଦେଇ ଆସୁଛନ୍ତି। ଏନେଇ…

କାଟ୍‌ ଖାଇଲା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା: ଭୋଟ ଦେବାକୁ କେହି ଆସିଲେନି

ନବରଙ୍ଗପୁର,୯।୬(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ରାଜନୀତିରେ ରୋଚକ ଦୃଶ୍ୟ । ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣି ଭୋଟିଂ ବେଳେ ଅନୁପସ୍ଥିତ ରହିଲେ ସରପଞ୍ଚ ଓ ସମିତିସଭ୍ୟ। ତେନ୍ତଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କୋରମ ଅଭାବରୁ କାଟ ଖାଇଲା…

ପାଇଖାନା ଟାଙ୍କି ସଫା ବେଳେ ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ଚାଲିଗଲା ଜୀବନ

ନବରଙ୍ଗପୁର,୩।୬: ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ପଡ଼ାଲଗୁଡ଼ା ଗାଁରେ ମଙ୍ଗଳବାର ଏକ ବଡ଼ ଅଘଟଣ ଘଟିଛି। ପାଇଖାନା ଟାଙ୍କି ସଫା କରିବା ବେଳେ ଶ୍ବାସରୁଦ୍ଧ ହୋଇ ୪ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ୪ଜଣ ଶ୍ରମିକ ପାଇଖାନା ଟାଙ୍କି…

ସଂରକ୍ଷିତ ଜଙ୍ଗଲରେ ୨୮ ବେଆଇନ ନିର୍ମାଣ ଘର ଭାଙ୍ଗିଲା ବନ ବିଭାଗ

ଝରିଗାଁ,୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ରହିଥିବା ସଂରକ୍ଷିତ ଜଙ୍ଗଲରେ ବହୁ ଅସାଧୁ ବେଆଇନ ଘର କରୁଥିବା ସହ ବହୁ ପୁରୁଣା ଜଙ୍ଗଲ ନଷ୍ଟ କରି ସେଠାରେ ଅବାଧ ଭାବେ ମକାଚାଷ କରୁଥିବା ବେଳେ ଏବେ ଜିଲା ବନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri