ଖୋର୍ଦ୍ଧାରେ ହର ଘର ତ୍ରିରଙ୍ଗା
ଖୋର୍ଦ୍ଧା,୧୩।୮(ପ୍ରଭାତ ପାଣିଗ୍ରାହୀ): ଦେଶ ପାଳୁଛି ସ୍ବାଧିନତାର ୭୯ତମ । ଏହି ଅବସରରେ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଖୋର୍ଦ୍ଧା ଟାଉନ ହଲ ପର୍ଯ୍ୟନ୍ତ ଆୟୋଜିତ ହର ଘର ତ୍ରୀରଙ୍ଗା ପଦଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଆଇନ ପୂର୍ତ୍ତ…
ରୋଗୀକୁ ନେବା ଆସିଥିଲା ୧୦୮ ଆମ୍ବୁଲାନ୍ସ, ହଠାତ୍ ରାସ୍ତାରେ ଲାଗିଲା ନିଆଁ
ବାଣପୁର,୧୨।୮ ( ଦିଲ୍ଲୀପ କୁମାର ସ୍ବାଇଁ ): ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅନ୍ତର୍ଗତ ବାଣପୁର ମୁଖ୍ୟ ରାସ୍ତା ଆୟତପୁର ଠାରୁ ଦେଓଗାଁଁ ମଝିରେ ଥିବା କାଁହୁ ପ୍ରଧାନଙ୍କ କୁକୁଡ଼ା ଫାର୍ମ ହାଉସଠାରେ ରାସ୍ତାରେ ଜଳିଗଲା ୧୦୮ ଆମ୍ବୁଲାନ୍ସ। ଅଳ୍ପକେ ବର୍ତ୍ତିଲେ…
ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଲଞ୍ଚ୍
କୃଷ୍ଣପ୍ରସାଦ,୯।୮(କୈଳାଶ ଚନ୍ଦ୍ର ପଟନାୟକ): ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦକୁ ଯାତ୍ରୀ ନେଇ ଆସୁଥିବା ଲଞ୍ଚ ଚିଲିକା ମଝିରେ ଦୀର୍ଘ ସମୟ ଅଟକିଥିବା ଜଣାପଡ଼ିଛି। ଖବର ନେବାରେ ଜଣାପଡ଼ିଛି ଯେ, ଲଞ୍ଚରେ ଆସୁଥିବା ବରିଷ୍ଠ ସମାଜ ସେବୀ ନାଲୁ ପାହାଣ…
ହୋମ୍ଗାର୍ଡ ପରୀକ୍ଷା ବେଳେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ
ଭୁବନେଶ୍ୱର,୮।୮: ଖୋର୍ଦ୍ଧା ଜିଲାର ତରତୁଆ ରିଜର୍ଭ ପଡ଼ିଆରେ ହୋମ୍ଗାର୍ଡ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ଦେଉଥିବା ଜଣେ ପରୀକ୍ଷାର୍ଥୀଙ୍କର ଅସୁସ୍ଥ ହୋଇ ମୃତ୍ୟୁ ଘଟିଛି। ଘଟଣା ସମ୍ପର୍କରେ ସୂଚନା ଅନୁଯାୟୀ, ପରୀକ୍ଷା ବେଳେ ଦୌଡ଼ୁଥିବା ସମୟରେ ଏହି ପରୀକ୍ଷାର୍ଥୀ ହଠାତ୍ ଅସୁସ୍ଥ…
ବଜ୍ରପାତରେ ମା’-ଝିଅ ଗୁରୁତର
ନିରାକାରପୁର,୭।୮(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଡିଆ ପଞ୍ଚାୟତ ଡିଆ କପିଳେଶ୍ୱରରେ ଗୁରୁବାର ବଜ୍ରପାତ ଘଟିଛି। ବଜ୍ରପାତରେ ମା’ ଝିଅ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଗୁରୁବାର ଅପରାହ୍ନରେ ଅଞ୍ଚଳରେ ଘଡଘଡି ସହ…
ଭାଜପା ନେତା ପ୍ରକାଶଙ୍କୁ ସଂଘବଦ୍ଧ ଆକ୍ରମଣ: ଆକ୍ରମଣରେ ରାଜନେତା ସମ୍ପୃକ୍ତି ଥିବା ଅଭିଯୋଗ
ଖୋର୍ଦ୍ଧା,୭।୮(ପ୍ରଭାତ ପାଣିଗ୍ରାହୀ): ବେଗୁନିଆ ଭାଜପା ବିଧାୟକ ପ୍ରାର୍ଥୀ ପ୍ରକାଶ ରଣବିଜୁଳିଙ୍କୁ ଗୁରୁବାର ମରଣାତ୍ମକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ବାଟମଙ୍ଗଳାସ୍ଥିତ ଡିଆର୍ସିଏସ୍ କାର୍ଯ୍ୟାଳୟ ସମ୍ମୁଖରେ ୪ରୁ ୫ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ପ୍ରକାଶଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହ ତାଙ୍କୁ…
ଖବର ପ୍ରକାଶନ ସାଜିଲା କାଳ: ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ତଣ୍ଟିଚିପି ହତ୍ୟା ଉଦ୍ୟମ
ଖୋର୍ଦ୍ଧା,୨ା୮(ପ୍ରଭାତ ପାଣିଗ୍ରାହୀ):ଧରିତ୍ରୀରେ ଏକ ଖବର ପ୍ରକାଶନକୁ ନେଇ ଶୁକ୍ରବାର ରାତିରେ ବାଣପୁର ଖବରଦାତା ଦିଲ୍ଲୀପ ସ୍ବାଇଁଙ୍କୁ ଗମ୍ଭାରୀମୁଣ୍ଡା ଛକରେ କେତେଜଣ ବ୍ୟକ୍ତି ଗାଳିଗୁଲଜ ଏବଂ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଛନ୍ତି। ଫଳରେ…
ଗାଁରେ ପଶି ପାଚେରୀ ଭାଙ୍ଗିଲେ ହାତୀପଲ
ନିରାକାରପୁର,୨୭।୭(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ଅଧୀନରେ ଗୟାବନ୍ଧ ସଂଖ୍ୟାଲଘୁ ସାହିରେ ଜଙ୍ଗଲୀ ହାତୀ ପଶି ଘର ପାଚେରୀ ଭାଙ୍ଗିଥିବା ଜଣାପଡିଛି। ଦୀର୍ଘ ଦିନ ଧରି ଅଞ୍ଚଳରେ ୪ଟିକିଆ ହାତୀପଲ ରହି ଖାଦ୍ୟ ଅନ୍ବେଷଣରେ ଗାଁ ମୁଁହାଁ ହୋଇ…
ସ୍ତ୍ରୀ ସରପଞ୍ଚ, ସ୍ବାମୀ ଚଳାଉଛନ୍ତି ପଞ୍ଚାୟତ, ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ…
ଖୋର୍ଦ୍ଧା, (ପ୍ରଭାତ ପାଣିଗ୍ରାହୀ),୨୫।୭: ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ଦଳେଇ ସାହି ପଞ୍ଚାୟତ ସରପଞ୍ଚଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ। ଅନାସ୍ଥା ପ୍ରସ୍ତାବ ଆଣିଲେ ଉକ୍ତ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର। ଏନେଇ ଉପଜିଲାପାଳ କିଶୋର ଚନ୍ଦ୍ର ପଣ୍ଡାଙ୍କ ନିକଟରେ ଲିଖିତ ଅଭିଯୋଗ…
ବ୍ୟାପିଲା ବାର୍ଡ ଫ୍ଲୁ, ମରାଗଲା ୪୦୭ ବତକ
ଖୋର୍ଦ୍ଧା,୨୫।୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ଖୋର୍ଦ୍ଧା ବ୍ଲକ ଜଂକିଆ ମୁଣ୍ଡାଆମ୍ବ ବାର୍ଡ ଫ୍ଲୁ ଘୋଷଣା କରାଯାଇଛି। ଗତକାଲି ପ୍ରଥମ ଦିନରେ ୪୫୦୭ କୁକୁଡା ମରାଯାଇ ପୋତାଯାଇଛି । ଦ୍ବିତୀୟ ଦିନରେ ବି ଏହି ଅଭିଯାନ ଜାରି ରହିଛି। ଶୁକ୍ରବାର ଦ୍ୱିତୀୟ ଦିନରେ…
ସ୍ଥାୟୀ ନିଯୁକ୍ତି ଦାବିରେ ତେଜିଲା ଆନ୍ଦୋଳନ: ଓମ୍ଫେଡ ମୁଖ୍ୟ ଫାଟକ ଆଗରେ କର୍ମଚାରୀଙ୍କ ଧାରଣା
ବାରଙ୍ଗ,୧୫।୭(ଲିଙ୍ଗରାଜ ରାଉତ): ଅରିଲୋସ୍ଥିତ ଓମ୍ଫେଡ ପ୍ଲାଣ୍ଟରେ ଅସ୍ଥାୟୀ କର୍ମଚାରୀମାନେ ମଙ୍ଗଳବାର ଧାରଣାରେ ବସିଛନ୍ତି। ଉତ୍କଳ ଓମ୍ଫେଡ ୱାର୍କର ୟୁନିଅନ ପକ୍ଷରୁ ଏହି ଧାରଣା ଦିଆଯାଇଛି। ଓମ୍ଫେଡ ପ୍ଲାଣ୍ଟରେ ଦୀର୍ଘଦିନ ହେଲା କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ସମାନ କାମକୁ…
ବ୍ୟବସାୟୀଙ୍କ ଘରେ ଅବକାରୀ ଚଢାଉ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ସଦର ଥାନା ଭାଟପୁର ଗାଁରେ ଶୁକ୍ରବାର ଏକ ବଡ଼ ଧରଣର ଅବକାରୀ ଚଢ଼ାଉ ହୋଇଛି। ବ୍ରାଉନ ସୁଗାର କାରବାର ନେଇ ଜଣେ ବ୍ୟବସାୟୀଙ୍କ ଘରେ ଏହି ଚଢାଉ କରାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ଚଢାଉ ବେଳେ…
Archives


