ବର୍ଜ୍ୟ ପରିଚାଳନା ପାଇଁ କରିବେ ସଚେତନ
ଭୁବନେଶ୍ୱର, ୧ା୧୨(ବ୍ୟୁରୋ) ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍ସିସି)ରେ ନିୟୋଜିତ ସ୍ବଚ୍ଛସାଥୀମାନଙ୍କୁ ଶୁକ୍ରବାର ବିଏମ୍ସି ଉତ୍ତର ଜୋନାଲ ଅଫିସ୍ରେ ତାଲିମ ଦିଆଯାଇଛି। ୧୧ଟି ଓ୍ବାର୍ଡରୁ ୩୮ ଜଣ ସ୍ବଚ୍ଛସାଥୀ ତାଲିମ ପାଇଛନ୍ତି। ଭୁବନେଶ୍ୱରକୁ ସ୍ବଚ୍ଛ ଓ ସବୁଜ ସୁନ୍ଦର କରିବା ପାଇଁ ଏହି…
ସଂକ୍ରମିତ ଦଳିତଙ୍କ ଏତଲା ରଖୁନି ପୋଲିସ: କାର୍ଯ୍ୟାନୁଷ୍ଠାନ ନେଇ ଡିସିପିଙ୍କ ଦ୍ୱାରସ୍ଥ
ପୁରୁଣା ଭୁବନେଶ୍ୱର, ୧ା୧୨ (ଡି.ଏନ.ଏ.) ଏଚଆଇଭି ସଂକ୍ରମିତଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଓ ସେମାନଙ୍କ ପ୍ରତି ଅବିଚାର ନ ହେବା ନେଇ ଅନେକ ସରକାରୀ ଯୋଜନା ଲାଗୁ କରାଯାଉଛି। ଏଭଳିସ୍ଥଳେ ଲିଙ୍ଗରାଜ ଥାନା କର୍ତ୍ତୃପକ୍ଷଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେଇଛି। ଡିସେମ୍ବର…
ସାଇକେଲରେ ଯାଉଥିବା ବେଳେ ପିଟିଲା କାର୍: ମା’ ମୃତ, ଝିଅ ଗୁରୁତର
ଖୋର୍ଦ୍ଧା ଅଫିସ/ବାଲୁଗାଁ,୨୯।୧୧(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁ ଥାନା ସୁବୁଦ୍ଧିପାଟଣାଛକରେ ଶୁକ୍ରବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସାଇକେଲରେ ଯାଉଥିବା ସୁବୁଦ୍ଧିପାଟଣାଗ୍ରାମର ମା’ ଏବଂ ଝିଅଙ୍କୁ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଧକ୍କା ଦେଇଥିଲା। ଉଭୟଙ୍କୁ ଗୁରୁତର…
ଲିଗାଲ ହାୟାର ସାର୍ଟିଫିକେଟ ପାଇଁ ନେଉଥିଲେ ଲାଞ୍ଚ: ଗିରଫ ହେଲେ ପିଚୁକୁଳି ଏଆର୍ଆଇ ଏବଂ ଦଲାଲ
ଖୋର୍ଦ୍ଧା ଅଫିସ,୨୮ା୧୧: ଲିଗାଲ ହାୟାର ସାର୍ଟିଫିକେଟ ଦେବା ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଖୋର୍ଦ୍ଧା ଜିଲା ବୋଲଗଡ଼ ତହସିଲର ପିଚୁକୁଳି ଅତିରିକ୍ତ ରେଭିନ୍ୟୁ ଇନ୍ସପେକ୍ଟର(ଏଆର୍ଆଇ)କୃଷ୍ଣଚନ୍ଦ୍ର ସେଠୀ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କୃଷ୍ଣଚନ୍ଦ୍ରଙ୍କର ଘର ବେଗୁନିଆ ବ୍ଳକର ଗଡମାଣତୀର…
କାର ସହ ୬୧କେଜି ଗଞ୍ଜେଇ ଜବତ: ୩ ଗିରଫ
ଖୋର୍ଦ୍ଧା ଅଫିସ,୨୭।୧୧: ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ କୋଲକାତା-ମାଡ୍ରାସ ୧୬ ନଂ. ଜାତୀୟ ରାଜପଥରୁ ଏକ ନୂଆ କାର ସହ ୬୧ କେଜି ଗଞ୍ଜେଇ ଅବକାରୀ ବିଭାଗ ଜବତ କରଛି। ବୁଧବାର ପୂର୍ବାହ୍ନରେ ଭୁବନେଶ୍ୱର ସ୍ପେଶାଲ ସ୍କ୍ବାଡ ଓ ଖୋର୍ଦ୍ଧା ଅବକାରୀ…
ମା’ଙ୍କୁ ବଳାତ୍କାର, ନାବାଳକ ପୁଅ ସହ ଅପ୍ରାକୃତିକ ଯୌନ କ୍ରିୟା: ନୟାଗଡ଼ ଡିଇଓ କାର୍ଯ୍ୟାଳୟର ଷ୍ଟେନୋଙ୍କୁ ଜେଲ
ଖୋର୍ଦ୍ଧା ଅଫିସ,୨୬ା୧୧: ମା’କୁ ବଳାତ୍କାର, ନାବାଳକ ପୁଅକୁ ଅପ୍ରାକୃତିକ ଯୌନ କ୍ରିୟା କରି ନୟାଗଡ଼ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କାର୍ଯ୍ୟାଳୟର ଷ୍ଟେନୋ ସୁରେନ୍ଦ୍ର ବାରିକ (୫୮) ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ଜାମିନ…
ଜଟଣୀ କୋର୍ଟରେ ପ୍ରଥମ ଦଣ୍ଡାଦେଶ
ଜଟଣୀ, ୨୬ା୧୧(ଡି.ଏନ.ଏ.): ଜଟଣୀ ଜେଏମ୍ଏଫ୍ସିରେ ଏକ ମାମଲାର ବିଚାର କରି ମାଜିଷ୍ଟ୍ରେଟ୍ ଧ୍ରୁବି ସୋଲାଙ୍କିରାୟ ରାୟ ପ୍ରକାଶ କରି ଜଣେ ବିଚାରାଧୀନ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଦେଇଛନ୍ତି। ଟ୍ରେନ୍ ଯାତ୍ରୀଙ୍କଠାରୁ ଚୋରି କରିବା ଘଟଣାରେ ବିଚାର ବିଭାଗୀୟ ହାଜତରେ ଥିବା କୃଷ୍ଣଚନ୍ଦ୍ର ରାଉତଙ୍କୁ…
ଖୋର୍ଦ୍ଧାରୋଡ଼ ଷ୍ଟେଶନରେ ମେମୁର ଗୋଟିଏ ବଗି ଲାଇନଚ୍ୟୁତ
ଜଟଣୀ,୨୬ା୧୧(ଡି.ଏନ.ଏ): ଖୋର୍ଦ୍ଧାରୋଡ଼ ରେଳ ଷ୍ଟେଶନରେ ସୋମବାର ସନ୍ଧ୍ୟାରେ ମେମୁ ଟ୍ରେନ୍ର ଏକ ବଗି ଲାଇନଚ୍ୟୁତ ହୋଇଥିଲା। ସନ୍ଧ୍ୟା ପ୍ରାୟ ୭ଟାରେ ଏହା ଘଟିଛି। ଷ୍ଟେଶନର ସିକ୍ ଲାଇନ୍ରେ ଏହା ହୋଇଛି। କେହି ଯାତ୍ରୀ ନ ଥିବା ଏହି ଟ୍ରେନ୍ର ବଗିଗୁଡ଼ିକ ଲାଇନ…
ଖୋର୍ଦ୍ଧାରେ ମହିଳା କୋର୍ଟ ଉଦ୍ଘାଟିତ
ଖୋର୍ଦ୍ଧା ଅଫିସ,୨୪।୧୧: ଓଡ଼ିଶାର ପ୍ରଥମ ମହିଳା କୋର୍ଟ ଖୋର୍ଦ୍ଧା ଅଦାଲତ ପରିସରରେ ଶନିବାର ଉଦ୍ଘାଟିତ ହୋଇଯାଇଛି। ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସିନିୟର ଡିଭିଜନ ସିଭିଲ ଜଜ୍ କମ୍ ସେସନ ଜଜ୍ କୋର୍ଟକୁ ମୁଖ୍ୟଅତିଥି ରୂପେ ହାଇକୋର୍ଟର ବିଚାରପତି ସଞ୍ଜୟ କୁମାର ମିଶ୍ର…
ପାଣିରେ ପଡି ଦନ୍ତା ହାତୀ ମୃତ
ନିରାକାରପୁର,୨୨।୧୧(ଡି.ଏନ.ଏ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନ ବିଭାଗ ଅଧୀନରେ ଥିବା ବାଘେପୁଟ ମୌଜା ଖଦେଇ ଗହୀର ମଲାଗୁଣୀ ନଦୀ ପଠା ଉପରେ ପାଣିରେ ପଡି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ମୃତ ହାତୀର ବୟସ ୨୦ରୁ ୨୫ ବର୍ଷ ହେବ…
୧୬୫ ଗ୍ରାମ୍ ବ୍ରାଉନ୍ସୁଗାର ଜବତ, ଜଣେ ଜେଲ ଗଲେ
ଖୋର୍ଦ୍ଧା ଅଫିସ,୧୮।୧୧: କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଖୋର୍ଦ୍ଧା ଆଦର୍ଶ ଥାନା ଶ୍ରୀବିହାରରୁ ଆନନ୍ଦ ପଶ୍ଚିମ କବାଟ(୪୬)ଙ୍କଠାରୁ ୧୬୫ ଗ୍ରାମ୍ ବ୍ରାଉନ୍ସୁଗାର ଜବତ କରାଯାଇଛି। ଏହାର ଦାମ୍ ପ୍ରାୟ ୧୬ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି…
ଚୋରା ପଥର ଚାଲାଣରେ ଦୁଇ ପୋଲିସ ଅଧିକାରୀ: ଇନ୍ସପେକ୍ଟର ବିକ୍ରମ ଜେନା ନିଲମ୍ବିତ
ଭୁବନେଶ୍ୱର, ୧୭।୧୧(ବ୍ୟୁରୋ)/ ଖୋର୍ଦ୍ଧା(ଡି.ଏନ୍.ଏ.): ଚୋରା ପଥର ଚାଲାଣ ର଼୍ୟାକେଟରେ ପୋଲିସ ଅଧିକାରୀ। କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ସ୍କାନରରେ ଥିବା ଦୁଇ ଥାନା ଇନ୍ସପେକ୍ଟର ବିକ୍ରମ କେଶରୀ ଜେନା ଓ ରଞ୍ଜିତ ସାହୁଙ୍କ ଉପରେ ଆରମ୍ଭ ହୋଇଛି ପଦକ୍ଷେପ। ଉଭୟଙ୍କୁ ଖୋର୍ଦ୍ଧାରେ ବେଆଇନ ପଥର…
Archives


