ଖୋର୍ଦ୍ଧା ଅଫିସ,୨୬।୨: ରାଜ୍ୟରେ ସାଇବର ଠକେଇ ଦିନକୁ ଦିନ ବଢ଼ିବାରେ ଲାଗିଛି। ଖୋର୍ଦ୍ଧା ସଦର ଥାନା ଅଧୀନ ବାଜପୁର ଗ୍ରାମର ଚାରୁଲତା ଦାଶ ବ୍ୟାଙ୍କ ଠକେଇର ଶିକାର…
ଖୁଣ୍ଟୁଣୀ,୨୬।୨(ଡି.ଏନ.ଏ.): ଆଠଗଡ଼ ବନାଞ୍ଚଳ ଅଧୀନ ସୁବାସୀ ସଂରକ୍ଷିତ ଜଙ୍ଗଲରେ ଗୁରୁବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୪୦ ଏକର ଜଙ୍ଗଲ ପୋଡିଯାଇଥିବା ଜଣାପଡିଛି। ଏହି ଜଙ୍ଗଲ…
ଜଟଣୀ,୨୦।୨(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଜଟଣୀ ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି। ଏହି ସମସ୍ୟା ଉପରେ ଲାଗିପାରୁନିି ଅଙ୍କୁଶ। ଫଳରେ ଯାତାୟାତରେ ସାଧାରଣ ଲୋକେ…
ଖୋର୍ଦ୍ଧା ଅଫିସ,୧୯ା୨:ଖୋର୍ଦ୍ଧା ଜିଲାରେ ଖରିଫ ଧାନକିଣାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ପଦାରେ ପଡ଼ିିଛି। ମଣ୍ଡିରେ ଧାନ ପଡ଼ିରହିଛି। ଚାଷୀ ଟୋକନ ପାଇ ସୁଦ୍ଧା ଧାନ ବିକ୍ରି…
ଭୁବନେଶ୍ୱର, ୧୯ା୨(ବ୍ୟୁରୋ):ଚିଲିକା ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀଙ୍କୁ ଡଙ୍ଗା, ଜାଲ ଏବଂ ଡଙ୍ଗା ଇଞ୍ଜିନ ଯୋଗାଇ ଦିଆଯିବ। ଏହାସହ ୩ ସମୁଦ୍ର କୂଳବର୍ତ୍ତୀ ଜିଲାର ୧୮୬ ମତ୍ସ୍ୟ…
ଜଟଣୀ,୧୬ ।୨(ଡି.ଏନ୍.ଏ.) ଖୋର୍ଦ୍ଧା ଜିଲା ଜଟଣୀ ସହରରେ ଅନେକ ନୂତନ ଆପାର୍ଟମେଣ୍ଟ ଓ ସାହିବସ୍ତି ଗଢ଼ିଉଠିଛି। ଏଠାରେ ଗୃହ ନିର୍ମାଣ ପୂର୍ବରୁ ସରକାରୀ ନିୟମ ଉଲ୍ଲଂଘନ କରାଯାଉଛି।…
ବାରଙ୍ଗ,୧୫।୨(ଡି.ଏନ୍.ଏ.): ପ୍ରାଣୀଉଦ୍ୟାନ ନନ୍ଦନକାନନ ପାଇଁ ଖୁସି ଖବର। ସୋମବାର ସକାଳେ ନନ୍ଦନକାନନରେ ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷକ ସାଜିଥିବା ସିମ୍ପାଜି ପୂର୍ଣ୍ଣିମା ଗୋଟିଏ ଶାବକକୁ ଜନ୍ମ ଦେଇଛି।…
ବାଲୁଗାଁ,୧୨।୨(ଡି.ଏନ୍.ଏ.): ବାଲୁଗାଁ ଚିଲିକାକୂଳ ନିକଟ ମତ୍ସ୍ୟ ଓ ଜୀବ ପ୍ରଯୁକ୍ତି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପାଚେରିକୁ ବୁଧବାର ବିଳମ୍ବିତ ରାତିିରେ କେହି ଦୁର୍ବୃତ୍ତ ଜେସିବି ମେଶିନ ଦ୍ୱାରା ଭାଙ୍ଗିଥିବା…
ଖୋର୍ଦ୍ଧା ଅଫିସ,୧୨।୨: ଚଳିତ ବର୍ଷ ଖୋର୍ଦ୍ଧା ଜିଲାରେ ଖରିଫ ଧାନ କିଣାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ଉଠିଛି। ଦୁର୍ନୀତି ପଛରେ ପ୍ରାଥମିକ ସେବା ସମବାୟ ସମିତି(ପ୍ୟାକ୍ସ)…
ଖୋର୍ଦ୍ଧା ଅଫିସ,୧୦ା୨: ଭୁବନେଶ୍ୱର ଏୟାରପୋର୍ଟ ଥାନା ପଳାସପଲ୍ଲୀ ଅଞ୍ଚଳରେ ଥିବା ନିଖିଳ ଉକତ୍ଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତାଲିମ କେନ୍ଦ୍ରରେ ଯୌନ ଶୋଷଣ ଘଟଣା ପଦାକୁ…