ଖୋର୍ଦ୍ଧା ଅଫିସ,୧୨ା୧୧: କିଛିଦିନର ବ୍ୟବଧାନ ପରେ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଏନ୍ଫୋର୍ସମେଣ୍ଟ ଆରମ୍ଭ ହୋଇଛି। ସମସ୍ତ ତହସିଲ, ବ୍ଲକ ଅଞ୍ଚଳରେ ମାସ୍କ ଚେକିଂ ଜୋରଦାର ଚାଲିଛି।…
ଜଟଣୀ,୧୧ା୧୧(ଡି.ଏନ.ଏ): ବ୍ରାଉନସୁଗାର କାରବାର ଅଭିଯୋଗରେ ଜଟଣୀ ପୋଲିସ ବୁଧବାର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କୁଦିଆରୀ ବଜାର ଅଞ୍ଚଳର ଅବଦୁଲ ମହମ୍ମଦ।…
ଖୋର୍ଦ୍ଧା ଅଫିସ,୧୧।୧୧: କରୋନା ଲାଗି ସରକାର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବାଣ ବିକ୍ରି ଏବଂ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି। ଅନ୍ୟପଟେ ଖୋର୍ଦ୍ଧା ଜିଲା…
ଖୋର୍ଦ୍ଧା ଅଫିସ,୧୦।୧୧: ବାଲିପାଟଣା ବନାଞ୍ଚଳର ଧାନହରା ଏବଂ ଡେଙ୍ଗ କରତକଳ ଉପରେ ମଙ୍ଗଳବାର ସକାଳୁ ଖୋର୍ଦ୍ଧା ବନଖଣ୍ଡ ଏବଂ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ ଭାବେ…
ଖୋର୍ଦ୍ଧା ଅଫିସ,୯ା୧୧: ମାସକ ପରେ ପୁଣି ଖୋର୍ଦ୍ଧା ସହରରେ ପଶିଛି ହାତୀ। ରବିବାର ସନ୍ଧ୍ୟାରେ ମୁକୁନ୍ଦପ୍ରସାଦ ନିକଟରେ ଗୋଟିଏ ହାତୀକୁ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଖବର…
ଖୋର୍ଦ୍ଧା ଅଫିସ,୭।୧୧: ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଥିବା ଖୋର୍ଦ୍ଧା ଜିଲାର ୩୬ ହାଇସ୍କୁଲକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶ୍ରେଷ୍ଠ…
ଖୋର୍ଦ୍ଧା ଅଫିସ,୬ା୧୧: କରୋନା ମହାମାରୀ ଯୋଗୁ ଦୀର୍ଘ ୮ମାସ ଧରି ରାଜ୍ୟର ସମସ୍ତ ସ୍କୁଲ, କଲେଜରେ ପାଠପଢ଼ା ବନ୍ଦ ରହିଛି। କରୋନା ମୁକାବିଲା ଲାଗି ସାମୂହିକ କାର୍ଯ୍ୟ…
ବାଲୁଗାଁ,୩।୧୧(ଡି.ଏନ୍.ଏ.): ବାୟୁମଣ୍ଡଳରୁ ଉଷ୍ମତା ହ୍ରାସ ପାଇଥିବା ବେଳେ ଚିଲିକାକୁ ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ସୂଚନା ଅନୁଯାୟୀ, ସୋମବାର ସୁଦ୍ଧା…
ଖୋର୍ଦ୍ଧା ଅଫିସ,୩୧ା୧୦: ଖୋର୍ଦ୍ଧା ପ୍ରାଣନାଥ (ପିଏନ୍) ସ୍ବୟଂଶାସିତ ମହାବିଦ୍ୟାଳୟର ଦ୍ୱାଦଶତମ ସ୍ନାତକ(+୩) ୨୦୧୭-୨୦୨୦ ଶିକ୍ଷାବର୍ଷର ବାର୍ଷିକ ଫଳ ଶନିବାର ପ୍ରକାଶ ପାଇଛି। ଏଥିରେ ମୋଟ୍ ପାସ୍ ହାର ୯୦.୪…
ଖୋର୍ଦ୍ଧା ଅଫିସ,୩୦ା୧୦: ଓଟିଭି କର୍ତ୍ତୃପକ୍ଷଙ୍କ ବିରୋଧରେ ହୋଇଥିବା ଜମି ହଡ଼ପ ମାମଲାରେ ଗୁରୁବାର ୩ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଖୋର୍ଦ୍ଧା ଜିଲା ସାରୁଅ ମଲ୍ଲିକ ସାହିରେ ପହଞ୍ଚି ତଦନ୍ତ…