କୋରାପୁଟ

ନାବାଳିକାଙ୍କୁ ଆମ୍ବ ଦେବାକୁ କହି ଘରୁ ଡାକିନେଇ ବଳାତ୍କାର: ଅଭିଯୁକ୍ତ କୋର୍ଟଚାଲାଣ

ବୈପାରିଗୁଡ଼ା, ୨୭।୪(ଡି.ଏନ୍‌.ଏ.): ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଘଟଣାରେ କୋରାପୁଟ ଜିଲା ବୈପାରିଗୁଡା ପୋଲିସ ମଙ୍ଗଳବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ବୈପାରିଗୁଡା ଥାନା ଅନ୍ତର୍ଗତ ଉମୁରିଆଗୁଡା ଗ୍ରାମର ଘେନୁ ପରଜା (୨୩)। ପ୍ରକାଶ ଯେ, ଗତ…

କୋରାପୁଟ ଗସ୍ତରେ ୫ଟି ସଚିବ

ଜୟପୁର,୨୩।୪(ଡି.ଏନ.ଏ.): ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇବା ସହ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ ୫ଟି ସଚିବ ବିଭିନ୍ନ ଜିଲାର କୋଭିଡ ହସ୍ପିଟାଲକୁ…

ଓଲଟିଲା ଗ୍ୟାସ ଟ୍ୟାଙ୍କର

ଜୟପୁର,୨୧।୪(ଡି.ଏନ୍‌.ଏ): କୋରାପୁଟ ଓ ଜୟପୁର ଘାଟି ମଧ୍ୟରେ ବାରିଣୀପୁଟ ନିକଟସ୍ଥ ଜାତୀୟ ରାଜପଥ ୨୬ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୋମବାର ବିଳମ୍ବିତ ରାତିରେ ବାରିଣୀପୁଟ ନିକଟସ୍ଥ ଜାତୀୟ ରାଜପଥ ଦେଇ ରାୟପୁର ଅଭିମୁଖେ ଯାଉଥିବା ଗ୍ୟାସ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା।…

ସମ୍ବର୍ଦ୍ଧିତ ହେଲେ ସଫେଇ କର୍ମଚାରୀ

ସୁନାବେଡ଼ା,୧୮ ।  ୪(ସ୍ବ.ପ୍ର.): ଲକ୍‌ଡାଉନ ବେଳେ ସମସ୍ତେ ଘରେ ଥିବାବେଳେ ବାହାରର ଆବର୍ଜନା ସଫେଇ ପାଇଁ ବାହାରି ଆସି କାମରେ ଲାଗିଛନ୍ତି ସଫେଇ କର୍ମଚାରୀ। ପୌରପରିଷଦ ଅନ୍ତର୍ଗତ ସମସ୍ତ ଅଞ୍ଚଳର ସାହି, ବସ୍ତିରେ ଥିବା ନାଳ ନର୍ଦ୍ଦମା, ରାସ୍ତାଘାଟ ସଫେଇ କରି…

ବଜାରରୁ ଭିଟାମିନ ସି, ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଉଭାନ

ଜୟପୁର,୧୮ା୪(ନି.ପ୍ର.): ସାରା ବିଶ୍ୱକୁ କିଛି ମାସ ହେଲା ଆତଙ୍କିତ କରି ରଖିଛି କରୋନା ଭାଇରସ। ଏହାର ମୁକାବିଲା ପାଇ କେନ୍ଦ୍ର ଓ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି। କୋରାପୁଟ ଜିଲାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଏହି ଭାଇରସ…

ରିଲିଫ ପାଣ୍ଠିକୁ ୧ ଲକ୍ଷ ଦେଲା ଭିଏସ୍‌ ବିଦ୍ୟାଳୟ

ସୁନାବେଡ଼ା/ସେମିଳିଗୁଡ଼ା,୧୮ା୪(ସ୍ବ.ପ୍ର.): କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅନେକ ଲୋକ ସହାୟତାର ହାତ ବଢ଼ାଉଛନ୍ତି। କୋରାପୁଟ ଜିଲା ସୁନାବେଡ଼ା ମିଗନଗରୀସ୍ଥିତ ଭିଏସ୍‌ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ତଥା ଶିକ୍ଷା କର୍ମଚାରୀ କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ…

କୋରାପୁଟରେ ଲକ୍‌ଡାଉନ ସ୍ଥିତି ପରଖିଲେ ପୋଲିସ ଡିଜି

ଜୟପୁର,୧୮ା୪(ଡି.ଏନ୍‌.ଏ./ନି.ପ୍ର.): ପୋଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର କୋରାପୁଟ ଜିଲା ଗସ୍ତରେ ପହଞ୍ଚତ୍ ଲକ୍‌ଡାଉନ ସ୍ଥିତି ସମୀକ୍ଷା କରିଛନ୍ତି। ପୂର୍ବାହ୍ନରେ କୋରାପୁଟ ସଦରସ୍ଥିତ ସୀମା ସୁରକ୍ଷା ବାହିନୀର ସେକ୍ଟର ପଡ଼ିଆରେ ହେଲିକପ୍ଟର ଯୋଗେ ପହଞ୍ଚତ୍ଥିଲେ। ସେଠାରୁ କୋରାପୁଟ ସଦର ଓ ଟାଉନଥାନା ପରିଦର୍ଶନ…

ଲକ୍‌ଡାଉନ ବେଳେ ମହିଳାଙ୍କ ମଦବିରୋଧୀ ସ୍ବର: ଭାଙ୍ଗିଲେ ଭାଟି, ଢାଳିଦେଲେ ପୋଚ

ଦଶମନ୍ତପୁର,୧୬ା୪(ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଚିକାମ୍ବ ପଞ୍ଚାୟତ ଉପର ଗଦଳା ଗାଁରେ ଲକ୍‌ଡାଉନ ବେଳେ ମଦ କାରବାର ବନ୍ଦ ନ ହେବା ପ୍ରତିବାଦରେ ତାତିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା। ଗୁରୁବାର ସେମାନେ ଗାଁରେ ମଦଭାଟି ଭଙ୍ଗାରୁଜା କରିବା ସହ…

ଜରୁରିକାଳୀନ ସେବାରେ ଲାଗିବେ ଶିକ୍ଷକ

ଜୟପୁର,୧୬ା୪(ଡି.ଏନ୍‌.ଏ.): କୋରାପୁଟ ଜିଲାରେ ଲକ୍‌ ଡାଉନ ବେଳେ ହିତାଧିକାରୀଙ୍କୁ ଭତ୍ତା ଓ ଚାଉଳ ବଣ୍ଟନ କାମରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କୁ ଏବେ ଜରୁରିକାଳୀନ କାର୍ଯ୍ୟରେ ନିୟୋଜିତ କରିବ ସ୍ବାସ୍ଥ୍ୟ ବିଭାଗ। ଜିଲାର ଜୟପୁର…

୧୬୦ ନମୁନାରୁ ନେଗେଟିଭ ଆସିଛି ୧୯

ସୁନାବେଡ଼ା,୧୬ା୪: କୋରାପୁଟ ଜିଲାରୁ ଏଯାବତ୍‌ ଜଣେ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି। ଏହାସତ୍ତ୍ୱେ ଜିଲା ପ୍ରଶାସନ କୋଭିଡ୍‌-୧୯ ମୁକାବିଲା ପାଇଁ ସଜାଗ ରହିଛି। ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ପରୀକ୍ଷା ପାଇଁ ପଠାଯାଇଥିବା ୧୬୦ଟି ରକ୍ତ ନମୁନାରୁ…

ଲକ୍‌ଡାଉନରେ ଲୋକଙ୍କ ଘର ବାରଣ୍ଡା ସାଜିଛି ସେଲୁନ

ସେମିଳିଗୁଡ଼ା,୧୬ା୪(ସ୍ବ.ପ୍ର.): କୌଳିକ ବୃତ୍ତିରେ ଗୁଜୁରାଣ ଚଳାଉଥିବା ଅନେକ ଲୋକଙ୍କ ଜୀବିକାରେ ଲାତ ମାରିଛି କରୋନା ଭାଇରସ। ସଂକ୍ରମଣ ଭୟରେ ସବୁଠି ଲକ୍‌ଡାଉନ। ଦୋକାନ ବଜାର ବନ୍ଦ। ଏଥିରେ କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ଅନେକ ବ୍ୟବସାୟୀଙ୍କ ପାଇଁ ଦୋକାନ ଖୋଲିବା…

ଜୟପୁରରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି: ସାମାଜିକ ଦୂରତା ବଜାୟ ରଖିବାକୁ ଦେଲେ ପରାମର୍ଶ

ଜୟପୁର,୧୬ା୪(ଡି.ଏନ୍‌.ଏ.): ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସାଫିନ୍‌ ଅହମ୍ମଦ ଏବଂ କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୋ ଜୟପୁର, କୋରାପୁଟ ସହର ବୁଲି ସମୀକ୍ଷା କରିଛନ୍ତି। ଜିଲାରେ ସମସ୍ତେ ସାମାଜିକ ଦୂରତା ବଜାୟ ରଖୁଛନ୍ତି। ମାତ୍ର ଏହାକୁ କଡାକଡ଼ି ପାଳନ କରିବାକୁ ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri